Home

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ, ସାପ୍ତାହିକ ସଂକ୍ରମଣ ହାର ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଥୋରାଟଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଲେ ପାଟୋଲ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେବା ପରେ ପ୍ରଦେଶ ଅଧ୍ୟକ୍ଷ ନାନା ପାଟୋଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଇସ୍ତଫା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଏପର୍ଯ୍ୟନ୍ତ ତାଙ୍କ…

ତୁର୍କୀ ଭୂକମ୍ପକୁ ନେଇ ଭାବପ୍ରବଣ ହେଲେ ମୋଦି: କହିଲେ, ଯଥା ସମ୍ଭବ ସହାୟତା କରିବି

ନୂଆଦିଲ୍ଲୀ,୭।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଭାଜପା ସଂସଦୀୟ ଦଳ ବୈଠକରେ ତୁର୍କୀ ଏବଂ ସିରିଆରେ ହୋଇଥିବା ବିପର୍ଯ୍ୟୟ ଭୂକମ୍ପରେ ସମବେଦନା ଜଣାଇଛି। ଅନ୍ୟପଟେ ବୈଠକରେ…

ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା

ଉଦୟପୁର, ୭।୨: ରାଜସ୍ଥାନର ଉଦୟପୁରରରେ ଏକ ଅଭାବନୀୟ ଘଟଣା ଘଟିଛି। ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର ଜଣେ ଅଧିକାରୀ ରାଜୁ ପରମାରଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ଅତି ନିକଟରୁ ତାଙ୍କ ମୁଣ୍ଡରେ ୩ଟି ଗୁଳି ଚଳାଇଥିଲେ। ଏହି କାରଣରୁ ରାଜୁ…

ବିଧାନସଭାର ସିଏଲ୍‌ପି ପଦରୁ ଇସ୍ତଫା ଦେଲେ ବାଲାସାହେବ ଥୋରାଟ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ନାସିିକ ବିଧାନ ପରିଷଦ ନିର୍ବାଚନ ପରେ ବାଲାସାହେବ ଥୋରାଟ ଏବଂ ପ୍ରଦେଶ ଅଧ୍ୟକ୍ଷ ନାନା ପାଟୋଲଙ୍କ ମଧ୍ୟରେ ମତଭେଦ ହୋଇଥିବା ଦେଖିବାକୁ ମିଳିଥିଲା। ସୋମବାର ବାଲାସାହେବ…

ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସିଲା ଧମକପୂର୍ଣ୍ଣ କଲ୍‌: ଆଲର୍ଟରେ ପୋଲିସ

ମୁମ୍ବାଇ,୭।୨: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ଜଣାପଡ଼ିଛି। ଏହାପରେ ବିମାନ ବନ୍ଦରରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି…

ଦେଶରେ ଆଜି ୮୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୭।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

ତୁର୍କୀରେ ପୁଣି ଭୂକମ୍ପ ଅନୁଭୂତ

ଇସ୍ତାନବୁଲ,୭।୨: ବିନାଶ ମଧ୍ୟରେ ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ୱେବସାଇଟ ଅନୁଯାୟୀ. ମଙ୍ଗଳବାର ମଧ୍ୟ ତୁର୍କୀରେ ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି।…

ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ବିଶେଷ ଉପହାର

ବେଙ୍ଗାଲୁରୁ,୭।୨:କର୍ନାଟକର ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଭାରତ ଶକ୍ତି ସପ୍ତାହ ୨୦୨୩’ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବିଶେଷ ଉପହାର ଗ୍ରହଣ କରିଛନ୍ତି। ଆର୍ଜେଣ୍ଟିନାର ଶକ୍ତି କମ୍ପାନୀ ଓ୍ବାଇପିଏଫ୍‌ର ସଭାପତି ପାବଲୋ ଗୋଞ୍ଜାଲେଜ ମୋଦିଙ୍କୁ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା…

ତୁର୍କୀ-ସିରିଆରେ ଭୂକମ୍ପ ମୃତ୍ୟୁସଂଖ୍ୟା ୮ ଗୁଣା ବଢିପାରେ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୭।୨: ତୁର୍କୀ, ସିରିଆ, ଇସ୍ରାଏଲ ଏବଂ ଲେବାନନରେ ପ୍ରବଳ ଭୂକମ୍ପ ସୃଷ୍ଟି ହୋଇଛି। ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନିଟି ଭୂକମ୍ପରେ ଧ୍ୱଂସ ଲୀଳା ଦେଖିବାକୁ ମିଳିଛି ସିରିଆରେ ମଧ୍ୟ ସମାନ ଅବସ୍ଥା। ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ଚାରି ହଜାରରୁ…

ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ/ନ୍ୟୁୟର୍କ,୭।୨: ଆଜିକାଲି ପାକିସ୍ତାନ ଏହାର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଛି ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହା ସତ୍ତ୍ୱେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ଆଦୌ ବିରତ ହେଉନାହିଁ। ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି…

ଅଚାନକ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ସିଡନୀ,୭।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୯ରେ ନାଗପୁର ଗ୍ରାଉଣ୍ଡରେ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri