ସ୍ବାଧୀନତାର ୭୬ବର୍ଷ ପରେ ଗୁହାରି ଶୁଣିଲେ ସରକାର,ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଦାରିଙ୍ଗବାଡି,୧୨।୫(ଡି.ଏନ.ଏ): ଦିଲୋରୀ ଓ ବୁଡାଗୁଡା ପଞ୍ଚାୟତର ଖଡଗ ନଦୀରେ ପୋଲ ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି। ଏଥିପାଇଁ ବିଜୁ ସେତୁ ଯୋଜନାରେ ୫କୋଟି ୪୮ ଟଙ୍କା ଅନୁଦାନ ଆସିଛି। ଏହି ପୋଲ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ କରାଯାଇ…
କର୍ନାଟକ ନିର୍ବାଚନ: କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ
ବେଙ୍ଗାଲୁରୁ,୧୨।୫: ଶେଷ ହୋଇଛି କର୍ନାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ। ଏବେ ସମସ୍ତଙ୍କ ନଜର କେଉଁ ଦଳ ଗଠନ କରିବ ସରକାର। ଆଉ କିଛି ଘଣ୍ଟା ପରେ କାଉଣ୍ଟିଂ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି।…
ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ ଯାହାକୁ ନେଇ ତାମିଲନାଡୁ ରାଜନୀତିରେ ହୋଇଥିଲା ହଙ୍ଗାମା…ଅର୍ଥମନ୍ତ୍ରୀରୁ ବିଦା ହେଲେ ଜଣେ ଶକ୍ତିଶାଳୀ ନେତା
ଚେନ୍ନାଇ,୧୨।୫:‘ଡିଏମକେ ଫାଇଲ୍ସ’କୁ ନେଇ ତାମିଲନାଡୁ ରାଜନୀତି ସରଗରମ ରହିଛି। କଂଗ୍ରେସ ଫାଇଲ୍ସ, କେରଲା ଷ୍ଟୋରି ପରି ଭାଜପା ଏହିଭଳି ପ୍ରୋପଗଣ୍ଡା ଫିଲ୍ମକୁ ରିଲିଜ୍ କରି ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛି। ସେହିପରି ଭାଜପା ଦ୍ୱାରା ପ୍ରଦର୍ଶିତ ଏହି ଫିଲ୍ମ ତାମିଲନାଡୁର ଡିଏମକେ…
‘ଦ କେରଲା ଷ୍ଟୋରି’କୁ ବ୍ୟାନ କରିବା ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଫିଲ୍ମ ‘ଦ କେରଲା ଷ୍ଟୋରି’ ମାମଲାର ଶୁକ୍ରବାର ଶୁଣାଣି କରିଛନ୍ତି। ଶୁଣାଣି କରି ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଛନ୍ତି। ଏଥିସହ ପଶ୍ଚିମବଙ୍ଗ ସରକାରଙ୍କୁ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି…
ଇମ୍ରାନଙ୍କୁ ଆଶ୍ୱସ୍ତି: ହାଇକୋର୍ଟରୁ ମିଳିଲା ଜାମିନ
ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଇକୋର୍ଟ ଶୁଣାଣି କରି ତାଙ୍କୁ ଦୁଇ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି। ଇମ୍ରାନଙ୍କ ମାମଲାର ଶୁଣାଣିରେ ତିନିଜଣିଆ…
ସଚ୍ଚିନ ପାଇଲଟଙ୍କ ଯାତ୍ରା ମଧ୍ୟରେ ଦିଲ୍ଲୀରେ କଂଗ୍ରେସର ବୈଠକ
ନୂଆଦିଲ୍ଲୀ,୧୨।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି। ସଚ୍ଚିନ ପାଇଲଟ ଗୁରୁବାର ପାର୍ଟିରୁ ଅଲଗା ହୋଇ ଜନ ସଂଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ଦେଖି ଶୁକ୍ରବାର…
‘ଦି କେରଲା ଷ୍ଟୋରି’ଫିଲ୍ମ ଭଲ କି ଖରାପ ତାହା ଦର୍ଶକଙ୍କୁ ସ୍ଥିର କରିବାକୁ ଦିଅନ୍ତୁୁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଶୁକ୍ରବାର ଫିଲ୍ମ ‘କେରଲା ଷ୍ଟୋରି’ ମାମଲାର ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଯଦି ସାରା ଦେଶରେ ଫିଲ୍ମର ସ୍କ୍ରିନିଂ ହେଉଛିି ତେବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫିଲ୍ମ ବ୍ୟାନ…
କଂଗ୍ରେସକୁ ଆରଏସଏସ ଫୋବିଆ: ସିପି ଜୋଶୀ
ଜୟପୁର,୧୨।୫:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭାଜପା ଏବଂ ଆରଏସଏସକୁ ଫାସିବାଦୀ କହିଥିବା ବୟାନକୁ ରାଜସ୍ଥାନର ଭାଜପା ସଭାପତି ସିପି ଜୋଶୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ନେତାଙ୍କୁ ଆରଏସଏସ ଫୋବିଆ ହୋଇଛି ସେଥିପାଇଁ ଏପରି ବୟାନ ଦେଉଛନ୍ତି।…
‘ମୁଁ ବି ଶୁଣିନି ମଙ୍କି ବାତ’, ମହୁଆଙ୍କ ବିବାଦୀୟ ଟୁଇଟ
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡରେ ସାମିଲ ନ ହେବାରୁ ୩୬ ଜଣ ନିର୍ସିଂ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ଏହାକୁ ନେଇ ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା…
‘ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ’
ପୁରୀ ଅଫିସ, ୧୨ା୫: ସନାତନ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ ତଥା ପ୍ରମୁଖ ଧାମ ଭାବେ ବିବେଚନା କରାଯାଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ ଦର୍ଶନ କରିବା ନିମନ୍ତେ ଦେଶ ବିଦେଶରୁ ବହୁ ଭକ୍ତ ପୁରୀକୁ ଆସିଥାନ୍ତି। ଶ୍ରୀମନ୍ଦିରରେ ପ୍ରବେଶ…
ଏନ୍ଓସି ବିନା ଚାଲିଛି ବେସରକାରୀ ସ୍କୁଲ
ରାଉରକେଲା ଅଫିସ,୧୨।୫: ରାଉରକେଲା ଶିକ୍ଷା ଜିଲାରେ ବେସରକାରୀ ସ୍କୁଲ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଉକ୍ତ ସ୍କୁଲ ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଧାରିତ ୫୧ଟି ମାନଦଣ୍ଡ ରହିଛି। ତେବେ ଏହି ମାନଦଣ୍ଡ ଅଭାବରୁ ଅନେକ ସ୍କୁଲକୁ ଗତ ଦୁଇବର୍ଷ ହେଲା…
ଆଇପିଏଲର ୫୭ ତମ ମ୍ୟାଚ: ଆଜି ଜିଟି-ଏମ୍ଆଇ ଲଢେଇ
ମୁମ୍ବାଇ,୧୨।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏହି ମ୍ୟାଚ ଜିତି ଗୁଜୁରାଟ ଦଳ…
Archives


