ସ୍କୁଲ ବସ୍ ଧକ୍କାରେ ପୌରସଂସ୍ଥା ମହିଳା କର୍ମଚାରୀଙ୍କ ଜୀବନ ଗଲା
ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସହର ଦେଉଳ ସାହି ରାମଦାସ ଛକଠାରେ ସୋମବାର ଡିପିଏସ୍ ସ୍କୁଲ ବସ୍ ଧକ୍କାରେ ସୌଭାଗ୍ୟଲକ୍ଷ୍ମୀ ଦଳେଇ(୨୬) ନାମକ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ସୌଭାଗ୍ୟଲକ୍ଷ୍ମୀଙ୍କ ଘର କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ।…
ଦିଲ୍ଲୀ ସରକାରଙ୍କୁ ଅସ୍ଥିର କରିବା ପାଇଁ ଭାଜପା କରିଛି ଷଡ଼ଯନ୍ତ୍ର…
ମୁମ୍ବାଇ,୧୭।୪ : ସୋମବାର ଦିଲ୍ଲୀ ବିଧାନସଭାର ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏକ୍ସାଇଜ ନୀତି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରାଯିବାର ଗୋଟିଏ ଦିନ ପରେ ଏହି ସ୍ବତନ୍ତ୍ର ଅଧିବେଶନକୁ ଡକାଯାଇଛି। ଏହି ଅଧିବେଶନ ଆରମ୍ଭରେ, ଏଏପି…
ଓୟୁଟିଆର୍ରେ ଏମ୍ସିଏ ପାଠ୍ୟକ୍ରମ ବନ୍ଦ ଯୋଜନା
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟ ସରକାଙ୍କ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ରିସର୍ଚ୍ଚ (ଓୟୁଟିଆର୍)ରେ ଏମସିଏ ପାଠ୍ୟକ୍ରମ ବନ୍ଦ ପାଇଁ ଯୋଜନା କରାଯାଉଥିବା ପୁରାତନ ଛାତ୍ର ସଂଗଠନ ଅଭିଯୋଗ ଉଠାଇବା ସହ ଏହାକୁ ବିରୋଧ କରିଛି। ସଂଗଠନ ସଦସ୍ୟଙ୍କ କହିବାନୁସାରେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ…
ଅଭିଷେକ ବାନାର୍ଜୀଙ୍କୁ ଇଡ଼ି-ସିବିଆଇ ପଚରାଉଚରା ଉପରେ ରୋକ ଲଗାଇଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୭।୪ : ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି। ଯେଉଁଥିରେ ଅନୁସନ୍ଧାନକାରୀ ସଂସ୍ଥା ଇଡ଼ି-ସିବିଆଇ ଦ୍ୱାରା ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ…
କାମ ସରିବା ପରେ ଥରେବି ଖୋଲାଯାଇନି ଶୌଚାଳୟ
ନନ୍ଦାହାଣ୍ଡି,୧୭।୪(ଡି.ଏନ୍.ଏ): ସ୍ବଚ୍ଛ ଭାରତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ସ୍ବଚ୍ଛତା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ତଥାପି ଏସବୁର ପ୍ରଭାବ ଓ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁ…
ଗୋଷ୍ଠୀ ଶୌଚାଳୟ ଲୋକାର୍ପଣ ପୂର୍ବରୁ ୨ ପାଣିଟାଙ୍କି ଗାଏବ
ବାଲିମେଳା,୧୭ା୪(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅଧୀନ ବାଲିମେଳାରୁ-ମାଲକାନଗିରି ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ପୋଟ୍ରେଲ ଛକ ନିକଟରେ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା। ସ୍ବଚ୍ଛ ଭାରତ…
ଶେଷ ହେଉନି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ
ମାଲକାନଗିରି, ୧୭ା୪(ଡି.ଏନ.ଏ.): ଖରାଦିନ ଆସିଲେ ମାଲକାନଗିରି ଜିଲାରେ ବଢ଼ିଯାଏ ଜଳ ଯନ୍ତ୍ରଣା। ଖରା ଆରମ୍ଭରୁ ଦେଖିବାକୁ ମିଳୁଛି ଜଳ ସଙ୍କଟ। ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ମାଇଲ ମାଇଲ ବାଟ ଚାଲି ଚୁଆ ପାଣିରେ ଲୋକେ ଚଳୁଛନ୍ତି। ଲୋକଙ୍କ…
୨୦୨୪ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଆସନ ଜିତିବ: ଚୌବେ…
ମୁମ୍ବାଇ,୧୭।୪ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଲୋକସଭା ଆସନ ଜିତିବ। ଏହା ସହିତ ସେ ଝାଡଖଣ୍ଡ ସରକାରଙ୍କୁ…
ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଆତଙ୍କରାଜ
କଟକ ଅଫିସ,୧୭ା୪: କିଛି ଦିନର ବ୍ୟବଧାନ ପରେ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ପୁଣି ଥରେ ଅଣଛାତ୍ରଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ହଷ୍ଟେଲ ଅନ୍ତେବାସୀଙ୍କୁ ଅଣଛାତ୍ରମାନେ ଆକ୍ରମଣ କରିବା ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଉତ୍ତେଜନା ଦେଖିବାକୁ ମିଳିଥିଲା। ଏ ନେଇ ଅନ୍ତେବାସୀ…
ମନ୍ କୀ ବାତ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନର କଥା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ବକ୍ତା, ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଜନଗଣଙ୍କ ସହିତ ତତ୍କାଳ ସମ୍ପର୍କ ସ୍ଥାପନ କରିବାର ଏକ ଅଦ୍ଭୁତ କଳା ତାଙ୍କ ପାଖରେ ରହିଛି। ଜଣେ ଓଜସ୍ବୀ ବକ୍ତା ଭାବେ ତାଙ୍କର କୌଶଳ…
ଆଇପିଏଲର ୨୪ ତମ ମ୍ୟାଚ: ବେଙ୍ଗାଲୁରୁରେ ସିଏସକେ-ଆରସିବି ଲଢ଼େଇ…
ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସଜିନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନି ଗୋଟିଏ…
ଜଳକଷ୍ଟ: ଦୂଷିତ ଚୁଆ ପାଣି ଭରସା
ପୋଟେରୁ, ୧୭ା୪(ଡି.ଏନ.ଏ.): ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏଥିରୁ ଲୋକେ ସୁଫଳ ପାଉନାହାନ୍ତି। ଖରାଦିନ ଆସିଲେ ଅନେକ ସ୍ଥାନରେ ଜଳକଷ୍ଟ ଦେଖିବାକୁ ମିଳୁଛି। ପୋଟେରୁ ଅଞ୍ଚଳର ଗୁମୁକା…

