Home

ମୁସଲମାନଙ୍କ ଶକ୍ତି ନାହିଁ ତେଣୁ ଗୁଳି କରାଯାଉଛି: ଓଓ୍ବାଇସି

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶରେ ମେ ୪ ଏବଂ ୧୧ରେ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ଏଥିପାଇଁ ସୋମବାର ଅଲ୍‌ ଇଣ୍ଡିଆ ମଜଲିସ-ଏ-ମୁସଲିମିନର ମୁଖ୍ୟ ଅସଦୁଦ୍ଦିନ୍‌ ଓଓ୍ବାଇସି ମୋରାଦାବାଦର ଉମରି କଲା ନଗର ପଞ୍ଚାୟତରେ ପ୍ରଚାର କରିଛନ୍ତି। ଜେଲରୁ ମୁକ୍ତ ହୋଇଥିବା ଆନନ୍ଦ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୁଷ୍କର ସିଂ ଧାମି, ଚାରିଧାମ ଯାତ୍ରା ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ,୧।୫: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଉତ୍ତରାଖଣ୍ଡରବିକାଶରେ ତାଙ୍କ ମାର୍ଗଦର୍ଶନ ତଥା ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କେଦାରନାଥ ଏବଂ ବଦ୍ରିନାଥ ଧାମ, ଗଙ୍ଗା ତୁଲସୀ, ଗଙ୍ଗୋଟ୍ରି…

ଟସ୍‌ ଜିତିଲା ଆରସିବି, ବ୍ୟାଟିଂ ନିଷ୍ପତ୍ତି…

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଆରସିବି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା…

ଏପ୍ରିଲରେ ଜିଏସ୍‌ଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ,୧।୫: ଏପ୍ରିଲ ୨୦୨୩ରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ଇତିହାସ ସୃଷ୍ଟି କରିଛି। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ରେକର୍ଡ ସଂଖ୍ୟକ ଅଟେ।…

‘ଅପରେଶନ କାବେରୀ’ ଅଧୀନରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିବ ସ୍ପାଇସଜେଟ

ନୂଆଦିଲ୍ଲୀ,୧।୫: ‘ଅପରେଶନ କାବେରୀ’ ଅଧୀନରେ ଭାରତୀୟମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ପାଇସଜେଟ ଏହାର ସ୍ବତନ୍ତ୍ର ବିମାନ ଚଳାଇବ। ସୋମବାର କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏୟାରଲାଇନ ‘ଅପରେଶନ କାବେରୀ’ ଅଧୀନରେ ଏପ୍ରିଲ ୩୦ରେ ଜେଡ୍ଡାରୁ କୋଚି ପର୍ଯ୍ୟନ୍ତ ଏକ…

ଅବକାଶ କାଳୀନ ହୋମଓ୍ବର୍କ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ସୁନ୍ଦରଗଡ୧।୫(ଡିଏନଏ): ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଗ୍ରୀଷ୍ମ ଅବକାଶ କାଳୀନ ହୋମଓ୍ବର୍କ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି। ଯାହାକି ମେ ୧ରୁ ଆରମ୍ଭ ହୋଇ ଗ୍ରୀଷ୍ମ ଅବକାଶ ସମାପ୍ତ ହେବା…

ଦୁଇ ମିଲିସିଆ ଗିରଫ, ମାଓ ବ୍ୟାନର ଓ ପୋଷ୍ଟର ଜବତ

ନବରଙ୍ଗପୁର,୧।୫(ବି.ପ୍ର.): ଡିଭିଏଫ୍‌ ଫୋର୍ସ ୩୦ତାରିଖରେ ଦୁଇ ମିଲିସିଆଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ହେମାଲାଲ ନାଗେଶ(୩୧) ଓ ପ୍ରକାଶ ମାର୍କମ(୨୦)। ହେମାଲାଲ ଏବଂ ପ୍ରକାଶ ମେନପୁର, ନୂଆପଡା ଉଦନ୍ତୀ ମାଓ ସଂଗଠନର ମିଲିସିଆ ଭାବେ କାମ କରୁଥିଲେ। ଉଦନ୍ତୀ ଏଲୋସି,…

ବିଜେଡି କର୍ମୀଙ୍କୁ ଗୁଳିକରି ହତ୍ୟା

ବଡ଼ବିଲ,୧ା୫(ସ୍ବ.ପ୍ର.): ବଡ଼ବିଲରେ ପୁଣି ଗୁଳିକାଣ୍ଡ ଘଟିଛି। ସୋମବାର ମନି ଟାୱାର ନିକଟ ଛକରେ ଯୁବକଙ୍କୁ ଗୁଳିକରି ହତ୍ୟାକାଣ୍ଡ ଭିଆଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ସୁନୀଲ ସିହ୍ନା ଓରଫ ଭୋଲା। ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢେ ୯ଟା…

ସ୍ବାସ୍ଥ୍ୟୋପକାରୀ ବାଷ୍ପଶୀଳ ତୈଳ

ପ୍ରଗତିଶୀଳ ପୃଥିବୀରେ ଏବେ ମଣିଷ ନିଜର ଜୀବନଶୈଳୀ ଉପରେ ବିଶେଷ ଯତ୍ନବାନ୍‌। ତେଣୁ ବୈଜ୍ଞାନିକମାନେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ ନୂଆ ନୂଆ ଜିନିଷ ଉଦ୍ଭାବନ କରିଆସୁଛନ୍ତି। ତନ୍ମଧ୍ୟରୁ ବାଷ୍ପଶୀଳ ତୈଳ ଅନ୍ୟତମ ସଫଳ ଉଦ୍ୟମ। ତେବେ ଏହି ବାଷ୍ପଶୀଳ…

୪୩ ତମ ମ୍ୟାଚରେ ଏଲଏସଜି-ଆରସିବି ଲଢ଼େଇ…

ଲକ୍ଷ୍ନୌ,୧।୫ : ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଲଢ଼େଇ ହେବ। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ସନ୍ଧ୍ୟା ସାଢ଼େ ୭ଟାରେ ଅନୁଷ୍ଠିତ ହେବ।…

ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର ଚାଲିଛି। ତେବେ ପୁଷ୍କରିଣୀର ମଧ୍ୟ ଭାଗରେ ଥିବା ଏକ ଅନ୍ନ ଖମ୍ବ(ମଣିଖମ୍ବ) ଦୀର୍ଘବର୍ଷ…

ନୀଳମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ମିଳିଲା ପୁରାତନ ଚକ୍ର

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ରବିବାର ଶହେ ବର୍ଷର ପୁରାତନ ମଣିଖମ୍ବର ଚକ୍ର ଉଦ୍ଧାର କରାଯାଇଛି। ଚନ୍ଦନ ପୋଖରୀର ନବୀକରଣ କାମ ଚାଲିଛି। ରବିବାର ଅପରାହ୍ନରେ ପୁଷ୍କରିଣୀ ପାର୍ଶ୍ୱରେ ବାସ କରୁଥିବା ହାଟମୁଣ୍ଡ ପାଟଣା ଗ୍ରାମର ଜଣେ କଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?