Home

କେମିତି ହେବେ ମୋଟା

ସୁନ୍ଦର ଏବଂ ସ୍ଲିମ୍‌ ଫିଗର କାହାକୁ ବା ଭଲ ନ ଲାଗେ। ହେଲେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ବି ସୁନ୍ଦରତା କମାଇଦିଏ। ଏ କ୍ଷେତ୍ରରେ ଅନେକେ ଓଜନ ବୃଦ୍ଧି କରି ସାଉଣ୍ଡ ଫିଗର ପାଇବା ଲାଗି ବିଭିନ୍ନ ଖାଦ୍ୟଠାରୁ…

ପିଲାଙ୍କ ସମର କ୍ୟାମ୍ପ

ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ ପାଠ ପଢ଼ାର ଚାପ ହେଉ ଅବା ଏସବୁ ଦିଗରେ ଶିକ୍ଷା ଗ୍ରହଣ କରିବାର ସୁବିଧା…

ପ୍ରୀତିଶା, ଆୟୁଷ୍ମାନ୍‌ ଚାମ୍ପିୟନ

ଭୁବନେଶ୍ୱର,୧୧।୪(କ୍ରୀଡ଼ା ପ୍ରତିନିଧି): କୋରାପୁଟର ସର୍ବୋଦୟ କମ୍ପ୍ଲେକ୍ସରେ ୧୭ ବର୍ଷରୁ କମ୍‌ (ବାଳିକା ଓ ବାଳକ)ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନ୍‌ଶିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୩୩ ବାଳିକା ଓ ୫୨ ବାଳକ ଅଂଶଗ୍ରହଣ କରିଥିଲେ। ବାଳିକା ବର୍ଗରେ ପ୍ରୀତିଶା…

ଓଏଫ୍‌ସି ମହିଳା ଦଳରେ ଫଷ୍ଟିନା

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ଘାନାର ପୂର୍ବତନ ୨୦ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଖେଳାଳି ଫଷ୍ଟିନା ଓରୋନ୍ୟୋ ଆକ୍‌ପୋଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍‌ସି। ଗତ ସିଜନରେ ଜୋର୍ଡାନ ଓମେନ୍ସ ଲିଗ୍‌ରେ ଅଲ୍‌…

ହକି ଇଣ୍ଡିଆ ଲିଗ୍‌ର ପୁନରୁଦ୍ଧାର ପାଇଁ ଯୋଜନା

ନୂଆଦିଲ୍ଲୀ, ୧୧।୪(ପି.ଟି.): ଆସନ୍ତା ବର୍ଷ ପ୍ରାରମ୍ଭରେ ପୁଣି ଆୟୋଜନ ହୋଇପାରେ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଖେଳର ଜାତୀୟ ମହାସଂଘ ହକି ଇଣ୍ଡିଆ(ଏଚ୍‌ଆଇ) ସୋମବାର ଇଭେଣ୍ଟ ପାଇଁ ଏହାର ପ୍ରମୁଖ କମର୍ସିଆଲ ଓ ମାର୍କେଟିଂ ପାର୍ଟନରର ନାମ ଘୋଷଣା କରିଛି। ଆର୍ଥିକ ପ୍ରସଙ୍ଗକୁ…

ଡବଲ୍ସ କ୍ୱାର୍ଟରରେ ପ୍ରକାଶ-ଶିବତେଜ

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭ୍‌ଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସର ଦ୍ୱିତୀୟ ପର୍ଯ୍ୟାୟ…

ଆଜିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ଆରମ୍ଭ ହୋଇ ସାଢ଼େ ୧୧ ଟା ଯାଏ ପାଠପଢା ଚାଲିବ। ପ୍ରବଳ ଖରାକୁ ନଜରରେ ରଖି…

ଦୁଲୀପ ଟ୍ରଫିରୁ ଘରୋଇ ସିଜନ ଆରମ୍ଭ

ନୂଆଦିଲ୍ଲୀ, ୧୧।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୨୦୨୩-୨୪ ଘରୋଇ କ୍ରିକେଟ ସିଜନ ପାଇଁ କାର୍ଯ୍ୟସୂଚୀ ସୋମବାର ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ୫ ଜୋନାଲ ଦଳ ଅଂଶଗ୍ରହଣ କରିଥାନ୍ତି। ଜୁନ୍‌ ୨୮ରୁ ଦୁଲୀପ ଟ୍ରଫି ସହ ଘରୋଇ…

ନୂତନ ୮୨୦୦ ଇଭିଏମ୍‌ର ଯାଞ୍ଚ ଆରମ୍ଭ

ପୁରୀ ଅଫିସ, ୧୧।୪: ଆଗାମୀ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ହାଇଦ୍ରାବାଦସ୍ଥିତ ଇସିଆଇଏଲ୍‌ କମ୍ପାନୀରୁ ୮୨୦୦ଟି ନୂତନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଗତ ୪ତାରିଖରେ କଡ଼ା ସୁରକ୍ଷା ମଧ୍ୟରେ ଆସି ପୁରୀରେ ପହଞ୍ଚତ୍ଥିଲା। ୪୧୦୦ ବାଲାଟ…

କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଗି ଖାର୍ଗେଙ୍କ ନାଁ ଉଠାଇଲେ ଶିବକୁମାର

ବେଙ୍ଗାଲୁରୁ, ୧୧।୪: କର୍ନାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟର ସର୍ବୋଚ୍ଚ ପଦବୀ ଲାଗି ବରିଷ୍ଠ ନେତା ସିଦ୍ଦରମୈୟା ଏବଂ ପ୍ରଦେଶ କଂଗ୍ରେସ…

ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ମାନସ…

ନମାଜ ପାଠ ବେଳେ ମସ୍‌ଜିଦ୍‌ରେ ଭଙ୍ଗାରୁଜା

ଚଣ୍ଡିଗଡ଼, ୧୧।୪: ହରିୟାଣା ସୋନିପତ୍‌ର ସାନ୍ଦଲ କାଲନ ଗ୍ରାମରେ ଯୁବଗୋଷ୍ଠୀ ଏକ ସମ୍‌ଜିଦ୍‌ରେ ପଶି ଭଙ୍ଗାରୁଜା କରିଛନ୍ତି। ମସ୍‌ଜିଦ୍‌ରେ ନମାଜ ପାଠ ଚାଲିଥିବାବେଳେ ଉପସ୍ଥିତ ଲୋକଙ୍କୁ ଯୁବଗୋଷ୍ଠୀ ମାଡ଼ ମାରିଥିଲେ। ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଆକ୍ରମଣରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?