ମହିଳା ପ୍ରିମିୟର ଲିଗର ସର୍ବାଧିକ ବେସ ପ୍ରାଇସ୍ ୫୦ ଲକ୍ଷରେ ୨୪ ଖେଳାଳି, ହରମାନପ୍ରୀତ-ସ୍ମୃତି ସାମିଲ…
ନୂଆଦିଲ୍ଲୀ,୮।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇର ଦୁଇଟି…
ବାର୍ଡ ଫ୍ଲୁରେ ୫୮୫ ସିଲ୍ ମୃତ…
ଲିମା,୮।୨ : ପେରୁରେ ଏଚ-୫-ଏନ-୧ ବାର୍ଡ ଫ୍ଲୁରେ ୫୮୫ ସିଲ୍ ଏବଂ ୫୫,୦୦୦ ପକ୍ଷୀଙ୍କୁ ମୃତ୍ୟୁ ଘଟିଛି। ସର୍ନପ ପ୍ରାକୃତିକ କ୍ଷେତ୍ର ସଂରକ୍ଷଣ ଏଜେନ୍ସି ଫିଲିପାଇନ୍ସର ମିଡିଆ ଏବିଏସ-ସିବିଏନ ନ୍ୟୁଜକୁ ଏହି ସୂଚନା ଦେଇଛି। ସର୍ନପ ପ୍ରାକୃତିକ କ୍ଷେତ୍ର ସଂରକ୍ଷଣ ଏଜେନ୍ସି…
୧୫ ବର୍ଜ୍ୟ ପ୍ଲାଷ୍ଟିକ ବୋତଲରେ ତିଆରି ଜ୍ୟାକେଟ ପିନ୍ଧି ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୮।୨ : ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ପହଞ୍ଚିଥିଲେ। ଏବେ ପ୍ରଧାନମନ୍ତ୍ରୀ ପୋଷାକ ବିଷୟରେ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ଏହି ସମୟରେ ପିନ୍ଧିଥିବା ଜ୍ୟାକେଟ ବର୍ଜ୍ୟ ପ୍ଲାଷ୍ଟିକ…
ଆଦାନୀଙ୍କ ସମସ୍ତ ସମ୍ପତ୍ତିର ଜାତୀୟକରଣ କରନ୍ତୁ ସରକାର: ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ,୮।୨ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ କେନ୍ଦ୍ର ସରକାର ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଜାତୀୟକରଣ କରିବା ଉଚିତ ଏବଂ ପରେ ଏହି ସମ୍ପତ୍ତି ନିଲାମ କରିବା ଆବଶ୍ୟକ। ଯେତେବେଳେ ଆଦାନୀ…
ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁଙ୍କ ଦେଲେ ଜନ୍ମ, ଝିଅ କି ପୁଅ ସୂଚନା ଦେବାକୁ କଲେ ମନା…
ଥିରୁଭାନନ୍ତପୁରମ,୮।୨ : କେରଳର ଟ୍ରାନ୍ସଜେଣ୍ଡର ଦମ୍ପତି ବୁଧବାର ଦିନ ଏକ ଶିଶୁକୁ ସରକାରୀ ଡାକ୍ତରଖାନାରେ ପ୍ରସବ କରିଛନ୍ତି। ଯାହା ଦେଶରେ ପ୍ରଥମ ଘଟଣା ବୋଲି ଜଣାପଡିଛି। ଟ୍ରାନ୍ସ ପାର୍ଟନରମାନଙ୍କ ମଧ୍ୟରୁ ଜିଆ ପାଭାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ସରକାରୀ ମେଡିକାଲ…
କେରଳରୁ ୮ ପଳାତକଙ୍କ ପଳାୟନ, ଇଣ୍ଟରପୋଲ ରେଡ କର୍ନର ନୋଟିସ ଜାରି ସତ୍ତ୍ୱେ ଯାଞ୍ଚ ଏଜେନ୍ସି ବିଫଳ…
ନୂଆଦିଲ୍ଲୀ,୮।୨ : ତିନି ଜଣ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କ ସମେତ ଆଠ ଜଣ ପଳାତକ କେରଳରୁ ପଳାୟନ କରିଛନ୍ତି। ଇଣ୍ଟରପୋଲ ସେମାନଙ୍କୁ ଧରିବା ରେଡ କର୍ନର ନୋଟିସ ଜାରି କରିବା ପରେ ମଧ୍ୟ ସେମାନେ ମୁକ୍ତ ଭାବରେ ବୁଲୁଛନ୍ତି। ଏହି…
ଗୋଟିଏ ପୋକର ଦାମ୍ ବିଏମ୍ଡବ୍ଲ୍ୟୁଠୁ ବି ଅଧିକ, ଜାଣିଲେ…
ଦୁନିଆରେ ଏମିତି ଏକ ପୋକ ଅଛି, ଯାହାର ଦାମ୍ ଅଡି ଆଉ ବିଏମ୍ଡବ୍ଲ୍ୟୁଠାରୁ ବି ଅଧିକ। କିଛି ବର୍ଷ ପୂର୍ବେ ଜଣେ ଜାପାନୀ ପ୍ରଜନକ ୮୯,୦୦୦ ଡଲାରରେ (ଆଜିର ମୂଲ୍ୟରେ ପ୍ରାୟ ୭୩ ଲକ୍ଷ ଟଙ୍କା) ଏକ ପୋକ ବିକ୍ରି କରିଥିଲେ।…
ବିଶ୍ୱର ଦ୍ୱିତୀୟ କ୍ରିକେଟର୍ ଭାବେ ଏମିତି କାରନାମା କଲେ ଗ୍ୟାରି
ହରାରେ,୮।୨: ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗ୍ୟାରି ବାଲାନ୍ସ ଇତିହାସ ସୃଷ୍ଟି କରିଛନ୍ତି। ଜିମ୍ବାୱେ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ସେ ଅପରାଜିତ ୧୩୭ ସ୍କୋର କରିଥିଲେ। ଏହା ସହିତ ସେ ଅନ୍ତର୍ଜାତୀୟ…
ମାୟାଧର ସ୍ବାଇଁଙ୍କୁ ଜାତୀୟ ଜନପ୍ରିୟ ବିଜ୍ଞାନ ପୁରସ୍କାର
ଭୁବନେଶ୍ୱର,୮।୨(ବ୍ୟୁରୋ): ଓଡ଼ିଶାର ଜଣାଶୁଣା ଜନପ୍ରିୟ ବିଜ୍ଞାନ ଲେଖକ ଇଂ ମାୟାଧର ସ୍ବାଇଁଙ୍କୁ ବିଜ୍ଞାନକୁ ଜନପ୍ରିୟ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଜନପ୍ରିୟ ବିଜ୍ଞାନ ପୁରସ୍କାରରେ ସମ୍ମାନିତ କରାଯିବ। ୨୦୨୨ ମସିହା ନିମିତ୍ତ ଏହି ଜାତୀୟ ପୁରସ୍କାର ପ୍ରଦାନ କରିବାକୁ…
ମହାଶିବରାତ୍ରୀରେ ଅପୂର୍ବ ସଂଯୋଗ, ଏହି ୪ ରାଶି ବ୍ୟକ୍ତିଙ୍କ ରହିଛି ଧନପ୍ରାପ୍ତିର ଯୋଗ…
ଆସୁଛି ଶୈବଭକ୍ତଙ୍କ ପ୍ରିୟ ‘ମହାଶିବରାତ୍ରୀ’। ହିନ୍ଦୁ ଧର୍ମର ମାନ୍ୟତାନୁଯାୟୀ ଏହି ଦିନ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ ଦିନ ‘ମହାଶିବରାତ୍ରୀ’ ପାଳନ କରିବାର ପରମ୍ପରା ଚାଲିଆସୁଛି। ଚଳିତ ବର୍ଷ ଫେବୃୟାରୀ ୧୮, ଶନିବାର…
ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁକନ୍ୟାଙ୍କର କୁଆଁ ରାବ: ମାଟି ତଳେ ଜନ୍ମ ନେଲେ, ୩୦ ଘଣ୍ଟା ପରେ ଉଦ୍ଧାର…
ଇସ୍ତାନବୁଲ,୮।୨ : ତୁର୍କୀ ଏବଂ ସିରିଆରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୩୦ ହଜାରରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି। ଭାରତ ସମେତ ବିଶ୍ୱର ଅନେକ ଦେଶ ଭୂକମ୍ପ ପ୍ରଭାବିତଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି।…
ଦଶପଲ୍ଲାର ଜ୍ୟୋତିରଞ୍ଜନଙ୍କ ପ୍ରକଳ୍ପ ପ୍ରଥମ
ନୟାଗଡ଼ ଅଫିସ/ଦଶପଲ୍ଲା,୮।୨(ଡି.ଏନ.ଏ.): ଖାଦ୍ୟଶସ୍ୟ ମଧ୍ୟରେ ତୈଳର ଗୁଣବତ୍ତା ଓ ଉପତ୍ାଦନ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ରାଜ୍ୟର ଗାଲଭଷ୍ଟନ ସହରରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହା ଚଳିତ ବର୍ଷ ଜାନୁୟାରୀ ୨୮ରୁ ଫେବୃୟାରୀ ୩ ପର୍ଯ୍ୟନ୍ତ ସେହି ସମ୍ମିଳନୀ…
Archives


