ପାକିସ୍ତାନରେ ଯୁବତୀ ଖେଳିଲେ ହୋଲି
ଇସଲାମାବାଦ,୯ା୩: ଭାରତରେ ଦୋଳପୂର୍ଣ୍ଣିମା ପରଦିନ ହୋଲି ଉତ୍ସବ ପାଳନ କରାଯାଏ। କିନ୍ତୁ କିଛି ସହରରେ ହୋଲି ଦୁଇ ଦିନ ପାଇଁ ପାଳନ କରାଯାଏ। ଆଜି ଅର୍ଥାତ୍ ମାର୍ଚ୍ଚ ୯ରେ ଅନେକ ସ୍ଥାନରେ ହୋଲି ପାଳନ କରାଯାଉଛି। ହୋଲି ଏପରି ଏକ ପର୍ବ…
ଉପେନ୍ଦ୍ର କୁଶଓ୍ବାହାଙ୍କୁ Y+ ସୁରକ୍ଷା
ପାଟନା,୯।୩: ଜେଡିୟୁରୁ ଇସ୍ତଫା ଦେଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ Y+ ସୁରକ୍ଷା ମିଳିଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷା ବଢାଯାଇଛି। କୁଶୱାହା ଏବେ…
୨୦୪୦ ସୁଦ୍ଧା ମହାସାଗରରେ ୩ ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ ବର୍ଜ୍ୟ: ରିପୋର୍ଟ…
ଓ୍ବାଶିଂଟନ,୯।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ ୧୭୧ ଟ୍ରିଲିୟନରୁ ଅଧିକ ପ୍ଲାଷ୍ଟିକ ବର୍ତ୍ତମାନ ବିଶ୍ୱର ବିଭିନ୍ନ ମହାସାଗରରେ ଭାସୁଛି ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ୧୯୭୯ରୁ ୨୦୧୯ ମଧ୍ୟରେ ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର…
ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଲଞ୍ଚ୍ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସ୍କୋର ୭୫/୨
ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନରେ ଲଞ୍ଚ୍ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର…
ରବି ଶାସ୍ତ୍ରୀଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା
ଅହମ୍ମଦାବାଦ,୯।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ମନ୍ତବ୍ୟକୁ ‘ନିରର୍ଥକ’ ବୋଲି କହିଛନ୍ତି। ଭାରତ ଅଷ୍ଟ୍ରେଲିଆଠାରୁ ତୃତୀୟ ଟେଷ୍ଟ ପରାଜୟ ପରେ ରବି ଶାସ୍ତ୍ରୀ କହିଥିଲେ, ଅତ୍ୟଧିକ ଆତ୍ମବିଶ୍ୱାସ କାରଣରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ…
ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀ
ଭୁବନେଶ୍ୱର,୯ା୩(ବ୍ୟୁରୋ): ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍ ଷ୍ଟେଟ୍ସ ଇଣ୍ଟରନ୍ୟାଶନାଲ ଭିଜିଟର୍ ଲିଡରଶିପ୍ ପ୍ରୋଗ୍ରାମରେ ଭବାନୀ ଯୋଗ ଦେବେ। ‘ଜଳବାୟୁ ପରିବର୍ତ୍ତନ…
ଚାବ୍ରିପାଲିରେ ଚାଞ୍ଚଲ୍ୟ: ଜ୍ୱାଇଁଙ୍କୁ ହତ୍ୟା ପରେ ମୃତଦେହ ଫିଙ୍ଗିବା ଉଦ୍ୟମ ବିଫଳ, ୫ ଅଟକ
ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୯ା୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଖପ୍ରାଖୋଲ ପୋଲିସ ଏକ ଭ୍ୟାନ ଭିତରୁ ବସ୍ତାରେ ଭର୍ତ୍ତି ହୋଇଥିବା ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ୫…
ଇନଷ୍ଟାଗ୍ରାମ ଡାଉନ୍
ନ୍ୟୁୟର୍କ,୯।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ସକାଳେ ଡାଉନ୍ ହୋଇଯାଇଛି। ପ୍ରାୟ ୪୬,୦୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍ ବୋଲି ଆଉଟେଜ୍ ଟ୍ରାକିଂ ୱେବସାଇଟ ଡାଉନ ଡିଟେକ୍ଟରରେ ଅଭିଯୋଗ କରିଛନ୍ତି। ପ୍ରାୟ ୫୦ ପ୍ରତିଶତ ଲୋକ କହିଛନ୍ତି, ଉଭୟ ଇନଷ୍ଟାଗ୍ରାମ ଆପ…
ବିପଦ ଆସୁଛି ମାଡ଼ି, ୪୮,୫୦୦ ବର୍ଷ ପୁରୁଣା ଜୋମ୍ବି ଭାଇରସକୁ ଲ୍ୟାବରେ କରାଗଲା ଜୀବିତ…
ଓ୍ବାଶିଂଟନ,୯।୩ : ମୃତ୍ତିକା ସ୍ତର ତଳେ ଥିବା ବରଫ ଏବଂ ମାଟିକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଆର୍କଟିକରେ ଉଷ୍ମ ତାପମାତ୍ରା ଅଞ୍ଚଳରେ ଥିବା ପର୍ମାଫ୍ରୋଷ୍ଟ ତରଳି ଯାଉଛି । ଏହା ତରଳିବା କାରଣରୁ, ହଜାର ହଜାର ବର୍ଷ ଧରି ଶୋଇରହିଥିବା ମାରାତ୍ମକ ଭାଇରସକୁ…
ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ରୁଷିଆ ରକେଟ ମାଡ଼, ବିଦ୍ୟୁତ ଯୋଗାଣ ବ୍ୟାହତ…
କିଭ୍,୯।୩ : ଗୁରୁବାର ପୁନର୍ବାର ରୁଷିଆ ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରୁଷିଆ ରକେଟ ୟୁକ୍ରେନର ଶକ୍ତି ଯୋଗାଣ ଭିତ୍ତିଭୂମିକୁ ଟାର୍ଗେଟ କରିଛି। ଫଳରେ, ରାଜଧାନୀ କିଭ୍ ସମେତ ଦ୍ୱିତୀୟ ବୃହତ୍ତମ ସହର ଓଡେସାର ଖାର୍କିଭ, କୃଷ୍ଣସାଗର ବନ୍ଦରରେ…
ଏତିକି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ସତୀଶ
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ସମସ୍ତଙ୍କୁ ଚକିତ କରିଛି। ସତୀଶ ମାତ୍ର ୬୬ ବର୍ଷ ବୟସରେ ଦୁନିଆ ଛାଡ଼ିଛନ୍ତି। ସମସ୍ତଙ୍କ ମୁହଁରେ ହସ ଆଣିଥିବା ସତୀଶଙ୍କୁ ହରାଇ ଆଜି ସମସ୍ତେ ଲୁହ ଗଡ଼ାଉଛନ୍ତି। ସେ ଆଉ…
ଉପରମୁହାଁ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
Archives


