Home

ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ: ୪୮ ଘଣ୍ଟାରେ ଡ୍ର କରାଗଲା ୪୨ ବିଲିୟନ ଡଲାର…

ସାନ୍ତାକ୍ଲାରା,୧୧।୩ : ପୁରୁଣା ଆମେରିକୀୟ ଋଣଦାତା ଏବଂ ଟେକ ଷ୍ଟାର୍ଟଅପର ମୂଳଦୁଆ ଭାବରେ ବିବେଚିତ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ପତନ ମାତ୍ର ୪୮ ଘଣ୍ଟା ମଧ୍ୟରେ ହୋଇଛି। ୨୦୦୮ର ମହାମାନ୍ଦାବସ୍ଥା ପରେ, ଏହା ଆମେରିକୀୟ ଋଣଦାତାଙ୍କର ସବୁଠାରୁ ବଡ ବିଫଳତା…

ଜଳିଗଲା ୧୫ ବଖରା

ବେଗୁନିଆପଡ଼ା,୧୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ଗୁଡ଼ିଆଳିରେ ଶନିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଚାହୁଁଚାହୁଁ ୧୫ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, ଶଟ୍‌ସର୍କିଟ ଯୋଗୁ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ…

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଆନନ୍ଦପୁର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କଅଁସ ଗ୍ରାମରେ ଥିବା ଶନିମନ୍ଦିରରେ ଦୀପରୁ ଜଣେ ମହିଳାଙ୍କ ଶାଢିରେ ନିଆଁ ଲାଗିବା ଫଳରେ ସେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯେ,…

ସ୍ମୃତି ମୋ-ତୁମ ମଧ୍ୟରେ ଏକ ନୂଆ ସେତୁ : ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ‘ମା’ ବିଭାଗ ଆରମ୍ଭ…

ନୂଆଦିଲ୍ଲୀ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମା ହୀରାବେନ ମୋଦିଙ୍କୁ ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶନିବାର ହିରବାଙ୍କୁ ଉତ୍ସର୍ଗୀକୃତ ଏକ ମାଇକ୍ରୋସାଇଟ ‘ମା’ ଲଞ୍ଚ କରାଯାଇଛି। ଏହି ମାଇକ୍ରୋସାଇଟରେ ଚାରୋଟି ଭିନ୍ନ ବିଭାଗ ସୃଷ୍ଟି…

ମୋ ପିତା କରିଥିଲେ ମୋର ଯୌନ ଶୋଷଣ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ…

ନୂଆଦିଲ୍ଲୀ,୧୧।୩ : ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବତୀ ମାଲିୱାଲ ଶନିବାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି। ତାଙ୍କ ପିତାଙ୍କୁ ପିଲାଦିନେ ତାଙ୍କ ପ୍ରତି ଯୌନ ଶୋଷଣ କରିଥିବା ଅଭିଯୋଗ ସେ କରିଛନ୍ତି। ନ୍ୟୁଜ ଏଜେନ୍ସି ସହିତ…

ତୃତୀୟ ଦିନର ଖେଳ ଶେଷ: ଭାରତ ୨୮୯/୩

ଅହମ୍ମଦାବାଦ,୧୧।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଇନିଂସରେ ୪୮୦ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଭାରତ ଜବରଦସ୍ତ ପ୍ରଦର୍ଶନ…

କେବଳ ଏହି ଆକାଉଣ୍ଟକୁ ଇନ୍‌ଷ୍ଟାଗ୍ରାମରେ ଫଲୋ କରନ୍ତି ରତନ ଟାଟା

ନୂଆଦିଲ୍ଲୀ,୧୧।୩: ଭାରତୀୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ଲୋକପ୍ରିୟତା କାହିଁରେ କେତେ। ତାଙ୍କଠାରୁ ସମସ୍ତେ କିଛି ନା କିଛି ଶିଖିବାକୁ ଚାହାନ୍ତି। ସାଧାରଣତଃ ସେ ସୋସିଆଲ ମିଡିଆରେ ସେତେଟୋ ସକ୍ରିୟ ନ ହେଲେ ବି ମଝିରେ…

ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ମାର୍ଗଦର୍ଶିକା ଜାରି କଲେ ସରକାର…

ନୂଆଦିଲ୍ଲୀ,୧୧।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌)…

ଭୟଙ୍କର ସ୍ଥିତି: ଚିକେନ କେଜି ୯୦୦, କ୍ଷୀର ଲିଟରକୁ ୨୧୦ ଟଙ୍କା

ଇସଲାମାବାଦ,୧୧ା୩: ପାକିସ୍ତାନରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର। ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହୋଇଛି। ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଏତେ ମହଙ୍ଗା ଯେ, ସାଧାରଣ ଲୋକ ପେଟ…

ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା ହେବ। ମଣିକର୍ଣ୍ଣିକା ଘାଟ ଭାରତର ସବୁଠାରୁ ବଡ ଏବଂ ପବିତ୍ର ଶ୍ମଶାନ ଭାବରେ…

୭୧ ବର୍ଷରେ ର଼୍ୟାମ୍ପ ଓ୍ବାର୍କ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ

ବମ୍ବେ: ୭୧ ବର୍ଷରେ ର଼୍ୟାମ୍ପ ଓ୍ବାକ୍‌ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ ଜିନତ ଅମାନ। ଲାକ୍ମୀ ଫ୍ୟାଶନ ଓ୍ବିକ୍‌-୨୦୨୩ରେ ସେ ଡିଜାଇନର ଶାହିନ ମେନନଙ୍କ ଶୋ’ ଟପ୍ପର ଥିଲେ। ସେ ର଼୍ୟାମ୍ପଙ୍କୁ ଓହ୍ଲାଇବା ବେଳେ ସମସ୍ତେ ତାଙ୍କ ଆତ୍ମବିଶ୍ୱାସ ଦେଖି ଅବାକ…

ଭାରତକୁ “ବନ୍ଧୁ” କହି ପରେ କହିଲେ”ପଡୋଶୀ”: ଜାତିସଂଘ ସୁରକ୍ଷା ପରିଷଦରେ ବିଲୱାଲ…

ଜେନେଭା,୧୧।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ସ୍ବୀକାର କରିଛନ୍ତି ଯେ ଭାରତର କୂଟନୈତିକ ଉଦ୍ୟମ ଯୋଗୁଁ କଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘର ଏଜେଣ୍ଡାର କେନ୍ଦ୍ରକୁ ଆଣିବା କଷ୍ଟକର ହୋଇପଡ଼ିଛି। ମିଳିତ ଜାତିସଂଘ କମିଶନ ଅଫ ଷ୍ଟାଟସ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?