ସ୍ତ୍ରୀକୁ ପନିକିରେ ହାଣି ଗିରଫ ହେଲା ସ୍ବାମୀ
ଆନନ୍ଦପୁର,୧୬।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ ପନିକିରେ ହାଣିବାରୁ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଆନନ୍ଦପୁର ଥାନା ଖଡିପାଳ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ସ୍ବାମୀଙ୍କୁୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ସ୍ବାମୀ ଘସିପୁରା…
ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହେବ ଗଞ୍ଜାମ
ଛତ୍ରପୁର,୧୬।୫(ଡିଏନଏ ): ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହେବାର ଘୋଷଣା ହୋଇଛି । ଭାରତ ସରକାରଙ୍କ ଜଳ…
ହ୍ୟାଲୋ ମୁଁ ମୋ ଘରର ସମସ୍ତଙ୍କୁ ହତ୍ୟା କରି ଦେଇଛି… ଫୋନ କରି ନିଜେ କଲେ ଆତ୍ମହତ୍ୟା…
ନୂଆଦିଲ୍ଲୀ,୧୬।୫ : ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୬ ବର୍ଷର ଝିଅଙ୍କୁ ହତ୍ୟା କରି ଛୁରୀରେ ପୁଅ ଯୁବରାଜଙ୍କୁ ଆକ୍ରମଣ କରିଥିଲେ। ପୁଅ ବଞ୍ଚିଛି…
୧୨ମାସ ନୁହେଁ ପୂର୍ବରୁ ୧୦ ମାସ ରହିଥିଲା କ୍ୟାଲେଣ୍ଡରରେ…
ବର୍ତ୍ତମାନ ମେ ମାସ ଚାଲିଛି। ତେବେ ଏହା ପୂର୍ବରୁ ୪ମାସ ଚାଲିଗଲାଣି। ତେବେ ଆପଣ କେବେ ଭାବିଛନ୍ତି ଏହି ସବୁ ମାସର ନାମକରଣ ଏପରି କାହିଁକି ଏବଂ କେଉଁ ଆଧାରରେ ହୋଇଛି। ଏପରି ନାଁ ହେବାର କାରଣ କ’ଣ। ତେବେ ଜାଣନ୍ତୁ…
କୋର୍ଟଙ୍କୁ ବିହାର ପୋଲିସର ଅବମାନନା: ନିର୍ଦ୍ଦେଶ ପରେ ବି ଦାଏର ହୋଇନି ୧୫ ହଜାର ମାମଲା…
ପାଟନା,୧୬।୫ : ବିହାର ପୋଲିସ ବିଭାଗର କ୍ଷମତା ଏବେ କୋର୍ଟ ଅପେକ୍ଷା ବଡ଼ ହୋଇଥିବାର ଦେଖାଯାଉଛି। କାରଣ ବର୍ତ୍ତମାନ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରୁନାହିଁ। ପୋଲିସର ରେକର୍ଡ ଏହା ପ୍ରମାଣ କରୁଛି। ବାସ୍ତବରେ, ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେଶନରେ…
ସୁପ୍ରିମକୋର୍ଟଙ୍କ ଅବକାଶ ବେଞ୍ଚ ହାଇବ୍ରିଡ ମୋଡରେ କରିବେ ଶୁଣାଣି: ସିଜେଆଇ…
ନୂଆଦିଲ୍ଲୀ,୧୬।୫ : ସୁପ୍ରିମକୋର୍ଟଙ୍କ ଅବକାଶ ବେଞ୍ଚ ହାଇବ୍ରିଡ ମୋଡ (ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମୋଡ) ରେ ଶୁଣାଣି କରିବ ଯାହା ଦ୍ୱାରା ଆଇନଜୀବୀମାନେ ବିଭିନ୍ନ ସ୍ଥାନରୁ ହାଜର ହୋଇପାରିବେ। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ ମଙ୍ଗଳବାର ଏହା କହିଛନ୍ତି।…
ପଶ୍ଚିମବଙ୍ଗର ବାଣ କାରଖାନାରେ ବିସ୍ଫୋରଣ: ୭ ମୃତ
କୋଲକାତା,୧୬।୫: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲାର ଏଗ୍ରାଠାରେ ଏକ କାରଖାନା ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ବିସ୍ଫୋରଣ ଏକ ବେଆଇନ ବାଣ କାରଖାନାରେ ଘଟିଛି। ବିସ୍ଫୋରଣ…
ଡାକ୍ତରଙ୍କୁ ଜେନେରିକ ଔଷଧ ଲେଖିବାକୁ କେନ୍ଦ୍ରର ନିର୍ଦ୍ଦେଶ, ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ନୂଆଦିଲ୍ଲୀ,୧୬।୫ : ବର୍ତ୍ତମାନ କେନ୍ଦ୍ର ସରକାର ଜେନେରିକ ଔଷଧ ବ୍ୟବହାରକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ନିର୍ଦ୍ଦେଶ ଜାରି କରି କେନ୍ଦ୍ର ସରକାର ସମସ୍ତ ଡାକ୍ତରଙ୍କୁ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି ଯଦି ଡାକ୍ତରମାନେ…
ଜୁନ ୪ରେ କେରଳ ଛୁଇଁବ ମୌସୁମୀ: ହେବ ସାମାନ୍ୟ ବିଳମ୍ବ…
ନୂଆଦିଲ୍ଲୀ,୧୬।୫ : ଚଳିତ ବର୍ଷ ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି। ତେବେ ମୌସୁମୀର ଏହି ଧାର୍ଯ୍ୟ ସମୟ ସାମାନ୍ୟ ବିଳମ୍ବକୁ ଦର୍ଶାଉଛି ବୋଲି ପାଣିପାଗ ବିଭାଗ…
ଭାରତରେ ୫୦୦ କର୍ମଚାରୀଙ୍କୁ ଛଟେଇ କଲା ଆମାଜନ
ନୂଆଦିଲ୍ଲୀ,୧୬।୫:ଆମାଜନ ଭାରତରେ ତା’ର ୫୦୦ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ବର୍ତ୍ତମାନ ଭାରତରେ ବେରୋଜଗାର ସମସ୍ୟା ଦିନକୁ ଦିନ ବଢୁଥିବାବେଳେ ଇ-କମର୍ସ କମ୍ପାନୀମାନେ କର୍ମଚାରଙ୍କୁ ଚାକିରୀରୁ ବାହାର କରିଦେଉଛନ୍ତି। ଆମାଜନର ସିଇଓ ଆଣ୍ଡି ଜାସି ସାରା ବିଶ୍ୱରେ ଥିବା ଆମାଜନ କମ୍ପାନୀରୁ ୯୦୦୦…
ବିଦେଶକୁ ଔଷଧ ରପ୍ତାନୀ ପୂର୍ବରୁ ହେବ ଗୁଣବତ୍ତା ଯାଞ୍ଚ୍ !…
ନୂଆଦିଲ୍ଲୀ,୧୬।୫ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଏକ ନୂତନ ନୀତି ଆପଣାଇଛନ୍ତି। ଏହି ନୀତିରେ ମହାନିର୍ଦ୍ଦେଶକ ବୈଦେଶିକ ବାଣିଜ୍ୟକୁ ମଧ୍ୟ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କଠାରୁ ପରାମର୍ଶ ନିଆଯାଇଛି। ବିଦେଶକୁ ଔଷଧ ପଠାଇବା ପୂର୍ବରୁ ଆଞ୍ଚଳିକ କିମ୍ବା…
ମ୍ୟାନମାରରେ ବନ୍ଦର ନିର୍ମାଣ କରି ଚାଇନାକୁ ଚ୍ୟାଲେଞ୍ଜ ଦେଇଛି ଭାରତ…
ନାପିଦ୍ୱ,୧୬।୫ : ମ୍ୟାନମାରରେ ଚାଇନାର ବଢୁଥିବା ପ୍ରଭାବକୁ ଏବେ ଭାରତ ଏକ କଡ଼ା ଚ୍ୟାଲେଞ୍ଜ ଦେଇଛି। ଭାରତର ସହଯୋଗରେ ନିର୍ମିତ ଏକ ବନ୍ଦର ଏଠାରେ କାର୍ଯ୍ୟକ୍ଷମ ହୋଇଛି। ଏହି ବନ୍ଦର ମ୍ୟାନମାରର ଅନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବ। ଏହି ବନ୍ଦର ମ୍ୟାନମାରର…
Archives


