ଭାଜପା ନେତାଙ୍କୁ ହତ୍ୟା
ରାୟପୁର,୧୨।୨: ନକ୍ସଲମାନେ ପୁଣିଥରେ ଛତିଶଗଡରେ ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ଦାନ୍ତେୱାଡା ଜିଲାରେ ନକ୍ସଲମାନେ ପୂର୍ବତନ ସରପଞ୍ଚଙ୍କ ଗଳା କାଟି ହତ୍ୟା କରିଛନ୍ତି। ୟନକ୍ସଲମାନେ ତାଙ୍କୁ ଅନେକ ଦିନ ଧରି ଧମକ ଦେଉଥିଲେ। ହତ୍ୟା ପରେ ନକ୍ସଲମାନେ ମଧ୍ୟ ଏକ…
ପୁଣି ଟେକ ରଖିଲେ ମାଧବନଙ୍କ ପୁଅ
ବଲିଉଡ ଅଭିନେତା ଆର ମାଧବନ ପୁଅ ବାପାଙ୍କ ଟେକ ରଖିଛନ୍ତି। ତାଙ୍କ ପୁଅ ବେଦାନ୍ତ ମଧ୍ୟପ୍ରଦେଶର ଖେଲୋ ଇଣ୍ଡିଆ ୨୦୨୨ ଅଧୀନରେ ସନ୍ତରଣରେ ୫ଟି ସ୍ବର୍ଣ୍ଣ ପଦକ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଆର ମାଧବନ ଏହି ସୂଚନା ଟୁଇଟର୍…
‘କାନ୍ତାରା’ ଫିଲ୍ମକୁ ପ୍ରଶଂସା କଲେ ଅମିତ ଶାହା
ନୂଆଦିଲ୍ଲୀ,୧୨।୨:ଅଭିନେତା ରିଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା। ସମସ୍ତେ ଏହି ଫିଲ୍ମର ପ୍ରଶଂସା କରିଥିଲେ। ଏବେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଫିଲ୍ମ ବିଷୟରେ ନିଜର ମତ ଦେଇଛନ୍ତି। ସେ ‘କାନ୍ତାରା’କୁ ପ୍ରଶଂସା…
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କଲେ ମୋଦି
ନୂଆଦିଲ୍ଲୀ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ଡାଉସା-ଲାଲସୋଟକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଡାଉସାଠାରୁ ଏକ୍ସପ୍ରେସ ୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୯ ବର୍ଷ ଧରି ଆମେ ଭିତ୍ତିଭୂମି ପାଇଁ ବହୁ…
ଭୂକମ୍ପର ୧୪୯ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି
ଆଙ୍କାରା,୧୨ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି। ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଉଭୟ ଦେଶରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ସମୟରେ ଅନେକ ମୃତଦେହ ବାହାରକୁ ଅଣାଯାଉଛି। କିନ୍ତୁ ରବିବାର…
‘ସତ୍ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ’
ଭୁବନେଶ୍ୱର,୧୨।୨(ବ୍ୟୁରୋ): ଜୀବନକୁ ସୁନିୟନ୍ତ୍ରିତ କରିବାରେ ଗୁରୁଙ୍କର ରହିଛି ବିଶେଷ ଭୂମିକା। ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିପାରିଲେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ…
ମ୍ୟାଚ୍ ଚାଲିଥିବାବେଳେ ଡ୍ରେସିଂ ରୁମରେ ସିଗାରେଟ ଟାଣିଲେ କୋଚ: କାର୍ଯ୍ୟାନୁଷ୍ଠାନ ଦାବି
ଢାକା,୧୨।୨: ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)ରେ ଖେଳାଯାଇଥିବା ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ସମୟରେ ଖୁଲନା ଟାଇଗର୍ସର ମୁଖ୍ୟ କୋଚ ଖାଲିଦ ମହମୁଦ ଡ୍ରେସିଂ ରୁମରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ। କ୍ୟାମେରାରେ…
ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୁପା ଚୋରି
ବ୍ରହ୍ମପୁର ଅଫିସ,୧୨ା୨: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ଅଧା କେଜି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ସେବାୟତମାନେ ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି…
ଭାରତୀୟ ଦଳରେ ହେଉଛି ପକ୍ଷପାତିତା
ନୂଆଦିଲ୍ଲୀ,୧୨।୨: ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ନାଗପୁରରେ ଅଷ୍ଟ୍ରେଲିଆ ଦଳକୁ ଇନିଂସ ଏବଂ ୧୩୨ ରନ୍ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ କେ.ଏଲ…
୨୦୨୪ରେ ଦରଦାମ ବୃଦ୍ଧି-ବେକାରି ସମସ୍ୟା ମୋଦି-ଶାହାଙ୍କ ଯୋଜନାରେ ଆଣିବ ବାଧା: ସର୍ଭେ…
ନୂଆଦିଲ୍ଲୀ,୧୨।୨ : ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୪୦୦ ଦିନ ବାକି ଅଛି। ଲଗାତାର ତୃତୀୟ ଥର କ୍ଷମତାକୁ ଆସିବାକୁ ଉଦ୍ୟମ କରି ଭାଜପା ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୫ ମାସ…
ଶହ ଶହ କଂଗ୍ରେସକର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟ ସହିତ ଏବେ ଇଲୁ-ଇଲୁ କରୁଛି କଂଗ୍ରେସ: ଶାହା…
ଅଗରତାଲା,୧୨।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଜୋରଦାର ପ୍ରଚାର ଅଭିଯାନ ଜାରି ରଖିଛି। ରାଜ୍ୟରେ କ୍ରମାଗତ ଭାବେ ବଡ ବଡ ଭାଜପା ନେତାଙ୍କ ନିର୍ବାଚନ ରାଲି ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚାନ୍ଦିପୁରରେ…
ଲେଜି ପେ-କ୍ରିଡିଟ୍ ବି-ବୁଡି ଲୋନ ଉପରୁ ହଟିଲା ପ୍ରତିବନ୍ଧକ…
ନୂଆଦିଲ୍ଲୀ,୧୨।୨ : ଭାରତ ସରକାର କେତେକ ଋଣ ଆପ କମ୍ପାନୀ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଚାଇନ ସହିତ ଲିଙ୍କ୍ ଥିବା ଅଭିଯୋଗ ପରେ ସରକାର ଏହି କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫଳରେ ୨୨୦ ଟି ଆପ…
Archives


