ନଦୀକୁ ଟାଣି ନେଉଥିଲା କୁମ୍ଭୀର, ଆଖିରେ ଆଙ୍ଗୁଠି ଗେଞ୍ଜି ଖସି ଆସିଲେ ଯୁବକ: ପୂରା ଘଟଣା ଜାଣିଲେ…
ମହାକାଳପଡ଼ା,୧ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ବଉଳକଣି ପଞ୍ଚାୟତ ବାଘୁଆମେଦୀ ଆଦିବାସୀ ଗ୍ରାମର ଟୁନା ସିଂ (୫୫) ଚାଷଜମି ଦେଖିବାକୁ ଯାଇଥିଲେ। ମଙ୍ଗଳବାର ସାରେ ନିକଟ ରାମଚଣ୍ଡୀ ଗଳିଆ ନଦୀ ଶାଖା ବାଲିଯୋରିରେ ଶୌଚହେବାକୁ ଯାଇଥିଲେ।…
ଭକ୍ତଙ୍କ ମାନସିକ ଆଗରେ ହାର୍ ମାନିଲା ପ୍ରଶାସନ: ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ସମ୍ପନ୍ନ
ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଏହି ଯାତ୍ରା ସମ୍ପନ୍ନ ହୋଇଛି। ଅନେକ ରାଜ୍ୟରେ ବଳିପ୍ରଥା ଏକପ୍ରକାର ବନ୍ଦ…
ସରପଞ୍ଚରୁ ଆଇଟିଆଇର ସହକାରୀ ଟ୍ରେନିଂ ଅଫିସର: ରାଜନୀତି ଛାଡ଼ି ଶିକ୍ଷାନୀତିରେ ସାମିଲ ହେଲେ ପ୍ରିୟଙ୍କା
ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ):ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗୁଡି଼ଆଳିପଦର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ମହାଖୁଡ଼ ନିଜ ପଦବୀରୁ ଇସ୍ତଫା ଦେଇ ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଜନସାଧାରଣଙ୍କ ସହଯୋଗରେ ସେ ସରପଞ୍ଚ ହୋଇ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ…
ମାଣିକେଶ୍ୱରୀଙ୍କ ଛତରଯାତ୍ରା: ଭକ୍ତଙ୍କ ପ୍ରବଳ ଭିଡ଼
ଥୁଆମୂଳ ରାମପୁର,୧।୧୦ (ଦୁର୍ଗା କୀର୍ତ୍ତି)- ମା’ ମଣିକେଶ୍ବରୀଙ୍କ ତନ୍ତ୍ରମନ୍ତ୍ରର ମୂଳପୀଠ ଥୁଆମୂଳ ରାମପୁରଠାରେ ପବିତ୍ର ଦଶହରା ପର୍ବ ଓ ଛତର ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହାଷ୍ଟମୀ ମଧ୍ୟ ରାତ୍ରିରେ ମା’ ଦକ୍ଷିଣକାଳୀଙ୍କ ପାଖରେ ମହାପଶୁ ବଳି ହେବା ପରେ ମା’ଙ୍କ…
ଶ୍ରୀମନ୍ଦିରର ୧ କି.ମି. ପରିଧି ଭିତରେ ମଦ ବିକ୍ରି ବନ୍ଦ! ବଡ଼ ନିଷ୍ପତ୍ତି…
ଭୁବନେଶ୍ୱର, ୩୦।୯(ସୁନିତ୍ ମିଶ୍ର): ଶ୍ରୀମନ୍ଦିରର ପାଖରେ ଆଉ ତାମସିକ ଜିନିଷ ରହିବ ନାହିଁ। ଏଭଳି ଏକ ବଡ଼ ନିଷ୍ପତ୍ତି ସରକାର ନେବାକୁ ଯାଉଛନ୍ତି। ଏନେଇ ଆଲୋଚନା କରାଯାଇଛି। ନୂଆ ଅବକାରୀ ନୀତି ଆସିବା ପରେ ସେଥିରେ ଏଭଳି ନିୟମ ରଖାଯିବାକୁ ଯୋଜନା…
ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଆଜିସୁଦ୍ଧା ଏହି କାମ କରି ନ ଥିଲେ ବନ୍ଦ ହୋଇଯିବ…
ନୂଆଦିଲ୍ଲୀ,୩୦।୯: ଆପଣଙ୍କ ନିକଟରେ ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହେବାର ୧୦ବର୍ଷ ପୂରଣ ହୋଇଛି। ଏହି ଯୋଜନା ସେହି ଲୋକମାନଙ୍କୁ ବ୍ୟାଙ୍କିଂ…
ତାମିଲନାଡୁରେ ପୁଣି ବଡ଼ ଦୁର୍ଘଟଣା, ଥର୍ମାଲ ପାଓ୍ବାର ଷ୍ଟେଶନ ବିଲ୍ଡିଂ ଭୁଶୁଡିବାରୁ ଚାପି ହୋଇ ୯ମୃତ
ଚେନ୍ନାଇ,୩୦।୯: ମଙ୍ଗଳବାର ସଂଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂଆ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ, ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଫସି ଯାଇଥିଲେ। ଦୁର୍ଘଟଣାର ଖବର…
ବ୍ୟାଙ୍କ FDରେ ରଖିପାରିବେ କେତେ ଟଙ୍କା? ଗ୍ରାହକ ପିଛା ଡିପୋଜିଟ୍ ସୀମା କେତେ…
ନୂଆଦିଲ୍ଲୀ,୩୦।୯: ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍(ଏଫ୍ଡି) ଦୀର୍ଘ ସମୟ ଧରି ଏପରି ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ସଞ୍ଚୟ ବିକଳ୍ପ ହୋଇ ରହିଛି, ଯେଉଁମାନେ ଅଧିକ ରିଟର୍ନ ଅପେକ୍ଷା ସୁରକ୍ଷିତ ନିବେଶକୁ ଅଗ୍ରାଧିକାର ଦିଅନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଜଣେ ଗ୍ରାହକ…
ଏସିଆ କପ୍ରେ ଲଜ୍ଜାଜନକ ପ୍ରଦର୍ଶନ ଯୋଗୁ ଦଣ୍ଡ: ଏହି କ୍ରିକେଟରଙ୍କୁ ବିଦା କଲା ପାକିସ୍ତାନ ଟିମ୍
ନୂଆଦିଲ୍ଲୀ,୩୦।୯: ପାକିସ୍ତାନର ଅଲରାଉଣ୍ଡର ସାଇମ ଅୟୁବଙ୍କୁ ଏସିଆ କପ୍ ୨୦୨୫ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନର ମୂଲ୍ୟ ଦେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ୧୮ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ଦଳର ଘୋଷଣା…
ଭୋଜପୁରୀ ପାଓ୍ବାର ଷ୍ଟାରଙ୍କୁ ନେଇ ରାଜନୀତିରେ ବଡ଼ ହଲଚଲ: ଶାହାଙ୍କୁ ଭେଟିବା ପରେ କହିଦେଲେ…
ନୂଆଦିଲ୍ଲୀ,୩୦।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଭୋଜପୁରୀ ଗାୟକ ତଥା ଅଭିନେତାରୁ ରାଜନେତା ହୋଇଥିବା ପବନ ସିଂହ ମଙ୍ଗଳବାର ଦିନ ପୁନର୍ବାର ରାଜନୈତିକ ଗୋଟି ଚଳାଇଛନ୍ତି। ସେ…
ଭାରତର କୋଟିପତି ଚା’ବାଲା, ମାସକର ରୋଜଗାର ଶୁଣିଲେ ନିଜ ଚାକିରି ଭୁଲିଯିବେ…
ନୂଆଦିଲ୍ଲୀ,୩୦।୯: ଭାରତରେ ଚା କେବଳ ଏକ ପାନୀୟ ନୁହେଁ, ବରଂ ଏକ ଭାବନା। ସକାଳେ ଉଠିବା ଠାରୁ ରାତି ପର୍ଯ୍ୟନ୍ତ, ପ୍ରତ୍ୟେକ ଅବସର ପାଇଁ କପେ ଚା ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ। ଏହି ଚା ଏବେ ବ୍ୟବସାୟ ଜଗତରେ ବିପ୍ଳବ…
ସରକାରଙ୍କ ବଡ଼ ଘୋଷଣା, ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ମାସକର ବୋନସ
ନୂଆଦିଲ୍ଲୀ,୩୦।୯: ଭାରତରେ ପାର୍ବଣ ଆରମ୍ଭ ହୋଇଛି, ଏବଂ ଏହି ଅବସରରେ, କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର ତାଙ୍କର ଗ୍ରୁପ C ଏବଂ…
Archives


