Home

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ

ବିନିକା,୯ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗଁାର ଜିବର୍ଦ୍ଧନ କର୍ଣ୍ଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଘଟଣାକୁ ଇତିମଧ୍ୟରେ ୫ବର୍ଷ ୬ମାସ ବିତିଛି। ହେଲେ ସେହି ସମୟରେ ଜିଲା ପ୍ରଶାସନ ଦେଇଥିବା ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ଜିବର୍ଦ୍ଧନଙ୍କ ସ୍ତ୍ରୀ…

୮ ବର୍ଷରେ ମଲେଣି ୮ହାତୀ

ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ହାତୀଙ୍କ ଆବାସସ୍ଥଳୀ ଅସୁରକ୍ଷିତ ହୋଇପଡିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ହାତୀଙ୍କୁ ସୁରକ୍ଷା ଦିଆ ଯାଇପାରୁନି। ବିଦ୍ୟୁତ୍‌ ଆଘାତରେ ପ୍ରାୟତଃ ଅଧିକାଂଶ ହାତୀଙ୍କ ଜୀବନ ଯାଉଛି। ଗତ ୮ ବର୍ଷ ମଧ୍ୟରେ ଜିଲାରେ ୮…

ମାଦ୍ରିସାହିରେ ଜଳସଙ୍କଟ

ମାଥିଲି,୯ା୫(ଡି.ଏନ.ଏ.): ପାଣିମୁନ୍ଦେ ପାଇଁ ଏବେ ଚିନ୍ତାରେ ପଡିଛନ୍ତି ମାଲକାନଗିରି ଜିଲା ମାଥିଲି ବ୍ଲକ ମାଦ୍ରିସାହି ଲୋକେ। ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣା ଭୋଗୁଥିବା ଏହି ସାହିବାସିନ୍ଦାଙ୍କ ପାଇଁ ପ୍ରଶାସନ ନେଉନି କୌଣସି ପଦକ୍ଷେପ। ଏପରି ଜଳକଷ୍ଟ ଦେଖିବାକୁ ମିଳିଛି ମାଲକାନଗିରି…

ପୁରୁଣା ବହିରେ ଅବକାଶକାଳୀନ ହୋମଓ୍ବାର୍କ

ରାୟଗଡ଼ା,୯ା୫(ସ୍ବ.ପ୍ର.): ଗ୍ରୀଷ୍ମ ଅବକାଶରେ ପାଠପଢ଼ା ଜାରି ରଖିବା ଲାଗି ପିଲାମାନଙ୍କୁ ଶିକ୍ଷକ ହୋମଓ୍ବାର୍କ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘରେ ରହି ସୁବିଧାରେ ପାଠ ପଢ଼ିବା ପାଇଁ ଏହି ଯୋଜନା ହେଲା। ଏଥିପାଇଁ…

କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ଏସ୍‌ଏଚ୍‌ଜି

ରାୟଗଡା ଅଫିସ,୯ା୫: ରାୟଗଡା ବ୍ଲକ ଅନ୍ତର୍ଗତ କତା ପେଟା ଗ୍ରାମର ମିଶନ ଶକ୍ତିର ମା’ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି)ର ସଭ୍ୟାମାନେ କପା ଚାଷରୁ ମୁହଁ ଫେରାଇ ଏବେ କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ବର୍ଷା ହେଲେ କପା ନଷ୍ଟ…

କେନ୍ଦୁପତ୍ର ବ୍ୟବସାୟୀଙ୍କ କବ୍‌ଜାରେ ବନ୍ୟା ଆଶ୍ରୟସ୍ଥଳୀ

ମାଥିଲି,୯ା୫(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁଙ୍ଗିଆପୁଟ ପଞ୍ଚାୟତରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ କେନ୍ଦୁପତ୍ର ବ୍ୟବସାୟୀମାନେ କବ୍‌ଜା କରି ନେଇଥିବା ଦେଖିବାକୁ ମିଳିଛି। ଏଠାରେ ଶହଶହ କେନ୍ଦୁପତ୍ର ବସ୍ତା ରଖାଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ…

ବିପଦରେ ନାସି, ହବେଳିଖଟି, ଏକକୁଳା ଦ୍ୱୀପ

କେନ୍ଦ୍ରାପଡ଼ା ଅଫିସ, ୯ା୫: ସାମୁଦ୍ରିକ ଝଡ଼ ମୋଚା ଆସୁଛି। ୨୦୨୧ ମେ’ ରେ ୟାସ୍‌ ସମୁଦ୍ରିକ ଝଡ଼ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବରରେ ଗୁଲାବ ଓ ଡିସେମ୍ବରରେ ଜୱାଦ ସାମୁଦ୍ରିକ ଝଡ଼ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଥିଲା। ଏହାପୂର୍ବରୁ ଫାଇଲିନ୍‌, ହୁଡ୍‌ହୁଡ୍‌, ୨୦୧୮ରେ…

ଚିଲିକାକୁ ଉଜାଡ଼ୁଛି ଚିଙ୍ଗୁଡ଼ି ଲୋଭ

ଖୋର୍ଦ୍ଧା ଅଫିସ୍‌,୯।୫(ପ୍ରଭାତ ପାଣିଗ୍ରାହୀ): ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ସମାଗମ ସାଙ୍ଗକୁ ଚିଲିକାର ନୈସର୍ଗିକ ପରିବେଶ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ହେଲେ ଜବରଦଖଲ ଏବଂ ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁ ଏଠାକାର ଜୈବବିବିଧତା ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ୨୦୨୨ ଅକ୍ଟୋବରରେ…

ଭିନ୍ନକ୍ଷମ ପୁଅର ସାହାରା ବୃଦ୍ଧା ମା’

ଜେନାପୁର, ୯ା୫(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ହେଲେ ବିଭାଗୀୟ ଅଧିକାରୀମାନେ ଏଥିରେ ଅବହେଳା କରୁଥିବାରୁ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକେ ହଇରାଣ ହେଉଛନ୍ତି। ଏଭଳି…

ଜୀବନ ପାଇଁ ଜୀବିକା ବିପଦରେ

ମହାକାଳପଡ଼ା, ୯ା୫(ଡି.ଏନ୍‌.ଏ.): ପେଟକୁ ଦିମୁଠା ଦାନା ଯୋଗାଡ଼ କରିବାକୁ କେତେ ଯେ ସଂଗ୍ରାମ କରିବାକୁ ପଡ଼େ ସେ କଥା ଅଭାବୀ ଗରିବ ଲୋକ ହିଁ ଜାଣି ପାରେ। କେତେବେଳେ ଜୀବିକା ପାଇଁ ନିଜ ଜୀବନକୁ କୁମ୍ଭୀର ଭରା ନଦୀରେ ବାଜି ଲଗାଏ।…

ଶେଷ ବଲରେ ଚୌକା ମାରି ମ୍ୟାଚ୍‌ ଜିତାଇଲେ ରିଙ୍କୁ ସିଂ

କୋଲକାତା,୯।୫: ରିଙ୍କୁ ସିଂ ମ୍ୟାଚ୍‌ର ଶେଷ ବଲରେ ଚୌକା ମାରି କୋଲକାତାକୁ ବିଜୟୀ କରିଛନ୍ତି। ଆଇପିଏଲ୍‌ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ଉଇକେଟରେ ହରାଇ ଦେଇଛି କୋଲାକାତା ନାଇଟ୍‌ ରାଇଡର୍ସ(କେକେଆର୍‌)। ଏହି ବିଜୟ ସହ କୋଲକାତା ୧୦ ପଏଣ୍ଟ ପାଇ…

୧୫ ବର୍ଷ ପରେ ବି ବଢ଼ୁନି ଭଡ଼ା

ଜଗତସିଂହପୁର ଅଫିସ, ୯ା୫: ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଆଦାୟ ହେଉଥିବା ରାଜସ୍ବ ମଧ୍ୟରୁ ଘର ଭଡା ଅନ୍ୟତମ। ଏହି ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ୭୫ ଘର ଭଡ଼ାରେ ଲାଗିଛି । ଏସବୁ ଘରୁ ମାସିକ ପାଖାପାଖି ୨୬ ହଜାର ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri