ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ଉଦ୍ଧବ ଠାକ୍ରେ: କହିଲେ, ଏହା ଗଣତନ୍ତ୍ରର ହତ୍ୟା
ମୁମ୍ବାଇ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହା ପ୍ରତ୍ୟକ୍ଷ ଭାବେ ଗଣତନ୍ତ୍ରର ହତ୍ୟା। ଶୁକ୍ରବାର…
ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସନ୍ଧ୍ୟା ୫ଟାରେ ଏମାର୍ଜେନ୍ସି ବୈଠକ ଡକାଇଲା କଂଗ୍ରେସ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। ଲୋକ ସଭା ସଚିବ ରାହୁଲଙ୍କ ଏମ୍ପି ସଦସ୍ୟତାକୁ ରଦ୍ଦ କରିଛନ୍ତି। ସୂଚନା ମୁତାବକ, ଗୁଜରାଟର ସୁରତ କୋର୍ଟରେ ମାନହାନି ମାମଲାରେ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ…
ଉଡାଣ ଭରିବାର ମାତ୍ର ୧ମିନିଟ୍ ମଧ୍ୟରେ ଘର ସହ ଧକ୍କା ହେଲା ବିମାନ: ଭିଡିଓ ଭାଇରାଲ
ରାଞ୍ଚି,୨୪।୩: ଝାଡ଼ଖଣ୍ଡର ଧାନବାଦ ଜିଲାରେ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଏକ ଗ୍ଲାଇଡର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ୫୦୦ମିଟର ଦୂର ତଳକୁ ଖସି ଏକ ଘର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…
ରାହୁଲ ଗାନ୍ଧୀଙ୍କ ଏମ୍ପି ପଦ ରଦ୍ଦ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମ୍ପି ପଦ ରଦ୍ଦ କରିଦିଆଯାଇଛି। ଶୁକ୍ରବାର ଲୋକ ସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେରଳର ୱାୟାନାଡ ସଂସଦୀୟ ବିଧାନସଭାନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସଦସ୍ୟ କଂଗ୍ରେସ ନେତା ରାହୁଲ…
ମୁଁ ଆପଣଙ୍କୁ ଛୁଇଁଦେଲେ, ସେମାନେ କହିବେ ନାକ ପୋଛୁଛି: କାହିଁକି ଖାର୍ଗେଙ୍କୁ ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣତଃ ନିଜର ମଜାଳିଆ ସ୍ବଭାବ ପାଇଁ ଜଣାଶୁଣା। ଶୁକ୍ରବାର ସଂସଦରୁ ବାହାରକୁ ଆସୁଥିବା ବେଳେ ତାଙ୍କ ଏହି ମଜାଳିଆ ଅନ୍ଦାଜ୍ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆଗରେ ଭାଜପାର ସୋସିଆଲ ମିଡିଆ…
ମାଟ୍ରିକ ପରୀକ୍ଷାରେ ଏତିକି ନମ୍ବର ରଖିଥିଲେ ଅନୁଷ୍କା
ମୁମ୍ବାଇ: କୁହାଯାଏ, ସୌନ୍ଦର୍ଯ୍ୟ ଏବଂ ମସ୍ତିଷ୍କର ମିଶ୍ରଣ ବହୁତ କ୍ୱଚିତ୍, କିନ୍ତୁ ବଲିଉଡ୍ରେ ଏଥିରେ ସବୁକିଛି ମେଳ ଖାଉଛି। ଅନେକ ବଲିଉଡ୍ ଅଭିନେତ୍ରୀ କେବଳ ସୁନ୍ଦରୀ ନୁହନ୍ତି ବରଂ ବହୁତ ବୁଦ୍ଧିମତୀ ବି। ବଲିଉଡ୍ର ଶ୍ରେଷ୍ଠ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନୁଷ୍କା…
ବଡ଼ ରେକର୍ଡ ହାସଲ କଲେ ରୋନାଲଡୋ
ଲିସବୋନ୍,୨୪।୩: ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ କୁଏତର ବାଦେର୍ ଅଲ-ମୁତାୱାଙ୍କୁ ପଛରେ ପକାଇଛନ୍ତି। ବାଦେର୍ ତାଙ୍କ କ୍ୟାରିୟରରେ ମୋଟ ୧୯୬ଟି ମ୍ୟାଚ ଖେଳିଥିଲେ। ରୋନାଲଡୋ ଲିଚଟେଷ୍ଟାଇନ…
କ୍ରିକେଟର ପରିବର୍ତ୍ତିତ ନିୟମ
କ୍ରିକେଟର ନିୟମ ପରିବର୍ତ୍ତନ ଓ ପ୍ରଚଳନ ପାଇଁ ୧୭୮୮ରେ ସ୍ଥାପନ ହୋଇଥିଲା ମେରିଲବୋନ୍ କ୍ରିକେଟ କ୍ଲବ(ଏମ୍ସିସି)। ୧୮୩୪ ପର୍ଯ୍ୟନ୍ତ କ୍ରିକେଟ ନିୟମରେ କୌଣସି ସଂଶୋଧନ କରାଯାଇ ନ ଥିଲା। ମେ ୧୯, ୧୮୩୫ରେ କ୍ରିକେଟର ସମ୍ବିଧାନ ‘ଦ ଲଜ୍ ଅଫ୍ ନୋବଲ୍…
ଆଇପିଏଲ୍ ଉତ୍କଣ୍ଠା
ଇଣ୍ଡିଆନ ପ୍ରିମିୟର ଲିଗ୍ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଛି। ମୋଟ ୧୦ଟି ଟିମ୍ ମଧ୍ୟରେ ଏଥର ୭୪ ମ୍ୟାଚ ଖେଳାଯିବ। ଦୀର୍ଘ ୪ବର୍ଷ ପରେ ଲିଗ୍ର ସମସ୍ତ ମ୍ୟାଚ ଘରୋଇ ପରିବେଶରେ ୧୨ ଭେନ୍ୟୁରେ ଖେଳାଯିବ……
ପ୍ରେସ୍ କ୍ଲବରୁ ପାକିସ୍ତାନୀଙ୍କୁ ଧକ୍କା ଦେଇ ବାହାର କଲା ଆମେରିକା
ଓ୍ବାଶିଂଟନ,୨୪ା୩: ଆମେରିକାରେ କିଛି ପାକିସ୍ତାନୀ ନିଜ ଦେଶକୁ ଅପମାନିତ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ନ୍ୟାଶନାଲ ପ୍ରେସ୍ କ୍ଲବ୍ରେ କାଶ୍ମୀରର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା। ଏହି ସମୟରେ ସେଠାରେ କିଛି ପାକିସ୍ତାନୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ପାଟି…
ଅସହାୟ ଲୋକଙ୍କ ପାଇଁ ବିରୁଷ୍କାଙ୍କ ନୂଆ ପଦକ୍ଷେପ
ଭାରତୀୟ କ୍ରିକେଟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେ ‘ସେବା’ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଏହି ଦମ୍ପତି ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଏଥିପାଇଁ ବିରାଟ କୋହଲି…
ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱ ନେଲେ ନୂଆ ଡାକ୍ତର
ଗଞ୍ଜାମ,୨୪ା୩(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)ରେ ଡାକ୍ତର ଭାବେ ଜ୍ୟୋତିର୍ମୟୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଏହି ପଦବୀ ଖାଲିପଡ଼ିଥିଲା। ଏହି ମେଡିକାଲରେ ଡାକ୍ତର ନିଯୁକ୍ତ ପାଇଁ ଗଞ୍ଜାମ ଏନ୍ଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି,…
Archives


