ବିଶାଳକାୟ ଅଜଗର ସହ ଖେଳୁଛି କୁନି ବାଳକ, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ
ସାଧାରଣତଃ ଲୋକେ କୁକୁର, ବିଲେଇ, ନେଉଳ, ଶୁଆ, ପାରା, କୁକୁର ଆଦି ଘରେ ପାଳିଥାନ୍ତି। ଯେଉଁମାନେ କୌଣସି କ୍ଷତି କରନ୍ତି ନାହିଁ। ମାତ୍ର ଘରେ ସାପ ପାଳିବା ନିଶ୍ଚିତ ଭୟଙ୍କର। କିନ୍ତୁ ଅନେକ ଥର ଏମିତି ଭୟଙ୍କର ଜୀବଙ୍କୁ ଲୋକେ ଘରେ…
କୋହଲିଙ୍କ ସହ ତୁଳନା ହେବାରୁ ଏମିତି କହିଲେ ମନ୍ଧାନା
ନୂଆଦିଲ୍ଲୀ,୬।୩: ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଅଛନ୍ତି ଭାରତର ତାରକା କ୍ରିକେଟର୍ ସ୍ମୃତି ମନ୍ଧାନାଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଛି। ଏନେଇ ସେ କହିଛନ୍ତି, କୋହଲିଙ୍କ ସହ ତୁଳନାକୁ ମୁଁ ଆଦୌ ପସନ୍ଦ କରେ ନାହିଁ।…
ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ପକାଇଥିଲେ ସ୍ବାମୀ…
ବିଳାସପୁର,୬।୩ : ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ନିଜ ଘରର ପାଣି ଟାଙ୍କିରେ ପକାଇ ଦେଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର…
ବଜାରରେ ଦେଶୀ ରଙ୍ଗ କମ୍, କେମିକାଲ ବେଶି
ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍ଧାମ୍ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ ଛୋଟବଡ ଅନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହା ଭିତରେ…
ମା’ବାପାଙ୍କଠାରୁ ତଥ୍ୟ ସଂଗ୍ରହ କଲା ପୋଲିସ
ସମ୍ବଲପୁର,୬ା୩(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ ପାୱାର ଚ୍ୟାନେଲକୁ ଡେଇଁ ଭିସୁଟ୍ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ୬ଦିନ ପରେ ବି ରହସ୍ୟାବୃତ୍ତ ହୋଇରହିଛି। ହତ୍ୟା ଅଭିଯୋଗ ଆଣିଥିବା ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ…
ବିଗ୍ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…
ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଛାତି ପିଞ୍ଜରାରେ ଆଘାତ ଲାଗିଛି। ଏହି ଫିଲ୍ମରେ ଦୀପିକା…
ସିକିମ୍ ବିଶ୍ୱର ପ୍ରଥମ ଅପରାଧମୁକ୍ତ ମୁକ୍ତ-ଜୈବିକ ରାଜ୍ୟ…
ଗାଙ୍ଗଟକ,୬।୩ : ସିକିମ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ହୋଇପାରିଛି। ଲଣ୍ଡନର ୱାଲର୍ଡ ବୁକ ଅଫ ରେକର୍ଡସ ମଧ୍ୟ ସିକିମକୁ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ଭାବେ ପ୍ରମାଣପତ୍ର ପ୍ରଦାନ କରିଛି। ସେହିପରି ସିକିମକୁ ମଧ୍ୟ ଅପରାଧ ମୁକ୍ତ ରାଜ୍ୟ ଏବଂ…
ଇମ୍ରାନଙ୍କ ସରକାର ସମୟରେ ସ୍ତ୍ରୀଙ୍କ ବନ୍ଧୁଙ୍କ ସମ୍ପତ୍ତିରେ ହୋଇଛି ବୃଦ୍ଧି: ରିପୋର୍ଟ…
ଇସଲାମାବାଦ,୬।୩ : ଗୋଟିଏ ପଟେ ଗିରଫ ହେବାର ଖଣ୍ଡା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି। ଏଥି ସହ ଇମ୍ରାନଙ୍କ ତତ୍କାଳୀନ ସରକାର ସମୟରେ ତାଙ୍କ ସ୍ତ୍ରୀଙ୍କ ବନ୍ଧୁ ଫରହତ ଶେହଜାଦିଙ୍କ ସମ୍ପତ୍ତିରେ…
ମୃତ୍ୟୁ ହାର ୧.୧୯ ପ୍ରତିଶତ, ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ…
ନୂଆଦିଲ୍ଲୀ, ୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଲୋକସଭାରେ ଉପବାଚସ୍ପତି ପଦବୀ ଖାଲି ଏକ ଅସାମ୍ବିଧାନିକ ପ୍ରସଙ୍ଗ: ଜୟରାମ ରମେଶ…
ନୂଆଦିଲ୍ଲୀ,୬।୩ : ଲୋକସଭା ଏବଂ ପାଞ୍ଚଟି ରାଜ୍ୟସଭାରେ ଉପବାଚସ୍ପତି ନିଯୁକ୍ତ ପଦବୀ ଖାଲି ଥିବାରୁ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ଗତ ଚାରି ବର୍ଷ ଧରି…
ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଭାରତ ଉପରେ ଆକ୍ରମଣ କରିପାରେ ଚାଇନା: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ…
ନୂଆଦିଲ୍ଲୀ/ଓ୍ବାଶିଟନ,୬।୩ : ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଚାଇନା ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଉପରେ ଚାଇନା ତୀକ୍ଷଣ…
୪ ଦିନ ଯାଏ ଖରାରେ ସିଝିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା
ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାବାସୀ ଖରାରେ ସିଝିବେ। ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ। ୧୬ ସହରର ତାପମାତ୍ରା ରବିବାର ୩୭ ଡିଗ୍ରୀ ଉପରେ ଥିବା ବେଳେ ଟିଟିଲାଗଡ଼ରେ ୩୮.୮ ଡିଗ୍ରୀ ଥିଲା। ସେହିପରି ଭୁବନେଶ୍ୱରରେ ତାପମାତ୍ରା…
Archives


