‘ଆଦିପୁରୁଷ’: ରିଲିଜ୍ ପୂର୍ବରୁ ଟ୍ରେଲର୍ ଲିକ୍
ମୁମ୍ବାଇ, ୮।୫: ଦକ୍ଷିଣ ଭାରତର ସିନେ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଖୁବ୍ ଚର୍ଚ୍ଚାରେ ରହିଛି। ଫିଲ୍ମ ‘ଆଦିପୁରୁଷ’ର ଅଫିସିଆଲ ଟ୍ରେଲର ମଙ୍ଗଳବାର ଅର୍ଥାତ୍ ୯ ମେ ରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ଫିଲ୍ମ ‘ଆଦିପୁରୁଷ’ର…
କୋଲକାତାକୁ ୧୮୦ ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ
କୋଲକାତା,୮।୫: ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ…
ସିଆରପିଏଫ କ୍ୟାମ୍ପରେ ଅଘଟଣ, ଜେନେରେଟର କରେଣ୍ଟ ଲାଗି ଯବାନଙ୍କ ମୃତ୍ୟ
ବାଲିଗୁଡା, ୦୮।୦୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍ ସକ୍ରେ ସୋମବାର ଯବାନଙ୍କ ମତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଯବାନ ଜଣକ ହେଉଛନ୍ତି ଯାଜପୁର ଜିଲାର ବାଲିଚାନ୍ଦପୁର…
ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ହୋଇଥିବା ଟୁଇଟ୍କୁ ସଂଶୋଧନ କରିବାକୁ ଖାର୍ଗେଙ୍କୁ ନିର୍ଦ୍ଦେଶ ଦେଲେ ଇସି
ନୂଆଦିଲ୍ଲୀ,୮।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସଂପର୍କରେ କଂଗ୍ରେସ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟ୍କୁ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ହୁବଲିରେ ଏକ ପ୍ରଚାର ରାଲିରେ ସୋନିଆ ଗାନ୍ଧୀ…
ଗୋଳବାଇରେ ଦନ୍ତା ହାତୀ ଆତଙ୍କ
ନିରାକାରପୁର,୮।୫: (ଡିଏନ୍ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧିନରେ ଥିବା ଗୋଳବାଇ ଅଞ୍ଚଳରେ ଏକ ଦନ୍ତାହାତୀ ଦେଖାଯାଇଛି। ଉକ୍ତ ହାତୀଟି ନିଜ ଦଳରୁ ହଜି ଯାଇ ୨ ଦିନ ହେଲା ଖାଦ୍ୟ ଅନ୍ନେଷଣରେ ଆସି ଗାଁ ନିକଟରେ ଥିବା ଜଙ୍ଗଲରେ ରହୁଛି।…
ଟସ୍ ଜିତିଲା ପଞ୍ଜାବ କିଙ୍ଗ୍ସ, ବ୍ୟାଟିଂ କରିବ…
କୋଲକାତା,୮।୫: ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ…
ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦ କେରଲା ଷ୍ଟୋରୀ’
କୋଲକାତା,୮।୫: ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍ର ଜଣାଶୁଣା ପ୍ରଯୋଜକ ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’ ବକ୍ସ ଅଫିସ୍ରେ ଧମାଲ କରୁଛି।…
କର୍ନାଟକ ନିର୍ବାଚନ: କାହା ସମର୍ଥନରେ ଏମ୍ଏନ୍ଏସ୍, ରାଜ ଠାକରେ କହିଲେ…
ବେଙ୍ଗାଲୁରୁ,୮।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ତେବେ ପ୍ରଥମ ଥର ଉକ୍ତ ନିର୍ବାଚନରେ ମରାଠୀ ପ୍ରସଙ୍ଗକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ଦଳ ଗୋଟିଏ ମଞ୍ଚରେ ନଜର…
ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ
ପୁରୀ ଅଫିସ,୮।୫: ସୁପ୍ରିମକୋର୍ଟ ସୋମବାର ଶ୍ରୀମନ୍ଦିରର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଛନ୍ତି। ସୂଚନା ଅନୁଯାୟୀ, ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲା ନମ୍ବର ରହିଥିଲା…
ଉପକାରୀ ଗ୍ରୀନ୍ ମଟର
ଗ୍ରୀନ ମଟର ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ପ୍ରୋଟିନ୍, ଆଇରନ୍, ଫସ୍ଫରସ୍, ଭିଟାମିନ୍-ଏ, ଭିଟାମିନ୍-କେ, ଭିଟାମିନ୍-ସି ଭରି ରହିଛି। ଏହା ମେଦ ବହୁଳତାକୁ କମାଇବାରେ ସାହାଯ୍ୟ କରିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେରୁ ଜାଣିପାରିଛନ୍ତି। ଏଥିରେ କ୍ୟାଲୋରୀ…
ସମୁଦ୍ରରେ ଜଳପ୍ରପାତ, ଯାହା ଆଗରୁ କେବେ ଦେଖି ନ ଥିବେ, ଭିଡିଓ ଦେଖିଲେ…
ଦୁନିଆରେ ଅନେକ ସୁନ୍ଦର ଜଳପ୍ରପାତ ଅଛି, ଯାହା ମନକୁ ଆକର୍ଷିତ କରିଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏପରି ସ୍ଥାନରେ ପହଞ୍ଚିଥାନ୍ତି। କିନ୍ତୁ ଆପଣ କେବେ ଏପରି ଜଳପ୍ରପାତ ବିଷୟରେ ଶୁଣିଛନ୍ତି, ଯାହା ଜଳ ଭିତରେ ଅଛି? ଆଜି ଏମିତି ଏକ…
ମନୋବଳ ବଢ଼ାଇବ ରୋବୋ
ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ଚିନ୍ତାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭପ୍ରଦ ସାବ୍ୟସ୍ତ ହେବ। ଅର୍ଥାତ୍, ଯଦି ଜଣେ ବ୍ୟକ୍ତି ନକାରାତ୍ମକ ମାନସିକତା ଭିତରେ ଅଛନ୍ତି…
Archives


