Home

ଭାରତର ଲିଥିୟମ ନିର୍ଭରଶୀଳତା କମିବ

ନୂଆଦିଲ୍ଲୀ,୧୩।୨ : ଭାରତ ଲିଥିୟମ ପାଇଁ ବାହାର ଦେଶ ଉପରେ ନିର୍ଭର କରିଆସୁଥିବାବେଳେ ଦେଶର ପ୍ରଥମ ଲିଥିୟମ ଖଣି ଜମ୍ମୁ-କଶ୍ମୀରର ରିଆସି ଜିଲାରେ ଠାବ ହେବା ଗୁରୁତ୍ୱପୂର୍ଣ୍ଣ ଘଟଣା। ସ୍ବଚ୍ଛ ଇନ୍ଧନକୁ ଆପଣାଇବା ଯୋଜନା ରଖିଥିବା ଏବଂ ବିଦ୍ୟୁତଚାଳିତ ଯାନ ବ୍ୟବହାର…

ବନ୍ଧୁକ ମୁନରେ ଆତଙ୍କ ଖେଳାଉଥିବା ବାଙ୍ଗା ଗିରଫ

ଭୁବନେଶ୍ୱର,୧୩।୨(ବ୍ୟୁରୋ):ବନ୍ଧୁକ ଦେଖାଇ ଆତଙ୍କ ଖେଳାଉଥିଲେ। ନିଜକୁ ଲୋକାଲ ଡନ୍‌ କହି ବ୍ୟବସାୟୀଙ୍କଠାରୁ ବଟି ଆଦାୟ କରୁଥିଲେ। ଅଭିଯୋଗ ପରେ ଶେଷରେ କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ରହୁଥିବା…

ବୋଲ ମାନିଲେ ରାଜ୍ୟପାଳ: କଂଗ୍ରେସ

ନୂଆଦିଲ୍ଲୀ,୧୩ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ କାମ କରୁଛନ୍ତି। ଯେଉଁମାନେ ମୋଦିଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳୁଛି ବୋଲି ରବିବାର କଂଗ୍ରେସ ଟାର୍ଗେଟ କରିଛି। ବିମୁଦ୍ରୀକରଣ, ତିନି ତଲାକ୍‌, ପ୍ରିଭେସି…

ଆଜି କୋର୍ଟରେ ହାଜର ହେବେ ଗୋପାଳ

କଟକ ଅଫିସ,୧୩ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ୫ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ୩ଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସହ…

ଫେବୃୟାରୀରେ ଅସମ୍ଭାଳ ତାତି

ଭୁବନେଶ୍ୱର, ୧୩ା୨(ବ୍ୟୁରୋ):ରାଜ୍ୟରେ ଶୀତ ଗାଏବ ହୋଇଯାଉଥିବାବେଳେ ତାତି ବଢ଼ି ଚାଲିଛି। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଶୀତ ହେଉଥିଲେ ମଧ୍ୟ ବାକି ସବୁ ସ୍ଥାନରେ ଗରମ ଅନୁଭୂତ ହେଉଛି। ଫେବୃୟାରୀରୁ ଗ୍ରୀଷ୍ମର ଅନୁଭବ ହେଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା…

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୧୩ା୨(ସ୍ବ.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସିବେ। ଏହି ଅବସରରେ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିବା ଜିଲା ପ୍ରଶାସନ ସୂଚନା ଦେଇଛି।…

ମିସ୍‌ କୁଇନ୍‌ ଅଫ୍‌ ଏସିଆ ଟାଇଟଲ ଜିତିଲେ ରାଉରକେଲା ଝିଅ

ରାଉରକେଲା ଅଫିସ,୧୩।୨:ଏସିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସେକ୍ଟର-୪ ଅଞ୍ଚଳର ଡି. ପୂଜା ମିସ୍‌ କୁଇନ ଅଫ୍‌ ଏସିଆ ଟାଇଟଲ ଜିତି ସୁନ୍ଦରଗଡ ଜିଲା ତଥା ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଗତ ୩ତାରିଖରେ ବମ୍ବେ ଅନ୍ଧେରୀ ଇଷ୍ଟରେ ମିସ୍‌…

ତାଲିବାନ ସ୍କୁଲରେ ଟ୍ରେନିଂ ନେଇଥିବା ପାଇଲଟଙ୍କ ଭିନ୍ନ ରୂପ

କାବୁଲ,୧୩ ।୨: ଯେବେଠାରୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେଲାଣି ସେବେଠାରୁ ସେଠାରେ ସଲାମିକ ରଙ୍ଗଢଙ୍ଗର କଥା ଅଧିକ ହେଉଛି । ତାଲିବାନି ନେତା ଦେଶର ଇସଲାମିକ କାଇଦା କଟକଣାକୁ କଡାକଡି ଭାବେ ପାଳନ କରୁଥିବା ବେଳେ ଏବେ ଏହି ପରିବର୍ତ୍ତନ…

ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ବର, ୧୩/୨(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିବା…

ବାଣୀବିହାରରେ ଜେଏନ୍‌ୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର,୧୩ା୨(ବ୍ୟୁରୋ):ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପିଜି କାଉନ୍‌ସିଲ ବୈଠକ ହଲ୍‌ରେ ରବିବାର ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଉତ୍ତେଜନା ଦେଖାଦେଇଛି। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ ଆଣି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ସେମିନାରକୁ ବିରୋଧ…

ତୁର୍କୀରେ ପୁଣିଥରେ ଭୂକମ୍ପ, ଏଥର ରିକ୍ଟର ସ୍କେଲରେ ତୀବ୍ରତା ୪.୭

ଅଙ୍କାରା,୧୩ ।୨: ଭୂକମ୍ପର ଆଁରେ ଏକ ପ୍ରକାର ବିଲିନ ହୋଇଯାଇଥିବା ତୁର୍କୀ ଏବେ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି ସତ । ହେଲେ ଭୂକମ୍ପ ଯେମିତି ତା’ର ପିଛା ଛାଡୁନାହିଁ । ପୁଣିଥରେ ଭୂକମ୍ପ ଥରାଇ ଦେଇଛି ତୁର୍କୀକୁ ।…

ସିକ୍କିମରେ ଭୂକମ୍ପ ଅନୁଭୂତ

ଗ୍ୟାଙ୍ଗଟକ୍‌,୧୩।୨: ସିକ୍କିମରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୧୫ ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri