ତୁର୍କୀ-ସିରିଆରେ ପରିସ୍ଥିତି ଜଟିଳ, ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୪,୬୮୦ରୁ ଅଧିକ ଆହତଙ୍କ ସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ୱ
ଅଙ୍କାରା/ଦାମସକସ,୧୧ ।୨: ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପର ଯନ୍ତ୍ରଣା ବେଳକୁ ବେଳ ବଢିବାରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭଙ୍ଗା କୋଠାତଳେ କେଉଁଠି ଜୀବନ ସାହାଯ୍ୟ ଅପେକ୍ଷାରେ ରହିଛି…
ତୁର୍କୀରେ ମୃତ୍ୟୁକୁ ଜିତୁଛି ଜୀବନ, ‘ଅପରେଶନ ଦୋସ୍ତ’କୁ ନେଇ ମୋଦି କହିଲେ ପ୍ରତି ମୁହୂର୍ତ୍ତରେ ଆମେ ତୁମ ସହ ଅଛୁ
ଅଙ୍କାରା/ନୂଆଦିଲ୍ଲୀ,୧୧ ।୨: ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ତୁର୍କୀରେ ଏବେ ଶେଷ ହୋଇଆସୁଥିବା ନିଶ୍ୱାସ ପାଇଁ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏଠାରେ ପ୍ରତି ମୁହୂର୍ତ୍ତରେ ଚାଲିଛି ଜୀବନ…
ଘଣ୍ଟାଏ ଭିତରେ ୟୁକ୍ରେନ୍ ଉପରେ ୧୭ ମିଶାଇଲ ମାଡ କଲା ରୁଷିଆ
ମସ୍କୋ,୧୧ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏହି ଯୁଦ୍ଧ ଏବେବି ପ୍ରଥମ ଦିନ ଭଳି ଲାଗି ରହିଛି । ଶୁକ୍ରବାର ରୁଷିଆ ୧ ଘଣ୍ଟା ଭିତରେ ୟୁକ୍ରେନ୍ ଉପରେ…
ବିଗ୍ବସ୍ ଫିନାଲେ ପାଇଁ ଭାରତ ଫେରିଲେ ଅବ୍ଦୁ
ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’। ଏବେ ଏହାର ଫିନାଲେ ଓ୍ବିକ୍ ପ୍ରସାରିତ ହେଉଛି। ଫେବୃୟାରୀ ୧୨ରେ ଶୋ’କୁ ଏହାର ବିଜେତା ମିଳିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି। ତେବେ ଫିନାଲେରେ ଅତିଥି ଭାବେ…
ମାର୍ଚ୍ଚ ୫ରେ ହେବ ଏନ୍ଇଇଟି-ପିଜି ପରୀକ୍ଷା
ନୂଆଦିଲ୍ଲୀ,୧୦।୨: ଏନ୍ଇଇଟି-ପିଜି ପରୀକ୍ଷା ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ। ଶୁକ୍ରବାର ଲୋକ ସଭାରେ କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍ସୁଖ ମାଣ୍ଡବ୍ୟ କହିଛନ୍ତି। କେହି ଯେପରି ପରୀକ୍ଷାରୁ ବାଦ୍…
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟ୍କା! ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ
କେପ୍ଟାଉନ୍, ୧୦ା୨: ପାକିସ୍ତାନ ବିପକ୍ଷ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ର ଓପ୍ନିଂ ମ୍ୟାଚ୍ରେ ଭାରତ ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ଏକ ଓ୍ବାର୍ମଅପ୍ ଗେମ୍ ଖେଳୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ସେ ବିଶ୍ୱକପ୍ରୁ…
ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ପାଲଟା ଆକ୍ରମଣ: ନିଜ ନାଁରେ ଅଜାଙ୍କ ସର୍ନେମ୍ କିଏ ଲଗାଏ…
ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ଗାନ୍ଧୀ ପରିବାର ନିଜ ନାମ ସହ ନେହେରୁ ସର୍ନେମ ନ ଲଗାଇବାକୁ ନେଇ କଟାକ୍ଷ କରିଥିଲେ। ଏହାକୁ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖି ମୋଦିଙ୍କୁ ପାଲଟା ଆକ୍ରମଣ କରିଛି କଂଗ୍ରେସ। ଭାରତରେ କିଏ…
ମୁଁ କିଛି କରିନାହିଁ, ତଥାପି ‘ଫାଶି ଦଣ୍ଡ’ ମିଳିଲା: କଂଗ୍ରେସ ଏମ୍ପି ରଜନୀ
ନୂଆଦିଲ୍ଲୀ,୧୦।୧: ଅବଶିଷ୍ଟ ବଜେଟ ଅଧିବେଶନ ଲାଗି କଂଗ୍ରେସ ଏମ୍ପି ରଜନୀ ପାଟିଲଙ୍କୁ ନିଲମ୍ବିତ କରାଯାଇଛି। ସେ ରାଜ୍ୟ ସଭାରେ ଗୃହ କାର୍ଯ୍ୟର ରେକର୍ଡ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ବେଳକୁ ବେଳ ରାଜନୈତିକ ଉଷ୍ଣତା ବୃଦ୍ଧି ପାଉଛି। କଂଗ୍ରେସ ଏହି…
ପ୍ରାୟ ୪୦ ଦିନ ପରେ ନିଜ ପାଦରେ ଛିଡ଼ା ହେଲେ ପନ୍ତ, ଫଟୋ ଶେୟାର କରି ଲେଖିଲେ…
ନୂଆଦିଲ୍ଲୀ,୧୦।୧: ସୁସ୍ଥ ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଡିସେମ୍ବର ୩୦ରେ ଏକ କାର୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସେ। ଏହାପରେ ପନ୍ତ ଡାକ୍ତରଖାନାରେ ପ୍ରାୟ ମାସେ ବିତାଇବା ପରେ ଘରକୁ ଆସିଛନ୍ତି। ସୁସ୍ଥ ଅନୁଭବ କରିବା ପରେ ସେ…
ପୁଣି ପ୍ରେମିକ ଖୋଜୁଛନ୍ତି ଶେହନାଜ
ବମ୍ବେ: ପୁଣି ପ୍ରେମିକ ଖୋଜିଲେଣି ବିଗ୍ବସ୍ ଫେମ୍ ଶେହନାଜ ଗିଲ। କଥିତ ପ୍ରେମିକ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଏକା ହୋଇଯାଇଛନ୍ତି ସେ। ଏବେ ଏହାକୁ ଦୁଇ ବର୍ଷ ବିତିଲାଣି। ଆଗକୁ ବଢ଼ି ଶେହନାଜ ନିଜର ସିଙ୍ଗଲ୍ ଷ୍ଟାଟସ୍କୁ ବଦଳାଇବାକୁ ଚାହୁଁଥିବା…
ଜାଡେଜାଙ୍କୁ ଧୋନୀ ଦେଇଥିଲେ ‘ସାର୍’ ଉପାଧୀ, ପଛରେ ରହିଛି ଏଭଳି କାହାଣୀ…
ନୂଆଦିଲ୍ଲୀ,୧୦।୧: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି ରବିନ୍ଦ୍ର ଜାଡେଜା। ତେବେ ସେ ‘ସାର୍ ଜାଡେଜା’ନାମରେ ମଧ୍ୟ ଜଣାଶୁଣା। ଏହା ପଛର କାହାଣୀ ବେଶ ମଜାଦାର। ଆଇପିଏଲ୍ ୨୦୧୩ ସମୟରେ ଏମ୍ ଏସ୍ ଧୋନୀ ଜାଡେଜାଙ୍କୁ ନେଇ କିଛି…
ଭାରତର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କଲା ‘ଟିକ୍ଟକ୍’
ନୂଆଦିଲ୍ଲୀ,୧୦।୧: ଚାଇନାର କମ୍ପାନୀ ବାଇଟ୍ଡାନ୍ସ ଭାରତରେ ଏହାର ଆପ ‘ଟିକଟକ୍’ର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଛି। କର୍ମଚାରୀମାନଙ୍କୁ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଇ-ମେଲ ପଠାଯାଇଛି। ଏଥିରେ କମ୍ପାନୀ କହିଛି ଯେ ଫେବୃଆରୀ ୨୮ ଏହି କମ୍ପାନୀରେ କର୍ମଚାରୀଙ୍କର ଶେଷ କାର୍ଯ୍ୟ…
Archives


