Home

ଶୁକ୍ରବାର ନବୀନ ସରକାରଙ୍କ ପଞ୍ଚମପାଳିର ଅନ୍ତିମ ବଜେଟ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଉପସ୍ଥାପନ ହେବ। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମପାଳି ସରକାରରେ ଏହା ହେଉଛି ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ। ଓଡ଼ିଶା ସରକାର…

ଇନ୍ଦିରା ଗାନ୍ଧୀଙ୍କ ଭଳି ଅମିତ ଶାହାଙ୍କୁ ମାରିଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୩।୨: ପଞ୍ଜାବର ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କ ସମର୍ଥକମାନେ ଗୁରୁବାର ପ୍ରବଳ ହଙ୍ଗାମା କରିଛନ୍ତି। ଅମୃତପାଲଙ୍କ ସହକର୍ମୀ ଲଭପ୍ରୀତ ତୁୁଫାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଅଜନାଲା ପୋଲିସ ଷ୍ଟେସନ ବାହାରେ ବିରୋଧ…

ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିଛି। ଫଳରେ ଭାରତ ଆଗରେ…

ତୁର୍କୀ-ସିରିଆ ପରେ ଏବେ ତାଜିକିସ୍ତାନର ସହାୟତା କରିବ ଭାରତ: ଭୂକମ୍ପ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୨୩।୨: ତୁର୍କୀ-ସିରିଆ ପରେ ଏବେ ଭାରତ ତାକିକିସ୍ତାନକୁ ଭୂକମ୍ପ ପରିସ୍ଥିତିର ମୁକାବିଲା କରିବାରେ ସହାୟତା କରିବ। ଗୁରୁବାର ତାଜିକିସ୍ତାନରେ ହୋଇଥିବା ଭୂକମ୍ପ ପରେ ଭାରତ ପରିସ୍ଥିତି ଉପରେ ନଜର ରଖିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଜିକିସ୍ତାନରେ ହୋଇଥିବା ଭୂକମ୍ପର ସ୍ଥିତି…

ଗିରଫଦାରୀର ୩ଘଣ୍ଟା ମଧ୍ୟରେ ପବନ ଖେରାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୩।୨: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପବନ ଖେରାଙ୍କୁ ଦ୍ୱାରିକା କୋର୍ଟରୁ ଜାମିନ ମିଳିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ପବନଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ତାଙ୍କୁ ଗିରଫ…

ଏଚଡିଏଫ୍‌ସି ପରେ ଗ୍ରାହକଙ୍କୁ ଖୁସିଖବର ଦେଲା ଆଇସିଆଇସିଆଇ, ଏଫ୍‌ଡିରେ ସୁଧ ହାର କଲା ବୃଦ୍ଧି

ନୂଆଦିଲ୍ଲୀ,୨୩।୨: କ୍ରମାଗତ ଭାବରେ ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ଭେଟି ଦେଉଥିବା ଦେଖାଯାଉଛି। ପ୍ରଥମେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ଏଫ୍‌ଡି ଉପରେ ସୁଧ ହାର ବୃଦ୍ଧି କରିଥିଲା। ଏହାପରେ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏହାର ଏଫଡି ସୁଧ ହାରକୁ ବୃଦ୍ଧି କରିଛି।…

ସେମିଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆର ବଢ଼ିଲା ଅଡୁଆ, ବାଦ୍‌ ପଡ଼ିପାରନ୍ତି ଅଧିନାୟକଙ୍କ ସମେତ ଦୁଇ ଖେଳାଳି..

କେପ୍‌ଟାଉନ୍‌,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ବୁଧବାର ଅପରାହ୍ନ ୬.୩୦ରେ ମୁକାବିଲା ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଭାରତୀୟ ଅଧିନାୟକ ହରମନପ୍ରିତ କୌର ଏବଂ ଅଲରାଉଣ୍ଡର ପୂଜା ବସ୍ତ୍ରାକର ମ୍ୟାଚ୍‌ରୁ ବାଦ୍‌…

ଧନୀ ତାଲିକାର ଟପ୍‌-୨୫ରୁ ଆଦାନୀ ଆଉଟ୍‌

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ଥରେ ହ୍ରାସ ପାଇଛି। ଗୁରୁବାର ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସେ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ କୋଟିପତି ତାଲିକାର ଶୀର୍ଷ -୨୫ ସ୍ଥାନରୁ ବାଦ୍‌ ପଡ଼ିଛନ୍ତି। ଗୁରୁବାର ସକାଳ…

ବର୍ଡର-ଗାଭାସ୍କର ସିରିଜ ମଝିରେ ଶୋକରେ ବୁଡ଼ିଲା ଟିମ୍‌ ଇଣ୍ଡିଆ, ପିତାଙ୍କୁ ହରାଇଲେ ଏହି…

ନୂଆଦିଲ୍ଲୀ,୨୩।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ମଧ୍ୟରେ ଟିମ୍‌ ଇଣ୍ଡିଆର ତାରକା ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ବୁଧବାର ୭୪ ବର୍ଷ ବୟସରେ ତାଙ୍କ ପିତା ତିଳକ ଯାଦବଙ୍କ ଦେହାନ୍ତ ହୋଇଛି। ସେ କିଛି…

ମିଳିଲା ସବୁଜ ସଙ୍କେତ: ଏନ୍‌ଏସ୍‌ଇରେ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏସ୍‌ଏସ୍‌ଇ

ନୂଆଦିଲ୍ଲୀ,୨୩।୨: ସାମାଜିକ ଉଦ୍ୟୋଗଗୁଡିକର ପାଣ୍ଠି ସହ ଜଡିତ ସମସ୍ୟାର ସମାଧାନ ପାଇଁ ସୋସିଆଲ ଷ୍ଟକ ଏକ୍ସଚେଞ୍ଜ (ଏସ୍‌ଏସ୍‌ଇ) ବିଭାଗ ଆରମ୍ଭ କରାଯାଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ଏକ ବିବୃତ୍ତି ଅନୁଯାୟୀ, ଫେବୃଆରୀ ୨୨ରେ SEBIରୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି। ଏହାକୁ…

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ବର୍‌ଖା

ବମ୍ବେ: ମନୋରଞ୍ଜନ ଦୁନିଆରେ ଅନେକ ସମ୍ପର୍କ ଉଦାହରଣ ପାଲଟୁଥିବା ବେଳେ କିଛି ବେଳ ଅବେଳରେ ଭାଙ୍ଗିଯାଏ। ଏଥିଲାଗି ବେଶ ସମୟ ମଧ୍ୟ ଲାଗେ ନାହିଁ। କଳାକାରଙ୍କ ଡେଟିଂ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥାନ୍ତି। ଏହି କ୍ରମରେ ଜଣାଶୁଣା…

ଆସାମ ପୋଲିସକୁ ବଡ଼ ଝଟ୍‌କା: ମୁକୁଳିବେ ପବନ ଖେରା

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ମାମଲାରେ ଆସାମ ପୋଲିସ ଗୁରୁବାର କଂଗ୍ରେସର ମୁଖପାତ୍ର ପବନ ଖେରାଙ୍କୁ ଗିରଫ କରିଥିଲା। କିଛି ଘଣ୍ଟାର ହାଇ ଭୋଲଟେଜ୍‌ ଡ୍ରାମା ପରେ ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିସାରିଛି। ଏହାପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri