କ୍ୱିଟୋଭାଙ୍କୁ ମାୟାମି ଓପନ ଟାଇଟଲ
ମାୟାମି ଗାର୍ଡେନ୍ସ (ଫ୍ଲୋରିଡ଼ା), ୩ା୪(ଏପି): ଦ୍ୱାଦଶ ସିଡ୍ ଚେକ୍ ରିପବ୍ଲିକ୍ର ପେଟ୍ରା କ୍ୱିଟୋଭା ତାଙ୍କ ୧୩ତମ ପଦାର୍ପଣରେ ପ୍ରଥମଥର ମାୟାମି ଓପନ ଟେନିସ୍ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଏକ ମାରାଥନ ଟାଇବ୍ରେକରରେ ସେ ୭ମ ସିଡ୍ ଏଲିନା…
ଭୁବନେଶ୍ୱର ଭେଟେରାନ ଫୁଟ୍ବଲ ପ୍ଲେୟର ଆସୋସିଏଶନ
ଭୁବନେଶ୍ୱର, ୩ା୪(ସ୍ପୋଟର୍ସ ବ୍ୟୁରୋ): ପୁରାତନ ଫୁଟ୍ବଲ ଖେଳାଳି ତଥା କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମରେ ଭୁବନେଶ୍ୱରର ବିଭିନ୍ନ ଫୁଟ୍ବଲ କ୍ଲବର ଭେଟେରାନ୍ ଖେଳାଳିମାନେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ମଦର ପବ୍ଲିକ ସ୍କୁଲ୍ଠାରେ ଏକତ୍ରିତ ହୋଇଥିଲେ। ତୃଣମୂଳସ୍ତରରେ ଫୁଟ୍ବଲ ଖେଳର କିପରି ବିକାଶ…
ପ୍ରଗତି ସ୍ପୋର୍ଟିଂ-ରାମେଶ୍ୱର ଯୁଗ୍ମ ବିଜେତା
ଭୁବନେଶ୍ୱର,୩ା୪(ସ୍ପୋଟର୍ସ ବ୍ୟୁରୋ) : ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଛି। ପ୍ରବଳ ବର୍ଷା କାରଣରୁ ରାମେଶ୍ୱର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂକୁ ଯୁଗ୍ମ ବିଜେତା ଘୋଷଣା…
ଅନ୍ତର୍ଜାତୀୟସ୍ତରରେ ଆଇଶା ପ୍ରଥମ
ଝୁମ୍ପୁରୀ,୩ା୪(ଡି.ଏନ୍.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍ ଚମ୍ପେଇପାଳ ପଞ୍ଚାୟତ ଓଡ଼େଇ(ନୂଆଗାଁ) ଗ୍ରାମର ପାର୍ଥସାରଥୀ ମଲ୍ଲିକ ଓ ବାଣୀଶ୍ରୀ ମଲ୍ଲିକଙ୍କ ଝିଅ ଆଇଶା ୨୦୨୨-୨୩ ଇଂଲିଶ ଅଲିମ୍ପିଆଡ୍ ପରୀକ୍ଷାରେ ଅନ୍ତର୍ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସିଲଭରଜୋନ ଅନ୍ତର୍ଜାତୀୟ ଇଂଲିଶ ସେକେଣ୍ଡ ପରୀକ୍ଷାରେ…
ଭର୍ଷ୍ଟାପେନ୍ଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଟାଇଟଲ
ମେଲବୋର୍ନ, ୩ା୪(ପି.ଟି.): ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ତାଙ୍କ କ୍ୟାରିୟରରେ ପ୍ରଥମଥର ଅଷ୍ଟ୍ରେଲିଆନ୍ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିବାରେ ସଫଳ ହୋଇଛନ୍ତି। ୨୦୧୧ ପରେ ରେଡ୍ବୁଲ୍ ଟିମ୍ର ମଧ୍ୟ ଏହା ପ୍ରଥମ ସଫଳତା। ରବିବାର ସ୍ଥାନୀୟ ଆଲବର୍ଟ ପାର୍କଠାରେ…
ପ୍ରତ୍ୟୁଷ ନାୟକ ଚାମ୍ପିୟନ
ଭୁବନେଶ୍ୱର,୩ା୪ (ସ୍ପୋଟର୍ସ ବ୍ୟୁରୋ): ସାଇ ବୀଣାପାଣି ଜ୍ଞାନ ମନ୍ଦିରରେ ଓଡ଼ିଶା ଚେସ୍ ଆସୋସିଏଶନ୍ ପକ୍ଷରୁ ଆୟୋଜିତ ରାଜ୍ୟ ସ୍କୁଲ ଚେସ୍ ଚାମ୍ପିୟନଶିପରେ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ପ୍ରତ୍ୟୁଷ ନାୟକ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପ୍ରତ୍ୟୁଷ ୫ ପଏଣ୍ଟ ଅର୍ଜନ କରିଥିବା…
କିଡ୍ନୀ ରୋଗରେ ଆକ୍ରାନ୍ତ ସଦାନନ୍ଦ
ପ୍ରୀତିପୁର/ବିଞ୍ଝାରପୁର,୩ା୪ (ଡି.ଏନ.ଏ.): ଦିନେ ରାଜ୍ୟ ବାହାରେ ଦାଦନ ଖଟି ପରିବାର ମୁହଁରେ ଦେଉଥିଲେ ଦାନା। ଆଜି ସେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ଗ୍ରାମର…
‘ଆସ୍କ ଫର୍ ଏ ସିକ୍ସ’
ନୂଆଦିଲ୍ଲୀ,୩ା୪(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ସଲିମ୍ ଦୁରାନୀଙ୍କ ବିଷୟରେ କହିଛନ୍ତି ଯେ ଯଦି ଦୁରାନୀଙ୍କ ଆତ୍ମଜୀବନୀ ଲେଖାଯାଏ ତେବେ ଏହାର ନାଁ ‘ଆସ୍କ ଫର ଏ ସିକ୍ସ’ ରଖାଯିବ। ୬୦ ଓ ୭୦ ଦଶକରେ ଦିନିକିଆ କ୍ରିକେଟ ନ ଥିଲେ…
କ୍ରିକେଟର ଅଘୋଷିତ ରାଜକୁମାର ସଲିମ୍ ଦୁରାନୀ
ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍ ଦୁରାନୀଙ୍କ ପରଲୋକ। ୮୮ ବର୍ଷ ବୟସରେ ରବିବାର ସଲିମ୍ ପ୍ରାଣ ହରାଇଛନ୍ତି। ୬୦ ଦଶକର ଏହି ଲୋକପ୍ରିୟ କ୍ରିକେଟର ଜଣଙ୍କ ନିଜ ଆକ୍ରମଣାତ୍ମକ କ୍ରିକେଟ ଖେଳ ଏବଂ ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ବେଶ୍…
ସଲିମ୍ ଦୁରାନୀ ଏକ ଅନୁଷ୍ଠାନ: ମୋଦି
ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍ ଦୁରାନୀଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁରାନୀଙ୍କୁ ଜଣେ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିବା ସହ ନିଜ ମଧ୍ୟରେ ଏକ ଅନୁଷ୍ଠାନ ବୋଲି କହିଥିଲେ। କ୍ରିକେଟ୍ରେ ଭାରତର ଉନ୍ନତିରେ ଦୁରାନୀଙ୍କ…
ବିଧବା ମା’ଙ୍କୁ ଘରୁ ତଡ଼ିଦେଲେ ୩ ପୁଅ
ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସଜନୀଙ୍କୁ ଯାଜପୁର ଜିଲା ମହିଳା ସହାୟତା କେନ୍ଦ୍ରରେ ରଖାଯାଇଛି। ପୁଅମାନେ…
ମାର୍ଚ୍ଚରେ ବେରୋଜଗାର ହାର ୭.୮ %
ନୂଆଦିଲ୍ଲୀ,୩।୪: ବିଗତ କିଛି ମାସ ହେବ ଦେଶର ବେରୋଜଗାର ହାର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ମାସର ବେରୋଜଗାର ହାର ଗତ ୩ ମାସ ଅପେକ୍ଷା ସର୍ବାଧିକ ବୋଲି ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି…
Archives


