ସମୁଦ୍ର ଚଟାଣରେ ‘ମୃତ୍ୟୁ ଗହ୍ବର’
ପ୍ରକୃତି ରହସ୍ୟମୟୀ-କେତେବେଳେ କାନ୍ତ ତ କେତେବେଳେ ଭୀମ। ତା’ର ଶାନ୍ତ କାନ୍ତ ରୂପ ଆମେ ଉପଲବ୍ଧି କରୁ ପ୍ରତି ମୁହୂର୍ତ୍ତରେ ଏବଂ ତାହା ଧାରଣ କରି ସେ ଆମକୁ ଲାଳନପାଳନ କରିଥାଏ ସନ୍ତାନସନ୍ତତି ରୂପେ। ତେବେ ତା’ର ଭୀମ ରୂପ ପ୍ରକଟିତ…
ଜିଲାରେ ୧ଲକ୍ଷ ୨୯ହଜାର ୧୪୮ ନିର୍ମାଣ ଶ୍ରମିକ ପଞ୍ଜୀକୃତ
ବାରିପଦା ଅଫିସ,୧ା୫: ମୟୂରଭଞ୍ଜ ଜିଲା ପ୍ରଶାସନ ଓ ଜିଲା ଶ୍ରମ କାର୍ଯ୍ୟାଳୟ ଓଟଦ ଆନୁକୂଲ୍ୟରେ ବାରିପଦା ମୁର୍ଗାବାଡିସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ…
ବିଦ୍ୟୁତ ସରବରାହ ବନ୍ଦ: ୪୦ ବିମାନର ଉଡାଣ ବାତିଲ…
ମାନିଲା,୧।୫ : ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦରରେ ଉପସ୍ଥିତ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିଦ୍ୟୁତ ସରବରାହ ବନ୍ଦ ହେବାର କାରଣ…
ମାସେ ଗଲାନି, ରାସ୍ତାରୁ ଉଠିଗଲା ପିଚୁ
ପୋଟେରୁ,୧ା୫(ଡି.ଏନ୍.ଏ.): ମାସେ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟ ହୋଇଥିଲା। ମାତ୍ର ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ମାସେ ଗଲାନି, ରାସ୍ତାରୁ ପିଚୁ ଉଠି ଏହା ନଷ୍ଟ ହୋଇଗଲାଣି। ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ…
କାର୍ଯ୍ୟକାରୀ ହେଉନି କୋର୍ଟଙ୍କ ନିର୍ଦ୍ଦେଶ
ନବରଙ୍ଗପୁର,୧ା୫(ବି.ପ୍ର.): ନବରଙ୍ଗପୁର ସହରରେ ଗୋରାମୁଣ୍ଡା, ନୂଆବନ୍ଧ ଓ ପ୍ରତାପ ସାଗର ଏପରି ୩ଟି ଜଳାଶୟ ରହିଛି। ଏହାକୁ ବାଦ ଦେଲେ ସହରର ସୌନ୍ଦର୍ଯକରଣ ଅସମ୍ପୂର୍ଣ୍ଣ ହେବ। ଜଳାଶୟଗୁଡିକୁ ସୌନ୍ଦର୍ଯ୍ୟକରଣ ସହ ଓ ବିପଦମୁକ୍ତ କରିବାକୁ ସ୍ଥାନୀୟ ଜନ କଲ୍ୟାଣ ଅନୁଷ୍ଠାନ ଗୋବିନ୍ଦାଳୟ…
କର୍ନାଟକ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ଇସ୍ତାହାର: ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ-ଗହମ, ଅଧ ଲିଟର ନନ୍ଦିନୀ କ୍ଷୀର…
ବେଙ୍ଗାଲୁରୁ,୧।୫ : କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ବେଙ୍ଗାଲୁରୁରେ ଥିବା ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଜେ.ପି. ନଡ୍ଡା ଏହି ସମୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏବଂ ଭାଜପାର ବରିଷ୍ଠ ନେତା ବି.ଏସ ୟେଦୁରପ୍ପା ଉପସ୍ଥିତ…
ଜାହାଜରୁ ଖସିପଡ଼ିଲେ ଋଷୀୟ ନାବିକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ପାରାଦୀପ,୧ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ଏସ୍କ୍ୟୁ ବର୍ଥରେ ସୋମବାର ପୂର୍ବାହ୍ନରେ ଲାଗିଥିବା ଏକ ପଣ୍ୟବାହୀ ଜାହାଜରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଋଷୀୟ ନାବିକ ଗୁରୁତର ହୋଇଛନ୍ତି। ତାଙ୍କୁ ବନ୍ଦର ବିଭାଗୀୟ କର୍ମଚାରୀମାନେ ଉଦ୍ଧାର କରି ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ…
ଶିମିଳିପାଳରେ ଦନ୍ତାହାତୀ ଶିକାର
ବାରିପଦା ଅଫିସ,୧ା୫: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ପିସିସିଏଫ୍ଙ୍କ କାର୍ଯ୍ୟାଳୟରୁ ଡିସିଏଫ୍ ଯୁଗ୍ମ ଟାସ୍କଫୋର୍ସ ସହିତ ଘଟଣାସ୍ଥଳକୁ ଯାଇଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ…
ବିବାହ ରଦ୍ଦ କରିବାର ଅଧିକାର ସୁପ୍ରିମ୍କୋର୍ଟଙ୍କର ରହିଛି …
ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିିନ୍ତି, ବିବାହକୁ ରଦ୍ଦ ବୋଲି ଘୋଷଣା କରିବାର ସର୍ବୋଚ୍ଚ ନ୍ୟାୟାଳୟର ଅଧିକାର ରହିଛି। ଯଦି ବିବାହକୁ ଜାରି ରଖିବା ଅସମ୍ଭବ ତେବେ ସୁପ୍ରିମକୋର୍ଟ ତାଙ୍କ ତରଫରୁ ଛାଡପତ୍ର ପାଇଁ ନିର୍ଦ୍ଦେଶ…
ମହିଳା କୁସ୍ତି ଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ ପ୍ରଧାନମନ୍ତ୍ରୀ: ସିବଲ…
ନୂଆଦିଲ୍ଲୀ,୧।୫ : ରାଜ୍ୟସଭା ଏମବି କପିଲ ସିବଲ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ନେଇ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି ,ପ୍ରଧାନମନ୍ତ୍ରୀ ମଧ୍ୟ ଜନ୍ତର ମନ୍ତରକୁ ଯାଇ ମହିଳା କୁସ୍ତିଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ ।…
ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ପ୍ରସାର କରାଯିବା ବେଆଇନ ନୁହେଁ: ସୁପ୍ରିମକୋର୍ଟରେ ଷ୍ଟାଲିନ ସରକାରଙ୍କ ଜବାବ…
ନୂଆଦିଲ୍ଲୀ,୧।୫ : ସୁପ୍ରିମକୋର୍ଟରେ ଜାରି କରାଯାଇଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ ସମ୍ପର୍କରେ ବିତର୍କରେ ତାମିଲନାଡୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ସରକାର କହିଛନ୍ତି, ମିଶନାରୀ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରିବାରେ କୌଣସି ବେଆଇନ…
ବିଶ୍ୱକୁ ପ୍ରଭାବିତ କରିଥିଲା ଶିକାଗୋ ଶ୍ରମିକ ଆନ୍ଦୋଳନ
ମେ’ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମେ’ ଡେ। କେତେକ ଦେଶରେ ଏହା ଅନ୍ତର୍ଜାତୀୟ ଶ୍ରମିକ ଦିବସ ନାମରେ ମଧ୍ୟ ପାଳିତ ହୁଏ। ଆମେରିକାନ ଫେଡେରେଶନ ଅଫ୍ ଅର୍ଗାନାଇଜ୍ଡ ଟ୍ରେଡ୍ସ ଆଣ୍ଡ୍ ଲେବର ୟୁନିୟନ୍ସର ନିଷ୍ପତ୍ତି କ୍ରମେ ‘୮…

