ଶିଡ଼ିରୁ ଖସିପଡ଼ିଲେ କନ୍ୟା, ବରଯାତ୍ରୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ ବର, ଆଉ ତା’ ପରେ…
କୁହାଯାଏ, ବିବାହ ସାତଜନ୍ମର ବନ୍ଧନ। ବିବାହକୁ ସ୍ମରଣୀୟ କରିବା ପାଇଁ ପରିବାର ସଦସ୍ୟ ବର୍ଷ ବର୍ଷ ପୂର୍ବରୁ ଅନେକ ପ୍ରସ୍ତୁତି କରିଥାନ୍ତି। ବରକନ୍ୟାଙ୍କ ମଧ୍ୟରେ ବିବାହକୁ ନେଇ ଅନେକ ସ୍ବପ୍ନ ବି ରହିଥାଏ। ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରତ୍ୟେକ…
ଲିଫ୍ଟରେ ଖସି ଖଣ୍ଡ ଖଣ୍ଡ ହୋଇଗଲେ ନାବାଳକ
ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ଏକ କାରଖାନାର ଦ୍ୱିତୀୟ ମହଲାରେ ଥିବା ଲିଫ୍ଟରେ ହଠାତ୍ ଖସିପଡ଼ି ଜଣେ ୧୫ ବର୍ଷ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଆଲୋକ ବୋଲି ପୋଲିସ କହିଛି। ଲିଫ୍ଟ ତଳ ମହଲାରୁ ଉପରକୁ ଆସିବା ପରେ ଆଲୋକ ଖସିପଡ଼ିଥିଲେ।…
ଖୋଲିଲା ୨୦୦ ବର୍ଷର ପୁରୁଣା ମନ୍ଦିର, ୨୦ ହଜାରରୁ ଅଧିକ ଭକ୍ତ ସାମିଲ
ସିଙ୍ଗାପୁର,୧୩ା୨: ପ୍ରାୟ ୨୦୦ ବର୍ଷ ତଳେ ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ର୍ନିମିତ ଦେଶର ସର୍ବ ପୁରାତନ ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ସମାରୋହରେ ୨୦୦୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଦେଶର ଉପମୁଖ୍ୟମନ୍ତ୍ରୀ ଲରେନ୍ସ ଓ୍ବଙ୍ଗଙ୍କ ସହ…
କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିଜେଡିର ପ୍ରତିବାଦ
ବାରିପଦା ଅଫିସ,୧୩ା୨: କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜ ଜିଲା ପ୍ରତି ଅବହେଳା ପ୍ରତିବାଦରେ ସୋମବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ୩ ଘଣ୍ଟିଆ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି। ଜିଲା ମୁଖ୍ୟାଳୟ ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାକୁ…
ତୁର୍କୀ ଭୂକମ୍ପର ସପ୍ତାହକ ପରେ ଜୀବନ୍ତ ଉଦ୍ଧାର ହେଲେ ମହିଳା
ଆଙ୍କାରା,୧୩ା୨: ତୁର୍କୀରେ ଭୂକମ୍ପ ହେବାର ଏକ ସପ୍ତାହ ପରେ ସୋମବାର ଉଦ୍ଧାରକାରୀ ଦଳ ଭୁଶୁଡ଼ି ପଡ଼ିଥିବା ଏକ କୋଠାର ଧ୍ୱଂସାବଶେଷରୁ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ ଯେ, ଦକ୍ଷିଣ ଗାଜିଆଣ୍ଟେପ ପ୍ରଦେଶରେ ୪୦ ବର୍ଷୀୟା ମହିଳା…
କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୧୩ା୨(ସ୍ବ.ପ୍ର.): ସୋମବାର କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାବାସୀଙ୍କୁ ୪ ହଜାର ୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି।…
ନବଦାସ ହତ୍ୟା ମାମଲା: ରିମାଣ୍ଡ ପରେ ଜେଲ୍ ଗଲେ ଗୋପାଳ
ବ୍ରଜରାଜନଗର,୧୩ା୨(ଡି.ଏନ୍.ଏ.): ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍ ଯାଇଛନ୍ତି। ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ…
ଏଲଟିଟିଇ ପ୍ରମୁଖ ପ୍ରଭାକରନ ବଞ୍ଚିଛନ୍ତି: ତାମିଲ ନେତାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା…
ନୂଆଦିଲ୍ଲୀ,୧୩।୨ : ତାମିଲ ନେତା ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶ୍ୱ ତାମିଲ ଫେଡେରେଶନ ସଭାପତି ପାଜା ନେଡୁମାରନ କହିଛନ୍ତି ଯେ ଆମ ତାମିଲ ଜାତୀୟ ନେତା…
୯୫୦ କୋଟି ରୋଜଗାର କଲାଣି ‘ପଠାନ’
ମୁମ୍ବାଇ: ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ପ୍ରେକ୍ଷାଳୟରେ ୩ ସପ୍ତାହରୁ ଅଧିକ ସମୟ ଧରି ଏହା ଚାଲିଥିଲେ ମଧ୍ୟ ଆଜି ବି ହାଉସ୍ ଫୁଲ୍ ରହୁଛି। ସପ୍ତାହ…
ଆଦାନୀ ପ୍ରସଙ୍ଗ ନେଇ ପ୍ରବଳ ହଟ୍ଟଗୋଳ: ରାଜ୍ୟସଭା ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ…
ନୂଆଦିଲ୍ଲୀ,୧୩।୨ : ବିରୋଧୀ ସାଂସଦମାନେ ଆଦାନୀ ମାମଲାକୁ ନେଇ ରାଜ୍ୟସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରି ଏକ ଅଡୁଆ ସୃଷ୍ଟି କରିଥିଲେ। ଏହି ସମୟରେ, ବିରୋଧୀଦଳର ଏମ୍ପିମାନେ ରେକର୍ଡରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭାଷଣର କିଛି ଅଂଶ ହଟାଇବାକୁ ନେଇ ଉତ୍ତେଜିତ ହୋଇ…
ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ବାଟ ଫିଟିଲା: ପରସିମନ ବିରୋଧୀ ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ…
ନୂଆଦିଲ୍ଲୀ,୧୩।୨ : ଜମ୍ମୁ-କଶ୍ମୀରରେ ହୋଇଥିବା ନୂତନ ସୀମା ଅନୁଯାୟୀ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି। ଜମ୍ମୁ-କଶ୍ମୀରରେ ପରସିମନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ କରାଯାଇଛି। ବିଧାନସଭା ଆସନ ବଦଳାଇବା ଏବଂ ପରିବର୍ତ୍ତନ ପ୍ରକ୍ରିୟାକୁ କୋର୍ଟ ସମର୍ଥନ କରିଛନ୍ତି। ଜଷ୍ଟିସ…
ଭାରତର ଭିନ୍ନ ଏକ ଗାଁ, ଯେଉଁଠି ନିଜର ପାର୍ଲାମେଣ୍ଟ, ନିଜ ନିୟମ କାନୁନ ଚାଲିଥାଏ
ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ଦେଶ। ଏହାକୁ ମଦର ଅଫ୍ ଡେମୋକ୍ରାସି ମଧ୍ୟ କୁହାଯାଏ। ଏଠାରେ ପାର୍ଲାମେଣ୍ଟ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ ଅନୁଯାୟୀ ଚାଲିଥାଏ। କିନ୍ତୁ ଦେଶରେ ଏପରି ଏକ ସ୍ଥାନ…
Archives


