Home

କଶ୍ମୀରରେ ଉଚ୍ଛେଦ ଅଭିଯାନକୁ ବିରୋଧ

ଶ୍ରୀନଗର,୮।୨: ଜମ୍ମୁ-କଶ୍ମୀରରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି। ରାଜନୈତିକ ବିରୋଧୀ ଏବଂ ଗରିବଙ୍କୁ ପ୍ରଶାସନ ଟାର୍ଗେଟ କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ମୁଣ୍ଡ…

ବିଦେଶୀ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ୩୧ ଜିଲାପାଳଙ୍କୁ କ୍ଷମତା

ନୂଆଦିଲ୍ଲୀ,୮।୨(ପି.ଟି.): ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ (ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନ) ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ଆଇନ ଅନୁଯାୟୀ ଭାରତର ନାଗରିକତ୍ୱ ପ୍ରଦାନ ଲାଗି କେନ୍ଦ୍ର ସରକାର ୯ ରାଜ୍ୟର ୩୧ ଜିଲା ମାଜିଷ୍ଟ୍ରେଟ୍‌ଙ୍କୁ କ୍ଷମତା…

ଶ୍ରଦ୍ଧାଙ୍କ ଅସ୍ଥିକୁ ମେଶିନରେ ଗୁଣ୍ଡ କରିଥିଲେ ଆଫ୍‌ତାବ

ନୂଆଦିଲ୍ଲୀ,୮।୨: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲା ସେଗୁଡ଼ିକୁ ଫିଙ୍ଗିବା ପୂର୍ବରୁ ଅସ୍ଥିଗୁଡ଼ିକୁ ଗୁଣ୍ଡ କରିଦେଇଥିଲେ। ଏଥିପାଇଁ ସେ ମାର୍ବଲ କଟିଂ ଓ ଗ୍ରାଇଣ୍ଡିଂ ମେଶିନ୍‌ ବ୍ୟବହାର କରିଥିଲେ ବୋଲି…

ମୋହନ ଭାଗବତଙ୍କ ନାଁରେ ମାମଲା

ପାଟନା,୮।୨: ପଣ୍ଡିତମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ମାମଲା ରୁଜୁ ହୋଇଛି। ପଣ୍ଡିତମାନେ ନିଜର ଫାଇଦା ପାଇଁ ସମାଜକୁ ଭାଗ ଭାଗ କରିଛନ୍ତି…

‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ’ ଷ୍ଟୁଡେଣ୍ଟ ନତାଶା

ଓ୍ବାଶିଂଟନ୍‌, ୮।୨: ‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ୍‌’ ଷ୍ଟୁଡେଣ୍ଟ ସୂଚୀର ଶୀର୍ଷରେ ରହିଛନ୍ତି ଭାରତୀୟ-ଆମେରରିକୀୟ ନତାଶା ପେରିଆନାୟାଗମ। ଆମେରିକାର ଜନ୍ସ ହୋପକିନ୍ସ ସେଣ୍ଟର ଫର୍‌ ଟ୍ୟାଲେଣ୍ଟେଡ୍‌ ୟୁଥ୍‌ (ସିଟିଓ୍ବାଇ) ପକ୍ଷରୁ ଏହି ନାମ ତାଲିକା ପ୍ରକାଶ ପାଇଥିବାବେଳେ ନତାଶା ଦ୍ୱିତୀୟଥର ଲାଗି ଏହି ଲିଷ୍ଟରେ…

ସହପାଠୀଙ୍କୁ ୧୧୪ ଥର ଛୁରାମାଡ଼: ନାବାଳକ ଦୋଷୀ

ଓ୍ବାଶିଂଟନ୍‌,୮।୨: ଆମେରିକାର ଜ୍ୟାକସୋନଭିଲେରେ ୧୬ ବର୍ଷୀୟ ଏଡେନ ଫୁକି ସହପାଠୀଙ୍କୁ ହତ୍ୟା ଅଭିଯୋଗରେ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୩ ବର୍ଷୀୟା ଚିୟରଲିଡର ଟ୍ରିଷ୍ଟିନ୍‌ ବିଲେଙ୍କୁ ୨୦୨୧ ମଦର୍ସ ଡେ’ରେ ଫୁକି ହତ୍ୟା କରିଥିଲେ। ଫୁକି ଟ୍ରଷ୍ଟିନଙ୍କୁ ୧୧୪ ଥର ଛୁରି…

କମ୍ପନରେ ଜେଲ ଭାଙ୍ଗିଗଲା: ପଳାଇଲେ ୨୦ ଆତଙ୍କବାଦୀ

ଆଜାଜ,୮।୨: ଭୟାବହ ଭୂକମ୍ପରେ ସିରିଆର ଉତ୍ତରପଶ୍ଚିମ ଭାଗରେ ଥିବା ଏକ ଜେଲ ଭୁଶୁଡ଼ି ପଡ଼ିବାରୁ ୨୦ ଜଣ ଆଇଏସ୍‌ ଆତଙ୍କବାଦୀ ଖସି ପଳାଇଯାଇଛନ୍ତି। ତୁର୍କୀ ସୀମାନ୍ତ ରାଜୋ ସହରର ସାମରିକ ପୋଲିସ ଜେଲରେ ପ୍ରାୟ ୨,୦୦୦ ବନ୍ଦୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ…

ତୁର୍କୀରେ ୩ ମାସ ଏମର୍ଜେନ୍ସି

ଆଙ୍କାରା,୮।୨: ପ୍ରଳୟଙ୍କରୀ ଭୂକମ୍ପରେ ଧ୍ୱସ୍ତବିଧ୍ୱସ୍ତ ତୁର୍କୀର ୧୦ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଜାରି କରାଯାଇଛି। ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ୩ ମାସ ଏମର୍ଜେନ୍ସି ଜାରି କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା ବୋଲି…

ଭୂକମ୍ପ ମୃତ୍ୟୁ ୬,୨୦୦ ଟପିଲା

ଆଡାନା(ତୁର୍କୀ)/ଜେନେଭା,୮।୨: ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୬,୨୫୬ରେ ପହଞ୍ଚତ୍ଛି। ତୁର୍କୀରେ ୪,୫୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ୧,୭୧୨ ଜଣଙ୍କ ଜୀବନ ଯାଇଛି। ୭.୮ ତୀବ୍ରତାର ଭୂକମ୍ପ ଓ ପରେ ପ୍ରାୟ ୨୦୦ ଥର ପଶ୍ଚାତ୍‌…

ଭାରତର ଆଠଟି ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ ଭୂକମ୍ପ ପ୍ରବଣ…

ନୂଆଦିଲ୍ଲୀ,୭।୨ : ବର୍ତ୍ତମାନ ପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ପାଞ୍ଚ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ଦେଶରୁ ରିଲିଫ ସାମଗ୍ରୀ…

ପୁଣି ଘୁଞ୍ଚିଲା ରିଲିଜ ଡେଟ୍‌

ହାଇଦ୍ରାବାଦ: ପୁଣି ଥରେ ଘୁଞ୍ଚିଛି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଶାକୁନ୍ତଳାମ’ର ରିଲିଜ ଡେଟ୍‌। ପୂର୍ବରୁ ଚଳଚ୍ଚିତ୍ରଟି ଫେବୃୟାରୀ ୧୭ରେ ରିଲିଜ ହେବାକୁ ଥିଲା। ଏବେ ନିର୍ମାତାମାନେ ଆଉ ଥରେ ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନେଇ ଆଧିକାରୀକ ଭାବେ…

ଓପିଏସ୍‌ସି ପକ୍ଷରୁ ୫୭ ସିଭିଲ୍‌ ଜଜ୍‌ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ସମସ୍ତ ସୂଚନା…

କଟକ ଅଫିସ,୭ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ଅଧୀନରେ ଓଡ଼ିଶା ଓଜେଏସ୍‌ ୨୦୨୨ରେ ସିଭିଲ୍‌ ଜଜ୍‌ଙ୍କ ପାଇଁ ୫୭ଟି ପଦବୀ ପୂରଣ ହେବ। ସେଥିମଧ୍ୟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri