ଭାଜପା ରାଜ୍ୟ ସରକାର ଡବଲ ୱାଶିଂ ମେଶିନ ଛଡା ଆଉ କିଛି ନୁହଁନ୍ତି : ଜୟରାମ ରମେଶ…
ନୂଆଦିଲ୍ଲୀ,୭।୩ : ମଙ୍ଗଳବାର କଂଗ୍ରେସ ୱାଶିଂ ପାଉଡର ଥିବା ଏକ ବିଜ୍ଞାପନକୁ ନେଇ ଭାଜପାକୁ କଡ଼ା ସମାଲୋଚନା କରିଛି। ସେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଭାଜପାର ରାଜ୍ୟ ସରକାର ଡବଲ ୱାଶିଂ ମେଶିନ ସିଷ୍ଟମ ଛଡା ଆଉ କିଛି…
ଲି କିୟାଙ୍ଗ ଚାଇନାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…
ବେଜିଂ,୭।୩ : ଲି କିୟାଙ୍ଗ ଚାଇନାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କ ନାମ ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ଉତ୍ତରାଧିକାରୀ ଭାବରେ ଘୋଷିତ ହୋଇପାରେ। ଜିନପିଙ୍ଗଙ୍କ ପ୍ରତ୍ୟେକ ୧୦ ବର୍ଷରେ ନେତୃତ୍ୱ…
ପୁଣି ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ, ଏଚ-୩ ଏନ-୨ ନେଇ ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ, ୭।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ ‘ଫ୍ରିନଜେକ୍ସ -୨୩’ ଆରମ୍ଭ…
ଥରୁଭାନନ୍ତପୁରମ,୭।୩ : ଭାରତ ଏବଂ ଫ୍ରାନ୍ସ ସୈନ୍ୟବାହିନୀ ମଧ୍ୟରେ ପ୍ରଥମ ମିଳିତ ସମରାଭ୍ୟାସ ମଙ୍ଗଳବାର କେରଳର ଥିରୁଭାନନ୍ତପୁରମରେ ଆରମ୍ଭ ହୋଇଛି। ମିଳିତ ଭାବେ ପରିଚାଳିତ ଏହି ସାମରିକ ଅଭ୍ୟାସର ନାମ ‘ଫ୍ରିନଜେକ୍ସ -୨୩’ ରଖାଯାଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଫ୍ରାନ୍ସ…
ମୋଦିଙ୍କ ଗୃହରାଜ୍ୟର ୫୬୦ ଧୀବର ପାକିସ୍ତାନ ଜେଲରେ ବନ୍ଦୀ: ବିଧାନସଭାରେ ସରକାରଙ୍କ ଜବାବ…
ଅହମଦାବାଦ,୭।୩ : ବିଧାନସଭାରେ ଗୁଜରାଟ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟର ୫୬୦ ଧୀବର ପାକିସ୍ତାନ ଜେଲରେ ଅଛନ୍ତି। ସେମାନେ ଭୁଲରେ ଭାରତୀୟ ସାମୁଦ୍ରିକ ସୀମା ପାର ହୋଇ ମାଛ ଧରୁଥିବାବେଳେ ପାକିସ୍ତାନୀ ତଟରକ୍ଷୀ ବାହିନୀ ହାତରେ ଧରାପଡିଥିଲେ। ବିଧାନସଭାରେ ଏ…
ପ୍ରଚଣ୍ଡଙ୍କ ଅଡୁଆ ବଢ଼ିଲା,ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ…
କାଠମାଣ୍ଡୁ,୭।୩ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସେ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏବେ ତାଙ୍କ ବିରୋଧରେ ନେପାଳର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପାଇଁ…
ବିଶ୍ୱର ଉନ୍ନତି ପାଇଁ ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରାଯିବା ଆବଶ୍ୟକ: ଜାତିସଂଘରେ ରୁଚିରାଙ୍କ ମନ୍ତବ୍ୟ…
ଜେନେଭା,୭।୩ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ମହିଳା ସ୍ଥିତି ଉପରେ କହିଛନ୍ତି। ଆଜିର ନୂତନ ଭାରତ ମହିଳା ଏବଂ ବାଳିକାଙ୍କ ସୁବିଧା ପାଇଁ ଆଧୁନିକ ଜ୍ଞାନକୌଶଳ ନିୟୋଜନ ଦ୍ୱାରା ଅନୁପ୍ରାଣିତ ହୋଇଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଇମ୍ରାନଙ୍କ ଐତିହାସିକ ରାଲିକୁ ମନେ ରଖିବେ ଆଗାମୀ ପିଢ଼ି: ପିଟିଆଇ ନେତା…
ଇସଲାମାବାଦ,୭।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ପଞ୍ଜାବରେ ଏକ ଐତିହାସିକ ରାଲିରେ ଦଳର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଏହି ରାଲି ସମ୍ପର୍କରେ ପୂର୍ବରୁ ଘୋଷଣା କରାଯାଇଥିଲା। ଇମ୍ରାନ ଏହାର ନେତୃତ୍ୱ…
ହୋଲିରେ କ’ଣ ପିନ୍ଧିବେ
ସାଙ୍ଗସାଥୀ ଓ ପରିବାର ସହ ମିଶି ରଙ୍ଗର ପର୍ବ ହୋଲିକୁ ବେଶ୍ ଆନନ୍ଦର ସହ ପାଳନ କରାଯାଇଥାଏ। ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧାକୁ ଆହୁରି ମଜଭୁତ କରିଥାଏ ଏହି ପର୍ବ। ରଙ୍ଗ ଖେଳିବା ସମୟରେ କ’ଣ ପିନ୍ଧିବେ ସେ ସମ୍ପର୍କରେ କେତୋଟି…
ମନୀଷ ସିସୋଡିଆ ଦେଶ ପାଇଁ ଜୀବନ ଦେଇପାରିବେ: କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦ୍ମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଏକ ଟିମ ତିହାର ଜେଲରେ ପହଞ୍ଚିଛି। ସିସୋଡିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ପକ୍ଷରୁ ମାର୍ଚ୍ଚ…
ସଫଳତା ଅନ୍ତରାଳେ…
ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମହିଳା ଦିବସ’। ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା, ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରାଇବା ଏବଂ ସେମାନଙ୍କୁ ସମାଜରେ ସମସ୍ତଙ୍କ ସହ ପାଦ ମିଳାଇ ଚାଲିବାକୁ ପ୍ରୋତ୍ସାହିତ…
ହୋଲିରେ ରଙ୍ଗ ଛଡ଼ାଉଥିଲେ..
ରଙ୍ଗର ପର୍ବ ହୋଲି। ଏହି ଖେଳର ମଜା ନିଆରା। ବେଶ୍ ମଉଜ ମସ୍ତିରେ ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଶରୀରରେ ଲାଗିଥିବା ରଙ୍ଗକୁ ଛଡ଼ାଇବା କଥା ଆସିଥାଏ। ଏଭଳି କେତେକ ରଙ୍ଗ ଅଛି, ଯାହା ସହଜରେ ଛାଡ଼ି ନ ଥାଏ।…
Archives


