Home

ଗୁଜରାଟକୁ ୨୧୯ ରନର ଟାର୍ଗେଟ୍ ଦେଲା ମୁମ୍ବାଇ…

ମୁମ୍ବାଇ,୧୨।୫ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ୍ ହରାଇ ୨୧୮ ରନ କରିଛି । ଫଳରେ ଗୁଜରାଟ ପାଇଁ…

‘ତାରକ ମେହେତା କା ଉଲଟା ଚଷମା’ ନିର୍ଦ୍ଦେଶକଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ସିରିଏଲ ଅଭିନେତ୍ରୀ

ମୁମ୍ବାଇ,୧୨।୫:ଚର୍ଚ୍ଚିତ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ ସବୁ ସିରିଏଲ ମଧ୍ୟରେ ଟ୍ରେଣ୍ଡିଂରେ ଥାଏ। ତେବେ ଏହି ଶୋରେ ମିସେସ୍‌ ରୋଶନ୍‌ ସିଂହ ସୋଢି ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରୀ ଶୋକୁ ସବୁଦିନ ପାଇଁ ଶୋ’କୁ ଛାଡି ଦେଇଛନ୍ତି।…

ନେପାଳ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୨।୫: ଷଷ୍ଠ ଭାରତ ମହାସାଗର ସମ୍ମିଳନୀ -୨୦୨୩ ରେ ଭାଗ ନେବାକୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଢାକାରେ ଅଛନ୍ତି। ଏହି ସମୟରେ ଶୁକ୍ରବାର ସେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ଏନ୍‌.ପି. ସାଉଦଙ୍କୁ ଭେଟିଛନ୍ତି। ନୂତନ ଦାୟିତ୍ୱ ପାଇଥିବାରୁ ଜୟଶଙ୍କର ତାଙ୍କୁ…

ଇମ୍ରାନଙ୍କ ଉପରେ ଅଭିଯୋଗ ଆଣିଲେ ବିବେକ, କହିଲେ ‘କଶ୍ମିର ଫାଇଲ୍ସ’ର ଗୀତକୁ ବେଆଇନ ଭାବେ ବ୍ୟବହାର କରିଛନ୍ତି

ମୁମ୍ବାଇ,୧୨।୫:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଗିରଫ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ କିଛି ସୁରକ୍ଷା ଦଳ କାର୍‌ରେ ନେଇଯାଉଥିବାର ଦେଖାଯାଇଥିଲା। ଏହି ଭିଡିଓଟି…

ବଡବିଲରେ ଏକାଧିକ ଚୋରି ମାମଲାରେ ୨ ଗିରଫ

ବଡବିଲ,୧୨।୫(ସ୍ବ:ପ୍ର:): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଚୋରି ଘଟଣାରେ ସଂପୃକ୍ତ ୨ ଜଣ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଇଥିବା…

ବାଚସ୍ପତି ଆରୁଖଙ୍କ ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୁକ୍ରବାର ଇସ୍ତଫା ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ଏବଂ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ…

ଭାଲୁକୁ ନେଇ ବନ ବିଭାଗ ନାକେଦନ, ଲୋକେ ଆତଙ୍କିତ

କେନ୍ଦୁଝର,୧୨।୫(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଯୋଗିମଠ ଗ୍ରାମ ନିକଟରେ ଏକ ବଣୁଆ ଭାଲୁ ଗ୍ରାମାଞ୍ଚଳକୁ ଚାଲି ଆସିବା ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଶୁକ୍ରବାର ସକାଳ ୭ଟା ସମୟରେ ଜଡିପଦା ଜଙ୍ଗଲରୁ ଗୋବର୍ଦ୍ଧନ ଦେଇ ଭାଲୁଟି ଆସୁଥିଲା। ଲୋକମାନେ ଭାଲୁଟିକୁ…

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଉପବାଚସ୍ପତିଙ୍କୁ ପଠାଇଥିବା କହିଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ଆରୁଖ ଇସ୍ତଫା ଦେବା ପରେ…

୬ହଜାର ଟଙ୍କାର ଦୂର୍ନୀତି କରିଛନ୍ତି ଇମ୍ରାନ ଖାନ୍‌: ଶାହାବାଜ ସରିଫ

ଲାହୋର,୧୨।୫:ପାକିସ୍ଥାନ ପ୍ରଧାନମନ୍ତ୍ରୀ ସାହାବାଜ ସରିଫ୍‌ ଶୁକ୍ରବାର ଇମ୍ରାନ ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି। କ୍ୟାବିନେଟ୍‌ ବୈଠକରେ ସେ କହିଛନ୍ତି ଯେ, ପିଟିଆଇ ଦେଶକୁ ବିପଦକୁ ଠେଲି ଦେଇଛି ଯାହାଦ୍ୱାରା ଦେଶ ଆଜି ବିପଦର ସାମ୍ନା କରୁଛି। ଇମ୍ରାନ ୬ହଜାର ଟଙ୍କାର ଦୂର୍ନୀତି କରିଛନ୍ତି।…

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୫: ମହାରାଷ୍ଟ୍ର ସରକାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି। ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଫେରାଇ ନିଆଯାଇଛି। ଏହାସହ ରାଜ୍ୟ ସରକାର ଡିସେମ୍ବର ୨୦୨୧ରେ ଜାରି କରିଥିବା ନିଲମ୍ବନ ଆଦେଶକୁ ବି…

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ୨ଜଣଙ୍କୁ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ,୧୨।୫: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରା ଘଟଣାରେ ସମ୍ପୃକ୍ତ ଜଣେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣଙ୍କୁ ୪ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ…

ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କ୍ୟାନସରରେ ପୀଡ଼ିତ, ପ୍ରଥମ କେମୋ ଥେରାପି ପରେ ଶେୟାର କଲେ ଭିଡିଓ

ଚଣ୍ଡିଗଡ଼,୧୨।୫: ଚଳିତ ବର୍ଷ ମାର୍ଚ୍ଚରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ଡାକ୍ତର ନବଜୋତ କୌର ସିଦ୍ଧୁ ସୂଚନା ଦେଇଥିଲେ କି ସେ କ୍ୟାନସରର ଦ୍ୱିତୀୟ ଷ୍ଟେଜରେ। ନିଜ ରୋଗ ସମ୍ପର୍କରେ ସୂଚନା ଦେଇ ନବଜୋତ ଏକ ଇମୋଶନାଲ ନୋଟ ଲେଖିଥିଲେ। ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri