Home

ଧାରଣାରେ ବସିଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ସର୍ଜିକାଲ ଓ ଅର୍ଥୋପେଡିକ ଓଟି ୧୭ଦିନ ହେଲା ବନ୍ଦ ରହିଛି। ଏହାକୁ ତୁରନ୍ତ ଚାଲୁ କରିବା ଦାବିରେ ମଙ୍ଗଳବାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।…

ସୁନାଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଡେଲିମାର୍କେଟ ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ ହୋଇଛି। ରିପୋର୍ଟ ଲେଖିବା ପର୍ଯ୍ୟନ୍ତ (ରାତି ୯ଟା) ଥାନାରେ ଏ ନେଇ ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ମଙ୍ଗଳବାର ସନ୍ଧ୍ୟା ସାଢେ…

ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି: ଏଏପି…

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି ବୋଲି କହି ଆମ ଆଦମୀ ପାର୍ଟି ଭାଜପାକୁ କଡ଼ା ସମାଲୋଚନା କରିଛି। ଏଏପି ପକ୍ଷରୁ ଟୁଇଟ କରାଯାଇ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର…

ପ୍ରଧାନମନ୍ତ୍ରୀଙ୍କ ବିରୋଧୀ ପୋଷ୍ଟର, ୧୦୦ ମାମଲା ରୁଜୁ ,୬ ଗିରଫ…

ନୂଆଦିଲ୍ଲୀ,୨୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଇବା ନେଇ ଦିଲ୍ଲୀ ପୋଲିସ ୧୦୦ ଟି ଏଫଆଇଆର ପଞ୍ଜିକରଣ କରିଥିବାବେଳେ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସ୍ବତନ୍ତ୍ର ସିପି ଦୀପେନ୍ଦ୍ର ପାଠକ ନ୍ୟୁଜ ଏଜେନ୍ସିକୁ ଏହି…

ଗର୍ଭରେ ବାଇସେପ ଦେଖାଇଲା ଛୁଆ

ୱାଶିଂଟନ: ଦୁଇ ଥର ଓସ୍କାର ଜିତିଥିବା ୪୮ ବର୍ଷୀୟା ଆମେରିକାନ୍‌ ଅଭିନେତ୍ରୀ ହିଲାରି ସ୍ବାଙ୍କ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ଯାଅଁାଳା ଛୁଆଙ୍କ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେଥିରେ ଗୋଟେ ପିଲା ବାଇସେପ ଦେଖାଉଥିବା ନଜରକୁ ଆସିଛି।…

ଗାଈକୁ ଦେଖାକରିବାକୁ ଆସେ ଚିତାବାଘ

ମୁମ୍ବାଇ: ସବୁବେଳେ ଶିକାରୀ ତା’ ଶିକାର ଅପେକ୍ଷାରେ ରହିଥାଏ। ଯେପରି ଗୋଟେ ହିଂସ୍ର ପ୍ରାଣୀ ତା’ ଶିକାରର ପିଛା କରି ଆସି ତାକୁ ଶିକାର କରିଥାଏ। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ଶିକାରୀ ତା’ ଶିକାରର ପ୍ରେମରେ…

ଗୋଡ଼ରେ ପରୀକ୍ଷା ଦେଇ ଚର୍ଚ୍ଚାରେ

ରାୟପୁର: ଛତିଶଗଡ଼ର ସୁରଗିଜା ଜିଲା ଅମ୍ବିକାପୁରର ଜଣେ ପରୀକ୍ଷାର୍ଥୀ ଗୋଡ଼ରେ ଦ୍ୱାଦଶ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ୧୭ ବର୍ଷୀୟ ମହେଶ ସିଂ ଗରିବ ପରିବାରର ହୋଇଥିବାବେଳେ ସେ ଫୋକୋମେଲିଆ ରୋଗରେ ପୀଡ଼ିତ। ଏହି ରୋଗ ପାଇଁ ତାଙ୍କ ହାତ ଓ…

ଡିସିବି ଟ୍ରାଭେଲ୍‌ ସ୍ମାର୍ଟକାର୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୩: ଡିସିବି ବ୍ୟାଙ୍କ ପକ୍ଷରୁ ନିକଟରେ ‘ଡିସିବି ଟ୍ରାଭେଲ ସ୍ମାର୍ଟକାର୍ଡ’ର ସର୍ବଭାରତୀୟ ଶୁଭାରମ୍ଭ କରାଯାଇଛି। ବିଶେଷ କରି ଆନ୍ତର୍ଜାତିକ ଛୁଟିଦିନ,ବ୍ୟବସାୟ ଟ୍ରିପ୍‌ ଓ କାର୍ଯ୍ୟ ଛୁଟି ଆଦି ପାଇଁ ଉକ୍ତ କାର୍ଡ ବେଶ୍‌ ଉପଯୋଗୀ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।…

‘କ୍ୟାନ୍‌ସର ସର୍ଜରି ଏକ ଜଟିଳ ପ୍ରଣାଳୀ’

କଟକ,୨୨ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ନିକଟରେ ଏକ କ୍ୟାନ୍‌ସର ସର୍ଜରି କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶେଷକରି ଲାପାରୋସ୍କୋପିକ୍‌ କଲୋରେକ୍ଟାଲ୍‌ କର୍କଟ ଶଲ୍ୟ ଚିକିତ୍ସା ପ୍ରଣାଳୀ ଉପରେ ଏକ ଲାଇଭ…

ରାୟଗଡ଼ା,ବ୍ୟାସନଗରରେ ଟ୍ରୁ-୫ଜି

ଭୁବନେଶ୍ୱର,୨୨ା୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରଠାରେ ମଙ୍ଗଳବାର ଟ୍ରୁ-୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୨ା୩: ସୋନି ଇଣ୍ଡିଆର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସୋନିର ନ୍ୟୁ ଆଲଫା ୭ଆର ଭି କ୍ୟାମେରାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଲଫା ମିରରଲେସ୍‌ ଇରଚେଞ୍ଜବଲ୍‌ ଲେନ୍ସ…

ଏଏଫ୍‌ଏଲ୍‌ ସହ ଆକ୍ସିସ୍‌ ବ୍ୟାଙ୍କ୍‌ର ସହଭାଗିତା

ନୂଆଦିଲ୍ଲୀ,୨୨ା୩: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଅଟୋଟ୍ରାକ୍‌ ଫାଇନାନ୍ସ ଲିମିଟେଡ୍‌ (ଏଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷ ୟୁବି କୋ ଡଟ୍‌ ଲେଣ୍ଡ୍‌ ପ୍ଲାଟଫର୍ମ ଜରିଆରେ କୋ-ଲେଣ୍ଡିଂ ମଡେଲ୍‌ ଅଧିନରେ ଉକ୍ତ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri