Home

ହାତୀଙ୍କୁ ନିଜ ପାଖରେ ରଖି ପାରିବେନି ବ୍ୟକ୍ତି ବିଶେଷ-ଧାର୍ମିକ ଅନୁଷ୍ଠାନ: ମାଈ ହାତୀ ଜୟମାଲା ମାମଲାରେ କହିଲେ ହାଇକୋର୍ଟ…

ଚେନ୍ନାଇ,୧।୩ : ହାତୀ ସଂରକ୍ଷଣକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ବ୍ୟକ୍ତି ବିଶେଷ ଏବଂ ଧାର୍ମିକ ଅନୁଷ୍ଠାନ ତାମିଲନାଡୁରେ ହାତୀଙ୍କୁ ନିଜ ପାଖରେ ରଖି ପାରିବେ ନାହିଁ। କୋର୍ଟ ଏହାକୁ…

ହିମନ୍ତ-ସାଙ୍ଗମା ଭେଟ: ମେଘାଳୟ ସରକାରରେ ଭାଜପା ସାମିଲ ହେବା ନେଇ ଚର୍ଚ୍ଚା…

ଗୁଆହାଟୀ,୧।୩ : ମେଘାଳୟର ରାଜନୀତିରୁ ବଡ ଖବର ଆସିଛି। ମଙ୍ଗଳବାର ରାତିରେ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତୃତ୍ୱାଧୀନ ଉତ୍ତର ପୂର୍ବ ବିକାଶ ମହାସଂଘର ମୁଖ୍ୟ ହିମନ୍ତ ବିଶ୍ୱ ଶର୍ମା ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କୋନରାଡ ସାଙ୍ଗମାଙ୍କୁ…

ଏମିତି ଜୋତା: ଏହାକୁ ପିନ୍ଧିଲେ ମୋବାଇଲ, ଲାପ୍‌ଟପ୍‌ ହେବ ଚାର୍ଜ, ଦାମ୍‌ ରହିଛି…

ଛତିଶଗଡ଼ର ଯୁକ୍ତ ୨ରେ ପଢୁଥିବା ୩ ଛାତ୍ରୀ ପୁଣି ଥରେ ଏକ ଚମତ୍କାର କରି ଦେଖାଇଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପିଥୋରାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ ଛାତ୍ରୀ ଏଭଳି ଏକ ଉଚ୍ଚ ବୈଷୟିକ ଜୋତା ତିଆରି କରିଛନ୍ତି,…

ଗେହଲଟ-ରାଜକୁମାରଙ୍କୁ ମିଳିଲା ସିସୋଡିଆଙ୍କ ବିଭାଗ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପ୍ରସ୍ତାବକୁ ଉପରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ମନୀଷ ସିସୋଡିଆ ନିଜ…

୧୦୯ ରନ୍‌ରେ ଭାରତୀୟ ଇନିଂସ ଶେଷ…

ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ସମସ୍ତ ଓ୍ବିକେଟ ହରାଇ ଭାରତୀୟ ଇନିଂସ ୧୦୯ରେ ଶେଷ ହୋଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଆଗାମୀ ୧୦ମିନିଟ୍‌ ଭିତରେ ଓ୍ବେଷ୍ଟ କୁର୍ଲାରେ ହେବ ବ୍ଲାଷ୍ଟ

ମୁମ୍ବାଇ,୧।୩: ଗତ କିଛି ଦିନରୁ ଆସୁଥିବା ଅଜ୍ଞାତ ଫୋନ୍‌ କଲ୍‌ ମୁମ୍ବାଇ ପୋଲିସର ନିଦ ହଜାଇ ଦେଇଛି। କିଛି ଏଭଳି ଘଟଣା ଘଟିଛି ମଙ୍ଗଳବାର ରାତିରେ। ପ୍ରାୟ ରାତି୧୧ଟାରେ ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି…

ଆମେରିକା ଅସ୍ତିତ୍ୱ ପ୍ରତି ବିପଦପୂର୍ଣ୍ଣ ଚାଇନା: ଆମେରିକା ସଂସଦର ନିଷ୍ପତ୍ତି…

ଓ୍ବାଶିଂଟନ,୧।୩ : ଆମେରିକାର ବରିଷ୍ଠ ସାଂସଦମାନେ ରିପବ୍ଲିକାନ ସଂଖ୍ୟାଗରିଷ୍ଠ ପ୍ରତିନିଧି ସଭାରେ ଆମେରିକାର ଅସ୍ତିତ୍ୱ ପ୍ରତି ଚାଇନାକୁ ବିପଦ ବୋଲି କହିଛନ୍ତି। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ ଚାଇନା ଯୋଗୁ ସମ୍ମୁଖୀନ ହେଉଥିବା ଆହ୍ବାନର ସଫଳ ମୁକାବିଲା ପାଇଁ ଆମର ସହଯୋଗୀମାନଙ୍କ ସହ…

ପୁଟିନଙ୍କୁ ଲାଗୁଛି ଭୟ, ମିଷ୍ଟ୍ରି ଗର୍ଲଙ୍କ ସହିତ ଗୁପ୍ତସ୍ଥାନରେ ବିତାଉଛନ୍ତି ସମୟ…

ମସ୍କୋ,୧।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଭୟ ଲାଗୁଛି। ସେ ତାଙ୍କ ଜିମ୍ନାଷ୍ଟ ମିଷ୍ଟ୍ରି ଗର୍ଲଫ୍ରେଣ୍ଡଙ୍କ ସହ ଏକ ବଡ଼ ବହୁ ସୁରକ୍ଷାକର୍ମୀ ମୁତୟନ ଥିବା ଇଷ୍ଟେଟରେ ରହୁଛନ୍ତି ଯେଉଁଥିରେ ଅନେକ ବିଳାସପୂର୍ଣ୍ଣ ମହଲ ଏବଂ ଛୋଟ ପିଲାମାନଙ୍କ…

ନୀତୀଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପାଟନା,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ୭୨ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କର ଦୀର୍ଘାୟୁ…

ମୁକେଶ ଅମ୍ବାନୀ-ଅମିତାଭ-ଧର୍ମେନ୍ଦ୍ରଙ୍କ ଘର ଉଡ଼ାଇ ଦେବାକୁ ମିଳିଲା ଧମକ: ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧।୩: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍‌ କରି ଏହି ଧମକ ଦେଇଥିବା…

କୈଳାଶ ଏଏପିର ନୂଆ କ୍ଷମତା କେନ୍ଦ୍ର…

ନୂଆଦିଲ୍ଲୀ,୧।୩ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ବଡ଼ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ସେ କ୍ୟାବିନେଟ ପଦରୁ ଇସ୍ତଫା ଦେଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କାର୍ଯ୍ୟ…

କେଜରିଓ୍ବାଲଙ୍କ କ୍ୟାବିନେଟରେ ସାମିଲ ହେବେ ସୌରଭ-ଆତିଶି: ଉପରାଜ୍ୟପାଳଙ୍କ ପାଖକୁ ପଠାଗଲା ନାମ…

ନୂଆଦିଲ୍ଲୀ,୧।୩ : ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। କ୍ୟାବିନେଟରେ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ନିକଟକୁ ଏଏପି ବିଧାୟକ ସୌରଭ ଭରଦ୍ୱାଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri