ହସ୍ପିଟାଲରୁ ନବଜାତକଙ୍କୁ ଟାଣି ନେଇ ଝୁଣି ଖାଇଲା କୁକୁର…
ବେଙ୍ଗାଲୁରୁ,୩।୪ : କର୍ନାଟକର ଶିବମୋଗା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଜିଲା ସରକାରୀ ହସ୍ପିଟାଲରୁ ଜଣେ ନବ ଜାତକଙ୍କୁ କୁକୁର ଟାଣିନେଇ ବାହାରକୁ ନେଇ ଝୁଣି ଖାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ କୁକୁରଠାରୁ ନବଜାତକଙ୍କୁ ଆଣିବାକୁ…
ଟେଣ୍ଡର ପେପର ଖୋଲିବା ପୂର୍ବରୁ କାମ ଆରମ୍ଭ
ଭଞ୍ଜନଗର,୩।୪(ଡି.ଏନ୍.ଏ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍ଏସିରେ ବିଭିନ୍ନ ସମୟରେ ବିଭିନ୍ନ କାମରେ ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ରବିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏନଏସି ପାଇଁ ୧୦ଟି କାମର ଟେଣ୍ଡର ଗତ ୨୧ ତାରିଖରେ ବାହାରିଛି…
ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ମାସରେ ୯ ଦିନ ଉଡ଼ିବ ବିମାନ
ଭୁବନେଶ୍ୱର,୩ା୪(ବ୍ୟୁରୋ): ଭୁବନେଶ୍ୱରରୁ-ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହକୁ ୨ଦିନ ଏବଂ ମାସକୁ ୯ଦିନ ବିମାନ ଉଡ଼ିବା ନେଇ ଧାର୍ଯ୍ୟ ହୋଇଛି। ରବିବାର ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏବଂ…
ଆଇପିଏଲର ଷଷ୍ଠ ମ୍ୟାଚ: ସିଏସକେ ବନାମ ଏଲଏସଜି…
ଚେନ୍ନାଇ,୩।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଷଷ୍ଠ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ସିଏସକେ ଅଧିନାୟକ ଏମଏସ ଧୋନି ଏବଂ…
ସ୍କୁଟିକୁ ଧକ୍କା ଦେଲା ବସ୍: ଯୁବତୀଙ୍କ ଜୀବନ ଗଲା, ଜଣେ ଆହତ
ବାରିପଦା ଅଫିସ,୩ା୪: ବାରିପଦା-ଉଦଳା ରାସ୍ତାର କୃଷ୍ଣଚନ୍ଦ୍ର ଗୋଲାଇଠାରେ ସୋମବାର ଦୁଲାରୀ ନାମକ ଏକ ଯାତ୍ରୀବାହୀ ବସ୍ ସ୍କୁଟିକୁ ଧକ୍କା ଦେବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବତୀ ଆହତ ହୋଇଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ରଶ୍ମିତା…
ଘୂର୍ଣ୍ଣିଝଡ଼,କୁଆପଥର ମାଡ଼ରେ ବ୍ୟାପକ କ୍ଷତି
ଜଳେଶ୍ୱର,୩ା୪(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୧୦ ପଞ୍ଚାୟତରେ ରବିବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି। ଧାନ ଓ ପରିବାଚାଷ ନଷ୍ଟ ହେବା ସହ ଅନେକ ଲୋକଙ୍କ ଛପର ଉଡ଼ିଯାଇଛି। ରାଜସ୍ବ ବିଭାଗର…
ସାଢ଼େ ୧୧ ସୁଦ୍ଧା ହିନ୍ଦୋଳରେ ୩୫ ପ୍ରତିଶତ ମତଦାନ
ଢେଙ୍କାନାଳ ଅଫିସ,୩ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ଭୋଟ୍ ଗ୍ରହଣ ଚାଲିଛି। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁରହିବ। ତେବେ ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ୩୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।…
ସାଢ଼େ ୧୦ଟା ସୁଦ୍ଧା ୧୯ ପ୍ରତିଶତ ମତଦାନ
ସରଣ୍ଡା,୩ା୪(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଏନ୍ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ଏଠାରେ ୧୯ ପ୍ରତିଶତ ମତଦାନ ହୋଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି…
କରୋନା ଆତଙ୍କ: ସକ୍ରିୟ ମାମଲା ୨୦ ହଜାର ଟପିଲା…
ନୂଆଦିଲ୍ଲୀ, ୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଉଦ୍ଘାଟନ ଅପେକ୍ଷାରେ ବାଂଶଡ଼ା ସେତୁ
ଚାନ୍ଦବାଲି,୩।୪(ଡି.ଏନ.ଏ.): ବହୁ ପ୍ରତିକ୍ଷୀତ ବାଂଶଡ଼ା ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପର ବ୍ୟୟବରାଦ ୪ କୋଟିରୁ ଆରମ୍ଭ ହୋଇ ଏବେ ପ୍ରାୟ ୨୯ କୋଟିରେ ପହଞ୍ଚତ୍ଛି। ଚଳିତମାସ ୫-ଟି ସଚିବ ଚାନ୍ଦବାଲି ଗସ୍ତରେ ଆସି ଏହାର ଅଗ୍ରଗତିକୁ ନେଇ ସମୀକ୍ଷା…
ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପାଣିରଗାର
ନୂଆଗାଁ,୩।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସୋରଡ଼ା ଛକଠାରୁ ଗୌଡ ଚାଞ୍ଚେରାପଲି ଦେଇ ଯାଇଥିବା ଆର୍ଡି ରାସ୍ତାରେ ବେଲପା ନଦୀର ପୋଲ ଭୁଶୁଡିବାକୁ ପ୍ରାୟ ଅଢେଇ ବର୍ଷ ପୁରିଲାଣି । କିନ୍ତୁ ଠିକାଦାର ପୋଲ ନିର୍ମାଣ କରିବାରେ ଅବହେଳା କରୁଛନ୍ତି।…
ଭାଜପା ହାରିବା ଆଶଙ୍କା ଥିବା ଅଞ୍ଚଳରେ ହେଉଛି ଦଙ୍ଗା: ସଞ୍ଜୟ ରାଉତ…
ମୁମ୍ବାଇ,୩।୪ : ପଶ୍ଚିମବଙ୍ଗ, ବିହାର ଇତ୍ୟାଦି ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ହେବାର ଖବର ରହିଛି। ଏହାକୁ ନେଇ ଶିବସେନା ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଭାବରେ ଘଟୁଛି । ଏଭଳି…
Archives


