Home

ସୋନିଆଙ୍କ ଗୋଟିଏ ଫୋନ କଲ, ଆଉ ଜିଦ୍‌ ଛାଡ଼ିଲେ ଶିବକୁମାର…

ବେଙ୍ଗାଲୁରୁ,୧୮।୫ : କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେବେ। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ମୁଖ୍ୟନ୍ତ୍ରୀ ହେବାକୁ ଜିଦ ଧରିଥିବା ଶିବକୁମାରଙ୍କୁ ମନାଇବା ସହ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏଥିରେ ସବୁଠାରୁ ବଡ ଭୂମିକା ଗ୍ରହଣ…

୪୩ କ୍ୱିଣ୍ଟାଲ କୋଇଲା ଜବତ: ୪ ଗିରଫ

ଭଦ୍ରକ ଅଫିସ,୧୮।୫: ଭଦ୍ରକ ଜିଲା ନାୟାକାଣିଡ଼ିହି ପୋଲିସ ଗୁରୁବାର ୪୩ କ୍ୱିଣ୍ଟାଲ କୋଇଲା ଜବତ କରିଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପିକ୍‌ଅପ ଭ୍ୟାନ, ୮ ଟି ବାଇକ, ୫ ଟି ମୋବାଇଲ ପୋଲିସ ଜବତ…

ଡି.କେ ଶିବକୁମାର ଏକେଲା ଉପ ମୁଖ୍ୟମନ୍ତ୍ରୀ, ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ, କର୍ନାଟକରେ ୨୦ ମେ’ରେ ଶପଥ ଗ୍ରହଣ

ବେଙ୍ଗାଲୁରୁ,୧୮।୫: କର୍ନାଟକ ବିଧାନସଭା ନିର୍ବାଚନ ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଅଫିସିୟାଲି ଘୋଷଣା କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ହୋଇଥିବା ବେଳେ ଡି.କେ ଶିବକୁମାର ଏକେଲା ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ବୋଲି…

ହାଇଦ୍ରାବାଦରେ ଏସଆରଏଚ-ଆରସିବି ମୁହାଁମୁହିଁ…

ହାଇଦ୍ରାବାଦ,୧୮।୫ : ଆଇପିଏଲ ୨୦୨୩ର ୬୫ ତମ ମ୍ୟାଚରେ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ଏସଆରଏଚ ନଶମ…

ଡିଲିଟ୍‌ ହେବ ଗୁଗ୍‌ଲର ଇନଆକ୍ଟିଭ୍‌ ଆକାଉଣ୍ଟ

ନୂଆଦିଲ୍ଲୀ,୧୮।୫: ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଆକ୍ଟିଭ ଅଛି ତ। ଯଦି ଦୁଇ ବର୍ଷରୁ ଅଧିକ ହେଲାଣି ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଇନଆକ୍ଟିଭ୍‌ ଅଛି ତେବେ ସେଗୁଡିକ ଡିଲିଟ୍‌ ହୋଇଯିବ। ଇନଆକ୍ଟିଭ୍‌ ଆକାଉଣ୍ଟଗୁଡିକୁ ଡିସେମ୍ବର ୨୦୨୩ରୁ ଗୁଗ୍‌ଲ ଡିଲିଟ କରିବା ନେଇ ସୂଚନା…

ଜଲିକାଟ୍ଟୁର ଆଇନଗତ ବୈଧତା କାଏମ…

ଚେନ୍ନାଇ,୧୮।୫ : ଜଲିକାଟ୍ଟୁଙ୍କୁ ଏକ ଖେଳ ଭାବରେ ସ୍ବୀକୃତି ଦେଇଥିବା ତାମିଲନାଡୁ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଅଦାଲତ ଦର୍ଶାଇଛନ୍ତି ତାମିଲନାଡୁ କ୍ରୁଏଲିଟି ଟୁ ଆନିମଲ୍ସ ଆକ୍ଟ (ସଂଶୋଧନ), ୨୦୧୭ ଅନୁଯାୟୀ ପ୍ରାଣୀମାନଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ ଯନ୍ତ୍ରଣାକୁ…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ: ଜଣେ ମୃତ

କିଭ୍‌,୧୮ା୫: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଗୁରୁବାର ରୁଷିଆର ଏକ କ୍ଷେପଣାସ୍ତ୍ର ଓଡେସାର ଏକ ଶିଳ୍ପାନୁଷ୍ଠାନରେ ମାଡ଼ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏୟାର ଷ୍ଟ୍ରାଇକର ଧ୍ୱଂସାବଶେଷ ପଡ଼ି କିଭ୍‌ର ପୂର୍ବ ଦୁଇଟି ଜିଲାରେ…

ଶିବକୁମାର ରାଜି, ସୁରେଶ ଅରାଜି…

ବେଙ୍ଗାଲୁରୁ,୧୮।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରୁଥିବା ଡି.କେ ଶିବକୁମାର ଉପମୁଖ୍ୟନ୍ତ୍ରୀ ହେବେ। ଦଳର ସ୍ବାର୍ଥରେ ପାଇଁ ସେ…

ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ମନ୍ତ୍ରୀ

କଟକ ଅଫିସ,୧୮ା୫: ଗୁରୁବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ତେବେ ଏହି ସମୟରେ ମନ୍ତ୍ରୀ କହିଛନ୍ତି, ଗତଥର ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ନ…

ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହେଲେ ଶିବକୁମାର

ନୂଆଦିଲ୍ଲୀ,୧୮।୫: ଦୀର୍ଘ ଆଲୋଚନା ଏବଂ ବିଚାର ବିମର୍ଶ ପରେ କର୍ନାଟକ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦକୁ ସ୍ବୀକାର କରିଥିବା ସୂଚନା ମିଳିଛି। ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇଥିବା…

ଦୈନିକ ସଂକ୍ରମଣ ୯ ଶହ ତଳେ…

ନୂଆଦିଲ୍ଲୀ, ୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ବ୍ରିଟେନରେ ରିଲିଜ୍‌ ହେବ ‘ଦି କେରଲା ଷ୍ଟୋରି’

ଲଣ୍ଡନ,୧୮।୫: ବିବାଦୀୟ ଫିଲ୍ମ କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ଅନେକ ବିବାଦ ସତ୍ତ୍ୱେ ଫିଲ୍ମର ରୋଜଗାର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ତେବେ ଅନେକ ରାଜ୍ୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ଏହା ସାରା ଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri