Home

୫ ହଜାରରୁ ଅଧିକ ରୁଷୀୟ ଗର୍ଭବତୀ ଆର୍ଜେଣ୍ଟିନା ପହଞ୍ଚିଲେ…

ମସ୍କୋ,୧୨।୨ : ଗତ ମାସରେ ୫ ହଜାରରୁ ଅଧିକ ଗର୍ଭବତୀ ରୁଷିଆ ମହିଳା ଆର୍ଜେଣ୍ଟିନାରେ ପ୍ରବେଶ କରିଛନ୍ତି। ଜାତୀୟ ସ୍ଥାନାନ୍ତରଣ ଏଜେନ୍ସି ଅନୁଯାୟୀ ସର୍ବଶେଷ ଗର୍ଭଧାରଣର ଶେଷ ସପ୍ତାହରେ ସମସ୍ତେ ଆସିଥିଲେ। ମହିଳାମାନେ ଆର୍ଜେଣ୍ଟିନାରେ ସେମାନଙ୍କର ସନ୍ତାନ ଜନ୍ମ ହେବା ନିଶ୍ଚିତ…

ଇରାନ କ୍ରାନ୍ତିର ୪୪ତମ ବାର୍ଷିକୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଟିଭି ଭାଷଣ ପ୍ରସାରଣକୁ ରୋକିଲେ ହ୍ୟାକର…

ତେହେରାନ,୧୨।୨ : ଇରାନ କ୍ରାନ୍ତିର ୪୪ ତମ ବାର୍ଷିକୀକୁ ଲୋକମାନେ ଶନିବାର ଉତ୍ସାହର ସହ ପାଳନ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସରକାରୀ ବିରୋଧୀ ହ୍ୟାକରମାନେ ଏହି ଘଟଣା ଉପରେ ନଜର ରଖିଥିଲେ। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦ୍ୱାରା ଟେଲିଭିଜନ…

ପୃଥିବୀରେ ସବୁଠାରୁ ଭଲ ଦେଶ ରୁଷିଆ: ପୁଟିନ…

ମସ୍କୋ,୧୨।୨ : ରୁଷିଆକୁ ଭଲ ଦେଶ ବୋଲି କହି ନ ଥିବାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରାଯାଇଛି ଯେଉଁଥିରେ ପୁଟିନ ଅଧିକାରୀଙ୍କୁ ତାଗିଦ କରୁଥିବା…

ତୁର୍କୀ ଭୂକମ୍ପ: ୧୨୨ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ମହିଳା, ୧୦ ଦିନର ନବଜାତ ବି ଉଦ୍ଧାର

ଅଙ୍କାରା,୧୨ ।୨: ତୁର୍କୀ ଓ ସିରିଆରେ ଆସିଥିବା ଚଳିତ ଦଶନ୍ଧିର ସବୁଠାରୁ ବିନାଶକାରୀ ଭୂକମ୍ପରେ ଏବେ ସୁଦ୍ଧା ୨୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ହେଲେ ଏହାରି ଭିତରେ ୧୨୨ ଘଣ୍ଟା ପରେ ୩ ଜଣ ମହିଳାଙ୍କୁ ଜୀବନ୍ତ…

ତୁର୍କୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟ ମୃତ

ଅଙ୍କାରା/ନୂଆଦିଲ୍ଲୀ,୧୨ ।୨: ତୁର୍କୀରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଉତ୍ତରାଖଣ୍ଡର…

ନିର୍ବାଚନ ହେବାକୁ ଥିବା ରାଜ୍ୟରେ ୩୩ ଲକ୍ଷ ଶ୍ରମିକ, ଭୋଟରଙ୍କ ଉପରେ ମନରେଗା ବଜେଟ ହ୍ରାସର ପ୍ରଭାବ ପଡ଼ିବା ଆଶଙ୍କା…

ନୂଆଦିଲ୍ଲୀ,୧୧।୨ : ଆଗାମୀ ଦିନରେ ମେଘାଳୟ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ,ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏସବୁ ରାଜ୍ୟରେ ୩୩ ଲକ୍ଷରୁ ଅଧିକ ଶମିକ ଅଛନ୍ତି। ମାତ୍ର ଚଳିତ କେନ୍ଦ୍ରୀୟ ବଜେଟରେ ମହାତ୍ମା…

ବିନା ପାର୍କିଂରେ ମାର୍କେଟ କମ୍ପ୍ଲେକ୍ସ

କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡ଼ିଛି। ତେବେ ଏ ନେଇ ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଏଭଳି ଅସନ୍ତୋଷ ବଢୁଛି। ସ୍ଥାନୀୟ ରାମରାମ ଗଳିରେ…

ହାତୀ ଦାନ୍ତ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ଦାନ୍ତ ଜବତ କରିଥିବା ବେଳେ ସେଥିରୁ…

ବିଷ୍ଣୁପୁରରେ ହାତୀ ଆତଙ୍କ

ବୌଦ୍ଧ,୧୧ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସମ୍ପୋଚ ଗ୍ରାମ ନିକଟ ବିଷ୍ଣୁପୁର ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛ। ଶନିବାର ସକାଳୁ ୩ଟି ହାତୀକୁ ଗ୍ରାମ ମୁଣ୍ଡରେ ଦେଖିବାକୁ ମିଳିଥିଲା। ଏହି ହାତୀଙ୍କ ମଧ୍ୟରେ ୨ଟି…

ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ଉପରେ ଗୁରୁତ୍ୱାରୋପ କଲେ ରାଜ୍ୟପାଳ…

କୋଲକାତା,୧୧।୨ : ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ପଶ୍ଚିମବଙ୍ଗରେ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ସିବି ଆନନ୍ଦ ବୋଷ କହିଛନ୍ତି। ଏନେଇ ସେ ଭାଜପା ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାରଙ୍କୁ ଆଶ୍ୱାସନା ଦେଇଛନ୍ତି। କାହାକୁ ଆଇନର ଉଲ୍ଲଂଘନ କରିବାକୁ ଦିଆଯିବ…

ମହାଦୟୀ ନଦୀ ଜଳ ବିବାଦ: କର୍ନାଟକ ବିରୋଧରେ ଅଭିଯୋଗ ଆଣିଲା ଗୋଆ…

ପଣଜୀ,୧୧।୨ : ଗୋଆର ବିଭିନ୍ନ ସଂଗଠନ ପଡୋଶୀ କର୍ନାଟକ ଦ୍ୱାରା ମହାଦୟୀ ନଦୀ ଜଳ ବିବାଦ ନେଇ କର୍ନାଟକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାଦୟୀ ବଚାଓ ଗୋଆ ମୋର୍ଚ୍ଚାରେ ସାମିଲ ହୋଇଥିବା ଏନଜିଓମାନେ ରବିବାର ସା ୭ଟା ୩୦ରେ ଦୀପ…

ବେଙ୍ଗ ତରକାରି ଖାଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରି ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା ମୁଣ୍ଡା (୬) ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri