ଆଡ୍ହକ କମିଟି ନିକଟରେ ୧୭୦୦ ଏଣ୍ଟ୍ରି
ନୂଆଦିଲ୍ଲୀ,୧୮ା୫(ପି.ଟି.): ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ୧୭ ଓ ୨୩ ବର୍ଷରୁ କମ୍ ଏସିଆନ୍ ରେସ୍ଲିଂ ଚାମ୍ପିୟନଶିପ୍ ଚୟନ ଟ୍ରାଏଲ୍ ଆୟୋଜନ କରିଛି ଆଡ୍ହକ୍ କମିଟି। ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ପକ୍ଷରୁ ରେସଲିଂ ଫେଡେରେଶନର ସମସ୍ତ କର୍ମୀଙ୍କୁ…
କ୍ଷତି ସହୁଛନ୍ତି ତୋଳାଳି, ମାଲାମାଲ ହେଉଛନ୍ତି ବେପାରୀ
ଡାବୁଗାଁ,୧୮ା୫ (ଡି.ଏନ୍.ଏ.): ଲଘୁ ବନଜାତ ଦ୍ରବ୍ୟର ଦର ଧାର୍ଯ୍ୟ ଏବଂ ବିକ୍ରି କରିବା ପାଇଁ ସରକାର ପଞ୍ଚାୟତ ସମିତିକୁ ଦାୟିତ୍ୱ ଟେକିଦେଇଛନ୍ତି। ଏହା କିନ୍ତୁ କେବଳ କାଗଜକଲମରେ ସୀମିତ ରହିଯାଉଛି । ଦର ତାଲିକା ପଞ୍ଚାୟତର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କ ପାଖରେ…
ଡୋପିଂ ମାମଲାରେ କେନିଆ ଧାବକ ବାସନ୍ଦ
ମୋନାକୋ, ୧୮ା୫ (ପି.ଟି.): କେନିଆ ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବୁଧବାର ବାସନ୍ଦ କରାଯାଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ବର୍ଗ ରେସ୍ରେ ସେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ବୁଧବାର ଆଥ୍ଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍(ଏଆଇୟୁ)…
ଲନ୍ ବଲ୍ସ ବୈଷୟିକ ଅଧିକାରୀଙ୍କ କର୍ମଶାଳା ଆରମ୍ଭ
ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ବୋଲିଂ ଆସୋସିଏଶନ ଆନୁକୂଲ୍ୟରେ ନୟାପଲ୍ଲୀସ୍ଥିତ ଇନ୍ଡୋର ହଲ୍ରେ ବୁଧବାରଠାରୁ ଲନ୍ ବଲ୍ସ ବୈଷୟିକ ଅଧିକାରୀ ଓ କୋଚ୍ଙ୍କ କର୍ମଶାଳା ଆରମ୍ଭ ହୋଇଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ…
ମରାମତି ହେଲା ସୋଲାର ପ୍ରକଳ୍ପ
ଦଶମନ୍ତପୁର,୧୮ା୫ (ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅଧୀନ ବାଟିସିଲଗୁଡ଼ା ଗ୍ରାମରେ ବର୍ତ୍ତମାନ ସୋଲାର ପ୍ରକଳ୍ପ ମରାମତି ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗାଁର ୭୨ ପରିବାରର ୩୮୬ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ…
ସାଲ୍ମିଙ୍କୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୧୮।୫(କ୍ରୀଡ଼ା ପ୍ରତିନିଧି): ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଚାଲିଥିବା ୨୬ତମ ଜାତୀୟ ଫେଡେରେଶନ କପ୍ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ମହିଳା ଡିସ୍କସ୍ ଥ୍ରୋରେ ଓଡ଼ିଶାର ସାଲ୍ମି କିସ୍ପୋଟାଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ବୁଧବାର ଅନୁଷ୍ଠିତ ପ୍ରତିଯୋଗିତାରେ ସାଲ୍ମି ୪୬.୩୧ ମିଟର ଦୂରତାକୁ ଥ୍ରୋ…
ସର୍ଗିଓ ଲୋବେରା ଓଏଫ୍ସିର ନୂଆ କୋଚ୍
ଭୁବନେଶ୍ୱର,୧୮ା୫ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଫୁଟବଲ୍ କ୍ଲବ(ଓଏଫ୍ସି)ର ମୁଖ୍ୟ କୋଚ୍ ଭାବରେ ସ୍ପାନିଶ ଫୁଟବଲର ସର୍ଗିଓ ଲୋବେରାଙ୍କୁ ନିଯୁକ୍ତି ଦିଆଯାଇଛି। ବୁଧବାର ଓଏଫ୍ସିର ମୁଖ୍ୟ କୋଚ୍ ଭାବରେ ସେ ଦୁଇବର୍ଷିଆ ଚୁକ୍ତି କରିଛନ୍ତି। ନିକଟରେ ସୁପର୍ କପ୍ ଜିତିବା ସହିତ ଏସିଆନ୍…
ଆଜିଠୁ ରାଉରକେଲାରେ ଜାତୀୟ ସବ୍ଜୁନିୟର ପୁରୁଷ ହକି
ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାତୀୟ ସବ୍ଜୁନିୟର ପୁରୁଷ ହକିର ୧୩ତମ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ୧୧ ଦିନିଆ ଟୁର୍ନାମେଣ୍ଟରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରିବେ। ନବନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା…
ହନୁମାନ ମନ୍ଦିର ଯାଏ ରେସ୍ଲରଙ୍କ ଶୋଭାଯାତ୍ରା
ନୂଆଦିଲ୍ଳୀ,୧୮ା୫(ପି.ଟି.): ଭାରତୀୟ ରେସ୍ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତର ଆନ୍ଦୋଳନରତ ଖେଳାଳିମାନେ ସମର୍ଥକଙ୍କ ସହିତ କନ୍ନଟ ପ୍ଲେସ୍ର ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହା ସହିତ ବଙ୍ଗଲା ସାହିବ…
ଥାନାକୁ ଡାକି ପୋଲିସ ପିଟିବା ଘଟଣାକୁ ୭ଦିନ ବିତିଲା
ନୟାଗଡ଼ ଅଫିସ,୧୮ା୫:ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ ପାଇଁ ଥାନାକୁ ଡକାଇ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ମାଡ଼ମରା ଘଟଣାକୁ ସପ୍ତାହେ ବିତିଛି । ହେଲେ ଘଟଣାର ତଦନ୍ତ କରାଯାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଘଟଣାକୁ…
ଗୋଟିଏ ଗ୍ରୁପ୍ରେ ଭାରତ, ପାକିସ୍ତାନ
ନୂଆଦିଲ୍ଲୀ, ୧୮।୫ (ପି.ଟି.): ସାଉଥ୍ ଏସିଆନ ଫୁଟବଲ ଫେଡେରେଶନ (ସାଫ୍) କପ୍ ବେଙ୍ଗାଲୁରୁଠାରେ ଆସନ୍ତା ଜୁନ୍ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ…
କଟକ ଜିତିଲା ସାହାଣୀ କପ୍
ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ଆନ୍ତଃ ଜିଲା ସାହାଣୀ କପ୍ ଫୁଟବଲ ଟୁର୍ନାମେଣ୍ଟର ୬୨ତମ ସଂସ୍କରଣ ବୁଧବାର ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଟକ-କନ୍ଧମାଳ ଦ୍ୱିତୀୟ ଫାଇନାଲ ୧-୧ ଗୋଲରେ ଡ୍ର ରହିଥିଲା। କନ୍ଧମାଳ ପକ୍ଷରୁ ବିଜୟ ମୁଖୀ ୪୦…
Archives


