ଇ-ଫାର୍ମାସି ନିୟମ : ବନ୍ଦ ହେବ ଏସବୁ ଔଷଧ ଦୋକାନ, ସରକାର ଆଣିବେ ନୂଆ ଆଇନ…
ନୂଆଦିଲ୍ଲୀ,୧୫।୩ : ଯଦି ଆପଣ ଅନଲାଇନରେ ଔଷଧ କିଣୁଛନ୍ତି କିମ୍ବା ବିକ୍ରୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଅନଲାଇନରେ ଔଷଧ ବିକ୍ରୟ କରୁଥିବା ସମସ୍ତ ଔଷଧ ଦୋକାନ ପାଇଁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଦେଶରେ ଅନଲାଇନରେ…
ଚାକିରି-ଉନ୍ନତ ଜୀବନ-ଟଙ୍କା ପାଇଁ ୩.୭ ଲକ୍ଷ ଭାରତୀୟ ୨୦୨୨ରେ ଛାଡ଼ିଛନ୍ତି ଦେଶ: ରିପୋର୍ଟ..
ନୂଆଦିଲ୍ଲୀ,୧୫।୩ : ଆମ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। ହ୍ୟୁଏନ ଶାଙ୍ଗ ସପ୍ତମ ଶତାବ୍ଦୀରେ ଚାଇନାରୁ, ଏକାଦଶ ଶତାବ୍ଦୀରେ ଆଲବେରୁନି ସେହିପରି ଚତୁର୍ଦ୍ଦଶ ଶତାବ୍ଦୀରେ ଇବାନ ବତ୍ତୁତା ଭାରତ ଆସିଥିଲେ।…
୨୦୨୩ରେ ୪ ସଂଗଠନକୁ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି…
ନୂଆଦିଲ୍ଲୀ,୧୫।୩ : ରାଜ୍ୟସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ୁ ସୂଚନା ଦେଇଛନ୍ତି ଯେ ୨୦୨୩ ମସିହାରେ ଏପର୍ଯ୍ୟନ୍ତ ଚାରୋଟି ସଂଗଠନକୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ସଂଗଠନ ଭାବରେ ସୂଚିତ କରାଯାଇଛି। ସେମାନଙ୍କ ନାମ ଅଧିନିୟମର ପ୍ରଥମ ସୂଚୀରେ ଯୋଡା…
ମିଠାଇ ବଣ୍ଟାଗଲା-ପୋଷାକ ଚିରିଲା: ଲାଲଙ୍କୁ ଜାମିନ ନେଇ ଭାଜପା-ଆରଜେଡି ମୁହାଁମୁହିଁ…
ପାଟନା,୧୫।୩ : ଜମି ପାଇଁ ଚାକିରି ସ୍କାମରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଜାମିନ ପାଇବାର ପ୍ରଭାବ ବିହାରରେ ଦୃଶ୍ୟମାନ ହୋଇଛି। ବିଧାନସଭା ତଥା ବାହାରେ ଶାସକ ତଥା ବିରୋଧୀ ବିଧାୟକମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଲାଲୁ ଯାଦବଙ୍କୁ…
‘ବିରାଟ’ ରେକର୍ଡ ହାସଲ କଲେ କୋହଲି
ନୂଆଦିଲ୍ଲୀ,୧୫।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଡ୍ରରେ ଶେେ ହୋଇଥିଲା। ଟିମ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତିଥିଲା। ଅହମ୍ମଦାବାଦରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ବିରାଟ କୋହଲି ଏକ ଚମତ୍କାର…
ଦଳ ଭିତରେ ମତଭେଦ ଶକ୍ତି ପରୀକ୍ଷାର ଆଧାର ହୋଇ ନ ପାରେ: ଶିବସେନା ବନାମ ଶିବସେନା ମାମଲାରେ ରାଜ୍ୟପାଳଙ୍କୁ କହିଲେ ସିଜେଆଇ…
ନୂଆଦିଲ୍ଲୀ,୧୫।୩ : ଶିବସେନା ବନାମ ଶିବସେନା ମାମଲାରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ କହିଛନ୍ତି ଦଳ ଭିତରେ ମତଭେଦ ଶକ୍ତି ପରୀକ୍ଷାର ଆଧାର ହୋଇ ନ ପାରେ। ଏଭଳି ସ୍ଥଳେ ଶକ୍ତି ପରୀକ୍ଷା ଡକାଯିବା ଉଚିତ…
ଫିଫା ବିଶ୍ୱକପ-୨୦୨୬: ଯୋଜନାରେ ପରିବର୍ତ୍ତନ, ୪-୪ ଟିମର ୧୨ ଗ୍ରୁପ୍ ରହିବେ…
ଓ୍ବାଶିଂଟନ,୧୫।୩ : ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ-୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପରେ ୪-୪ ଟିମର ୧୨ ଟି ଗ୍ରୁପ୍ ହେବ ବୋଲି ଫିଫା ଏକ ବିବୃତ୍ତିରେ କହିଛି। ପୂର୍ବରୁ ୩-୩ ଟିମର…
ବିଜୟ ଚୌକରେ ଅଟକିଲା ୧୭ବିରୋଧୀ ଦଳର ପଦଯାତ୍ରା: ଖାର୍ଗେ କହିଲେ, ୨ଶହ ପାଇଁ ୨ହଜାର ପୋଲିସ
ନୂଆଦିଲ୍ଲୀ,୧୫।୩: ୧୭ ବିରୋଧୀ ଦଳର ଏମ୍ପିମାନେ ବୁଧବାର ସଂସଦରୁ ଇଡି କାର୍ଯ୍ୟାଳୟକୁ ଏକ ପଦଯାତ୍ରା ବାହାର କରିଥିଲେ। କିନ୍ତୁ ଧାରା ୧୪୪ ଦର୍ଶାଇ ଦିଲ୍ଲୀ ପୋଲିସ ସେମାନଙ୍କୁ ବିଜୟ ଚୌକଠାରେ ଅଟକାଇଦେଇଥିଲା। ଏହାପରେ ଏମ୍ପିମାନେ କ୍ରୋଧିତ ହୋଇ ସେଠାରେ ହିଁ ସ୍ଲୋଗାନ…
ସୂର୍ଯ୍ୟଠାରୁ ୩୦ ଗୁଣା ବଡ଼ ତାରାର ହେଲା ବିନାଶ…
ଓ୍ବାଶିଂଟନ,୧୫।୩ : ସୂର୍ଯ୍ୟଠାରୁ ୩୦ ଗୁଣା ବଡ ଏକ ତାରା ବିନାଶ ପଥରେ ପହଞ୍ଚିବାର ଫଟୋକୁ ନାସାର ୱେବ ଟେଲିସ୍କୋପ ସୁନ୍ଦର ଭାବେ ଉତ୍ତୋଳନ କରିଛି। ଆମେରିକାର ସ୍ପେସ ଏଜେନ୍ସି ନାସାର ୱେବ ସ୍ପେସ ଟେଲିସ୍କୋପ ଏକ ତାରାର ଏକ ବିରଳ…
ଅଙ୍କିତାଙ୍କୁ ମିଳୁନି କାମ
ମୁମ୍ବାଇ: କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଜରିଆରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ହେଲେ ଏହା ପରଠାରୁ ତାଙ୍କୁ ଆଉ କାମ ମିଳୁନି ଏବଂ ସେ କାହାକୁ କାମ ମାଗିବାକୁ ଚାହୁଁ ନ ଥିବା ଏକ ସାକ୍ଷାତକାରରେ କହିଛନ୍ତି।…
ଶାଢ଼ି ପିନ୍ଧି ବୁଲେଟରେ ବୁଲିବେ ୪୦ ଦେଶ
ପୁଣେ: ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା, ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାର ପ୍ରୟାସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପୁଣେର ରାମାବାଇ ଲଟ୍ପଟେ ନାମ୍ନୀ ମହିଳା ଶାଢ଼ି ପିନ୍ଧି ଏକାକୀ ୪୦ ଦେଶର ୮୦ହଜାର କିଲୋମିଟର ବାଇକ୍…
ମହାରାଷ୍ଟ୍ରରେ ଏଚ୍୩ଏନ୍୨ର ଭାଇରସ୍ର ପ୍ରକୋପ: ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଆଲର୍ଟରେ ସ୍ବାସ୍ଥ୍ୟବିଭାଗ
ମୁମ୍ବାଇ,୧୫।୩: ଅହମଦନଗରରେ ମାର୍ଚ୍ଚ ୧୪ରେ ଜଣେ ଏମ୍ବିବିଏସ୍ ଛାତ୍ରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ଏଚ୍୩ଏନ୍୨ ଭାଇରସ୍ ଯୋଗୁ ପ୍ରଥମ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସେ ଉଭୟ କୋଭିଡ ଏବଂ ଏଚ୍୩ଏନ୍୨ ପଜିଟିଭ୍ ହୋଇଥିଲେ। ବର୍ତ୍ତମାନ ରିପୋର୍ଟ ଆସିବା ପରେ…
Archives


