Home

‘ଭାରତରେ ମୁସଲମାନ ସୁରକ୍ଷିତ ଏହା କହିବାକୁ ଭାଗବତ କିଏ’, ଆରଏସଏସ ମୁଖ୍ୟଙ୍କ ବୟାନକୁ ନେଇ ଗର୍ଜିଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୩।୬: ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ଖୁବ ଗର୍ଜିଛନ୍ତି। ଏମପି ଓଓ୍ବାଇସି ଆମେରିକାରେ ସୋମବାର ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି କି, ବାରମ୍ବାର ଯାହା ଆରଏସଏସ ପକ୍ଷରୁ କୁହାଯାଉଛି କି ଭାରତରେ ମୁସଲମାନ…

୭୦ ହଜାର ଯୁବବର୍ଗଙ୍କୁ ମିଳିଲା ଆପଏଣ୍ଟମେଣ୍ଟ ଲେଟର, ମୋଦି କହିଲେ ଭାଜପା ଶାସିତ ରାଜ୍ୟରେ ମିଳୁଛି ରୋଜଗାର

ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୦ ହଜାର ଯୁବବର୍ଗଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି।ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ଟା ୩୦ରେ ଭିଡିଓ କନଫରେନସିଂ ଜରିଆରେ ୭୦,୦୦୦ ନବ ନିଯୁକ୍ତ ଭର୍ତ୍ତି ପ୍ରାର୍ଥିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ରିଛନ୍ତି। ଏହି ଯୁବବର୍ଗଙ୍କୁ ସରକାରଙ୍କ…

ନିର୍ବାଚନ ପୂର୍ବରୁ ଦଳବଦଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପୁଅ ଓମ ପ୍ରକାଶ ଭାଜପାରେ ସାମିଲ

ଜୟପୁର,୧୩।୬: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କର ଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପୁଅ ଓମ ପ୍ରକାଶ ପାହାଡିଆ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତୀଭା…

ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସୁକ ହ୍ବାଇଟ ହାଉସ

ଓ୍ବାଶିଂଟନ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ଜୁନରେ ଆମେରିକା ଗସ୍ତରେ ଯିବେ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଭବନ ବା ହ୍ବାଇଟ ହାଉସ କହିଛି ଯେ ଭାରତ ଏବଂ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗିଦାରୀ ରହିଛି ଏବଂ କ୍ୱାଡ ମଧ୍ୟରେ ଆମର ଉତ୍ତମ…

ଗୋପନୀୟ ଡକ୍ୟୁମେଣ୍ଟ ମାମଲାରେ କୋର୍ଟରେ ହାଜର ହେବେ ଟ୍ରମ୍ଫ

ଓ୍ବାଶିଂଟନ,୧୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ହ୍ବାଇଟ ହାଉସରୁ ତାଙ୍କ ବାସଭବନକୁ ଗୋପନୀୟ ଡକ୍ୟୁମେଣ୍ଟ ସ୍ଥାନାନ୍ତର ଅଭିଯୋଗର ସମ୍ମୁଖୀନ ହୋଇ ସୋମବାର ମିଆମିରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତି ଗୋଟିଏ ପରେ ଗୋଟିଏ ଅନେକ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଡୋନାଲ୍ଡ…

‘ବିପର୍ଯ୍ୟୟ’ର କାଟାଗୋରି ଡାଉନଗ୍ରେଡ, ହେଲେ ଏବେବି ରହିଛି ବିପଦ

ନୂଆଦିଲ୍ଲୀ,୧୩।୬: ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଭାରତ ଉପକୂଳରେ ପହଞ୍ଚିବାକୁ ଆଉ ଦୁଇ ଦିନ ବାକି ଅଛି, କିନ୍ତୁ ଏବେଠାରୁ ସେ ତା’ର ଏହାର ରୂପ ଦେଖାଉଛି। ମୁମ୍ବାଇରୁ କେରଳ ଉପକୂଳ ପର୍ଯ୍ୟନ୍ତ ସମୁଦ୍ରରେ ଘୂର୍ଣ୍ଣିବଳୟ ବୃଦ୍ଧି ପାଉଛି। ଗୁଜୁରାଟରେ ଏହି ଘୂର୍ଣ୍ଣିବଳୟର…

ଫାଇନାଲରେ ଭାରତ

ଭୁବନେଶ୍ୱର, ୧୩।୬ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚତୁଃରାଷ୍ଟ୍ରୀୟ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଭାନୁଆଟୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଘରୋଇ ଦଳ ପକ୍ଷରୁ ଅଧିନାୟକ…

ବିକିଦେଲେ କିନ୍ତୁ ଟାଟା ପାରୁନି

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଇଦେବା ପାଇଁ ଘରୋଇ କମ୍ପାନୀକୁ ଭରସା କରାଯାଉଛି। ଘରୋଇ ସଂସ୍ଥା ରିଲାଏନ୍ସ ଏନର୍ଜି ଲୁଟ୍‌ କରି ଛାଡ଼ି ଚାଲିଯିବା ପରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ରାଜ୍ୟର ବିଦ୍ୟୁତ୍‌ ବଣ୍ଟନ ଭାର…

କୋଓ୍ବିନ୍‌ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ, ୧୩।୬: କୋଓ୍ବିନ୍‌ ପ୍ଲାଟ୍‌ଫର୍ମରେ ଦିଆଯାଇଥିବା ଆଧାର ନମ୍ବର, ପାନ୍‌ କାର୍ଡ ଆଦି ବ୍ୟକ୍ତିଗତ ଡେଟା ସର୍ବସାଧାରଣରେ ପ୍ରଘଟ ହୋଇଛି। ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ଆଧାର କାର୍ଡ ଓ ପାନ୍‌ କାର୍ଡ ବିବରଣୀ ‘ଟେଲିଗ୍ରାମ୍‌’ ମେସେଜିଂ ଆପ୍‌ରେ ଉପଲବ୍ଧ ହେଉଛି।…

ବଜାରରେ ହୋଣ୍ଡାର ନ୍ୟୁ-୨୦୨୩ ଡିଓ

ଭୁବନେଶ୍ୱର,୧୩।୬: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ନ୍ୟୁ-୨୦୨୩ ଡିଓକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ନୂଆ ୨୦୨୩ ଡିଓର ବଜାର…

ଖୁଚୁରା ମୁଦ୍ରାସ୍ଫୀତି ୪.୨୫%କୁ ହ୍ରାସ

ନୂଆଦିଲ୍ଲୀ, ୧୩ା୬: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୨୫ ମାସ ମଧ୍ୟରେ ସର୍ବନିମ୍ନ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ମୁଦ୍ରାସ୍ଫୀତିର ନିକଟତର ହୋଇଛି। ଖାଦ୍ୟ ସାମଗ୍ରୀ…

ସରକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ଭୋପାଳ,୧୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ବହୁ ମହଲା ବିଶିଷ୍ଟ ସରକାରୀ କାର୍ଯ୍ୟାଳୟ ସାତପୁରା ଭବନରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଲ୍ଡିଂ ଜଳୁଥିବାବେଳେ ନିଆଁ ଛାତ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?