ମହିଳାଙ୍କୁ ୩ କି.ମି. ଟାଣିନେଲା ଟ୍ରକ୍
ଲକ୍ଷ୍ନୌ,୬।୧: ଦିଲ୍ଲୀରେ ଜଣେ ଯୁବତୀଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହାର ପୁନରାବୃତ୍ତି ଘଟିଛି ଉତ୍ତରପ୍ରଦେଶରେ। ବନ୍ଦା ଜିଲାର ମାଓ୍ବାଇ ବୁଜୁର୍ଗ ଗ୍ରାମରେ ସ୍କୁଟିରେ ଯାଉଥିବା…
ଏମ୍ପିରେ ଆଫ୍ରିକାନ୍ ସ୍ବାଇନ୍ ଫ୍ଲୁ ଆତଙ୍କ: ୭୦୦ ଘୁଷୁରିଙ୍କୁ ହତ୍ୟା
ଦାମୋହ,୬।୧: ମଧ୍ୟପ୍ରଦେଶର ଦାମୋହ ଜିଲାରେ ଆଫ୍ରିକାନ୍ ସ୍ବାଇନ୍ ଫ୍ଲୁରେ ଅନେକ ଘୁଷୁରି ଆକ୍ରାନ୍ତ ହେବା ପରେ ଗତ ୨ ଦିନ ମଧ୍ୟରେ ୭୦୦ ଘୁଷୁରିଙ୍କୁ ପ୍ରଶାସନ ପକ୍ଷରୁ ହତ୍ୟା କରାଯାଇଛି। ଜିଲାର ଅନେକ ଗ୍ରାମାଞ୍ଚଳରେ ଆଫ୍ରିକାନ୍ ସ୍ବାଇନ୍ ଫ୍ଲୁ ଆତଙ୍କ ଦେଖାଯାଇଥିବା…
ଭାରତ-ଚାଇନା ଏକ ହେଲେ ବିଶ୍ୱ ଲାଭବାନ୍ ହେବ: ଦଲାଇ ଲାମା
ଥିରୁଭାନନ୍ତପୁରମ, ୬।୧: ଭାରତ ଓ ଚାଇନା ଏକାଠି କାର୍ଯ୍ୟ କଲେ ବିଶ୍ୱ ଲାଭବାନ ହେବ ବୋଲି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା କହିଛନ୍ତି। ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ।…
ରଙ୍ଗହୀନ ପ୍ରବାଳ ‘ଫିସ୍ ଫାଇଟ୍’ର କାରଣ
ଲଣ୍ଡନ,୬।୧: ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ବାସ କରନ୍ତି। କିଛି ପ୍ରାଣୀ ନିଜଠାରୁ କ୍ଷୁଦ୍ର ଜୀବଙ୍କୁ ଶିକାର କରନ୍ତି ତ ଆଉ କିଛି ସାମୁଦ୍ରିକ ପ୍ରବାଳ ଉପରେ ନିର୍ଭର କରନ୍ତି। ସମୁଦ୍ରରେ ରହୁଥିବା କ୍ଷୁଦ୍ରମାଛ ବଟର୍ଫ୍ଲାଏ ଫିସ୍ ବିଶେଷ ଭାବେ ଆକ୍ରୋପୋରା…
ବୁଲ୍ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍
ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା ଲୋକଙ୍କୁ ସପ୍ତାହେ ପୂର୍ବରୁ ନୋଟିସ ଦେଇ ଉଚ୍ଛେଦ କରିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଗତ…
ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ,୬ା୧: ବହୁ କୋଟି ଟଙ୍କାର ଚିଟ୍ଫଣ୍ଡ ଠକେଇ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବାରୁ ଜମାକାରୀ ନିଜ ଅର୍ଥ ଫେରସ୍ତ ପାଉନାହାନ୍ତି। ଜମାକାରୀମାନେ ୧୦-୧୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ…
ୟୁକ୍ରେନକୁ ୨.୮୫ ଅରବ ଡଲାରର ନୂଆ ସେନା ସହାୟତା ଯୋଗାଇଦେବ ଆମେରିକା
ୱାଶିଂଟନ,୬ ।୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଦୁଇ ଦିନ ଯୁଦ୍ଧ ବିରତି ଘୋଷଣା ପରେ ଆମେରିକା ଏକ ବଡ ଘୋଷଣା କରିଛି । ଆମେରିକା ଯୁଦ୍ଧଗ୍ରସ୍ତ ୟୁପ୍ରେନକୁ ପାଖାପାଖି ୩ ଅରବ ଡଲାର ମୂଲ୍ୟର ସେନା ସହାୟତା ଯୋଗାଇଦେବ, ଯେଉଁଥିରେ ପ୍ରଥମଥର କିଛି…
ପର୍ଯ୍ୟଟକଙ୍କ କାର ଡୋର୍କୁ ମୁହଁରେ ଖୋଲିଦେଲା ସିଂହ, ଆଉ ତା’ ପରେ…
ସିଂହ ପରି ଭୟାନକ ପ୍ରାଣୀ ଟିଭିରେ ହେଉ କି ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ହେଉ, ଯେଉଁଠି ବି ଦେଖିଲେ ମଣିଷ ସମାନ ପ୍ରକାରର ଭୟ ଅନୁଭବ କରେ। ଥରେ ଭାବିଲେ ଯଦି ସିଂହ ଆସି ଆପଣଙ୍କ ସାମ୍ନାରେ ଠିଆ ହେବ,…
୩୬ଘଣ୍ଟା ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ୍
ମସ୍କୋ,୫।୧: ରୁଷିଆ ଓ ୟୁକ୍ରେନ୍ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ପୁଟିନ୍ ୟୁକ୍ରେନ୍ ସହ ୩୬ ଘଣ୍ଟା ଆର୍ଥାତ୍ ୨ଦିନ ପାଇଁ ଯୁଦ୍ଧ ବିରତି ପାଇଁ ଘୋଷଣା…
ଫିଲ୍ମ ‘ପଠାନ୍’କୁ ନେଇ ପୁଣି ତେଜିଲା ବିବାଦ: ‘ବେସରମ୍ ରଙ୍ଗ’ ଗୀତକୁ ହଟାଇବାକୁ ଦାବି
ଅହମ୍ମଦାବାଦ୍ ୫।୧: ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ଅଭିନୀତ ‘ପଠାନ୍’କୁ ନେଇ ପୁଣିଥରେ ବିଭିନ୍ନ ସଙ୍ଗଠନ ବିରୋଧ କରିବା ଆରମ୍ଭ କରିଛନ୍ତି। ଫିଲ୍ମରୁ ବିବାଦୀୟ ଗୀତ ‘ବେସରମ୍ ରଙ୍ଗ’ ନ ହଟାଗଲେ ଏହାକୁ ଗୁଜରାଟର କୌଣସି ସିନେମାଘରେ ରିଲିଜ୍ କରିବାକୁ ଦିଆଯିବ…
କୋଭିଡ୍ ରୋଗୀଙ୍କ ପାଇଁ ହସ୍ପିଟାଲରେ ନାହିଁ ଶଯ୍ୟା
ବେଜିଂ,୫।୧: ଚାଇନା ରାଜଧାନୀ ବେଜିଂରେ କୋଭିଡ୍ ସଂକ୍ରମଣ ଉତ୍କଟ ରୂପ ଧାରଣ କରିଛି। ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଦେଖାଯାଇଛି। ରୋଗୀ, ବିଶେଷ କରି ବରିଷ୍ଠ ଲୋକେ ହଲ୍ ଓ୍ବେରେ ଷ୍ଟ୍ରେଚର କିମ୍ବା ହୁଇଲ୍ଚେୟାରରେ ଥାଇ ଅକ୍ସିଜେନ୍ ନେଉଥିବା…
ଆମେରିକାରେ ଗୁଳିକାଣ୍ଡ: ଚାଲିଗଲା ଗୋଟିଏ ପରିବାରର ୮ ଜୀବନ
ସଲ୍ଟ ଲେକ୍ ସିଟି,୫।୧: ଆମେରିକାର ଉଟାହ ସହରରେ ବୁଧବାର ଗୁଳିକାଣ୍ଡ ଘଟି ୫ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦକ୍ଷିଣ ଉଟାହରୁ ଏକ ଘରୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଛି। ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ। ମୃତକମାନେ ଗୋଟିଏ ପରିବାରର…
Archives


