Home

ବାଙ୍ଗାଲୋରର ତୃତୀୟ ବିଜୟ

ମୋହାଲି,୨୦।୪: ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୪ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ବାଙ୍ଗାଲୋର ୬ଟି ମ୍ୟାଚ୍‌…

ଗଛରେ ପିଟିହେଲା ତହସିଲଦାରଙ୍କ ଗାଡ଼ି, ୨ ଗୁରୁତର

କୁଜଙ୍ଗ,୨୦ା୪(ଡି.ଏନ୍‌.ଏ.): ଗୁରୁବାର ଅପରାହ୍ନରେ କୁଜଙ୍ଗ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ଗୁରୁତର ହୋଇଥିବାର ଜଣାପଡିଛି। ପ୍ରକାଶ ଯେ, କୁଜଙ୍ଗ ତହସିଲଦାର ବ୍ୟବହାର କରୁଥିବା ଓଡି ୦୫ ଏୟୁ ୮୨୩୬ ନମ୍ବର ବିଶିଷ୍ଟ ବୋଲେରୋରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ…

ଆଉ ଏକ ଫିଲ୍ମରେ ନଜର ଆସିବେ ଶେହନାଜ

ମୁମ୍ବାଇ: ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଶେହନାଜ ଗିଲ୍‌। ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ସେ ସଲମାନ ଖାନ୍‌ ଏବଂ ପୂଜା ହେଗ୍‌ଡେଙ୍କ ବିପକ୍ଷରେ ଡେବ୍ୟୁ କରୁଛନ୍ତି। ଏହି…

ନୟାଗଡ଼ରେ ପହଞ୍ଚିଲା ୪୮୦୦ ଇଭିଏମ୍‌

ନୟାଗଡ଼ ଅଫିିସ,୨୦ା୪: ନିର୍ବାଚନକୁ ବର୍ଷେ ଥିବା ବେଳେ ନୟାଗଡ଼ରେ ପହଞ୍ଚିଛି ଇଭିଏମ୍‌ ମେଶିନ। ୪ଟି କଣ୍ଟେନରେ ପ୍ରାୟ ୪ ହଜାର ୮ଶହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ନିର୍ବାଚନ ସଂକ୍ରାନ୍ତୀୟ ଯନ୍ତ୍ରାଂଶ ନୟାଗଡ଼ରେ ପହଞ୍ଚିଛି। ଏଥିରେ ୨୪୦୦ ବାଲଟ ୟୁନିଟ୍‌ ଏବଂ ୨୪୦୦…

ବିଦେଶରେ ବି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକ, ପର୍ବତ ଶିଖରରେ ଉଡ଼ାଇଲେ ପତାକା

ପ୍ରଶଂସକଙ୍କ ବିନା ଆଇପିଏଲ ଅସମ୍ପୂର୍ଣ୍ଣ ଅଟେ। ପ୍ରତ୍ୟେକ ଫ୍ରାଞ୍ଚାଇଜ ଫଲୋ କରୁଥିବା ପ୍ରଶଂସକ ଏତେ ଅଧିକ ଯେ, ଲୋକମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାକୁ କିଛି ବି ପୋଷ୍ଟ କରନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର…

ନରୋଡା ହିଂସା ମାମଲାରେ ମାୟା କୋଡନାନୀ, ବାବୁ ବଜରଙ୍ଗି ସମେତ ସମସ୍ତ ୬୯ ଅଭିଯୁକ୍ତ ମୁକ୍ତ, ୧୧ ଜଣଙ୍କର ହୋଇଥିଲା ମୃତ୍ୟୁ

ଗାନ୍ଧିନଗର,୨୦।୪: ନରୋଡା ହିଂସା ମାମଲାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନୀ, ବାବୁ ବଜରଙ୍ଗି, ଜୟଦୀପ ପଟେଲ ସମେତ ୬୯ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୭ ଫେବୃୟାରୀ ୨୦୦୨ରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସର…

ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ଆନନ୍ଦପୁର,୨୦ା୪(ସ୍ବ.ପ୍ର.): ଆନନ୍ଦପୁର ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ୧୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଓ୍ବାର୍ଡରେ ପରିସ୍ଥିତି ସଙ୍ଗୀନ ହୋଇଛି। ଅସହ୍ୟ ତାତି ସାଙ୍ଗକୁ ପାନୀୟ ଜଳ ସଙ୍କଟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆନନ୍ଦପୁର ଉପଜିଲାପାଳ…

ଧୋନୀ ନୁହନ୍ତି କି ରୋହିତ, ଏହି ଖେଳାଳିଙ୍କୁ ଶ୍ରେଷ୍ଠ କହିଲେ କୋହଲି

ଆରସିବି ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ଗୋଟିଏ ବିବୃତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଅନେକ ଭେଟେରାନ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ‘GOAT’ (greatest of all time) ଅର୍ଥାତ୍‌ ଶ୍ରେଷ୍ଠ ଖେଳାଳି ବୋଲି କହୁଥିବା ବେଳେ…

ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ

ନୂଆଦିଲ୍ଲୀ/ମୁମ୍ବାଇ,୨୦।୪: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରେ ଖୁବ୍‌ଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ଏଏପି ଏମ୍‌ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ…

ବାରିପଦା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଆସନ୍ତା ମେ’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ଆସିବେ। ମେ’ ୯ରେ ବାରିପଦା ଏମ୍‌ଏସ୍‌ସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି ଲେଖିଥିବା ସୂଚନା ମିଳିଛି।

ପଞ୍ଚାବ ଆଗରେ ୧୭୫ ରନ୍‌ର ଟାର୍ଗେଟ୍‌

ମୋହାଲି,୨୦।୪: ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ କୁରାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ…

ସେନା ଗାଡ଼ିରେ ନିଆଁ ଲାଗିବା ଘଟଣାରେ ୪ଯବାନ ଶହୀଦ

ଶ୍ରୀନଗର,୨୦।୪: ଜମ୍ମୁ-କଶ୍ମୀର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିଛି। ଏହି ଦୁର୍ଘଟଣାରେ ୪ଜଣ ଯବାନ ଶହୀଦ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?