ଫିଲିପ୍ସ ଏଜୁକେଶନ ସହ ସୋଆର ରାଜିନାମା
ଭୁବନେଶ୍ୱର,୧୫ା୩: ରାଜ୍ୟର ପ୍ରମୁଖ ଘରୋଇ ଶିିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେଶନ, ଫିଲିପ୍ସ ମେଶିନ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଶିକ୍ଷକ ଓ…
ଡାଲମିଆ ସିମେଣ୍ଟ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା
ଭୁବନେଶ୍ୱର,୧୫ା୩: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏବଂ ଡାଲମିଆ ସିମେଣ୍ଟ ମଧ୍ୟରେ ଏକ ବ୍ୟବସାୟିକ ବୁଝାମଣା ହୋଇଥିବା ଜଣାପଡ଼ିଛି। ବିଶେଷକରି ଫ୍ଲାଏ ଆଶ୍ ପାଉଁଶ ଭଳି ଶିଳ୍ପ ବଜ୍ୟବସ୍ତୁ ଯୋଗାଣ ପାଇଁ ଉଭୟ ସଂସ୍ଥା ଦୀର୍ଘଦିନ ହେଲା ସହଯୋଗିତା…
ପାର୍କରେ କୁକୁର ବୁଲାଉ ଥିବାରୁ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଗିଦ୍ କଲେ ପୋଲିସ…
ଲଣ୍ଡନ,୧୫।୩ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପୋଷା କୁକୁର କାରଣରୁ ହଟହଟା ହୋଇଛନ୍ତି। ଋଷି ସୁନାକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତି ସେଣ୍ଟ୍ରାଲ ଲଣ୍ଡନର ହାଇଡ ପାର୍କରେ ବିନା ବେଲ୍ଠରେ କୁକୁରରେ ବୁଲାଉଥିଲେ। ଏହି ପାର୍କରେ, ଯଦି…
ଡବ୍ଲ୍ୟୁଡିଆର୍ଏ-ପିଏନ୍ବି ବୁଝାମଣାପତ୍ର ସ୍ବାକ୍ଷର
ନୂଆଦିଲ୍ଲୀ,୧୫ା୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଏବଂ ଓ୍ବେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ରେଗୁଲାଟେରି ଅଥରିଟି (ଡବ୍ଲ୍ୟୁଡିଆର୍ଏ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ସହ ଇ-ଏନ୍ଡବ୍ଲ୍ୟୁଆର୍ ଜରିଆରେ ନେଣଦେଣ କରିବା…
୧୦,୦୦୦କର୍ମଚାରୀଙ୍କୁ ଛଟେଇ କରିବ ମେଟା
ନୂଆଦିଲ୍ଲୀ,୧୫ା୩: ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ତଥା ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ମେଟା(ପୂର୍ବର ଫେସ୍ବୁକ୍) ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ମିଳିଛି। ଏପରିକି ପୂର୍ବରୁ ମଧ୍ୟ କମ୍ପାନୀ ପ୍ରାୟ ୧୧ହଜାର କର୍ମଚାରୀଙ୍କୁ ଛଟେଇ…
୩ ଦିନରେ ୪୬୫ ବିଲିୟନ ଡଲାର ହ୍ରାସ
ନୂଆଦିଲ୍ଲୀ,୧୫ା୩: ଅନ୍ତଃରାଷ୍ଟ୍ରୀୟ ଶେୟାର ବଜାର ଏବଂ ଅର୍ଥନୀତିରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବିଶେଷକରି ଆମେରିକାରେ ସୃଷ୍ଟି ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ବିଶ୍ୱ ଅର୍ଥନୀତିକୁ ବେଶ୍ ପ୍ରଭାବିତ କରିଛି। କେବଳ ୩ଟି କାର୍ଯ୍ୟଦିବସରେ ଗ୍ଲୋବାଲ ଫାଇନାନ୍ସିଆଲ୍ ଷ୍ଟକ୍ସର ବଜାର ମୂଲ୍ୟ ୪୬୫…
ଅରୁଣାଚଳ ଉପରେ ଚାଇନାର ଦାବିକୁ ଆମେରିକା କଲା ଖଣ୍ଡନ…
ଓ୍ବାଶିଂଟନ,୧୫।୩ : ଆମେରିକା ଚାଇନା ଏବଂ ଅରୁଣାଚଳ ପ୍ରଦେଶକୁ ବିଭାଜନ କରୁଥିବା ମ୍ୟାକମାହନ ଲାଇନକୁ ଅନ୍ତର୍ଜାତୀୟ ସୀମା ଭାବରେ ବିବେଚନା କରିଛି। ଏହି ପ୍ରସଙ୍ଗରେ ଆମେରିକା ସଂସଦରେ ଏକ ଦ୍ୱିପାକ୍ଷିକ ସଂକଳ୍ପ ଉପସ୍ଥାପିତ ହୋଇଛି, ଯେଉଁଥିରେ ଅରୁଣାଚଳ ପ୍ରଦେଶ ଭାରତର ଏକ…
ମତେ ଜେଲ ପଠାଇବା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର: ନଓ୍ବାଜଙ୍କୁ ଇମ୍ରାନ୍ଙ୍କ ସମାଲୋଚନା…
ଇସଲାମାବାଦ,୧୫।୩ : ପୂର୍ବତନ ପାକିସ୍ତାନ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି। ଗତ ସପ୍ତାହରେ ପିଟିଆଇ ସମର୍ଥକ ଏବଂ ପାକିସ୍ତାନ ପୋଲିସ ମଧ୍ୟରେ ଇମ୍ରାନଙ୍କ ଘର ବାହାରେ ଧସ୍ତାଧସ୍ତିରେ ଦଶହଜାର ପାଖାପାଖି କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ ଏବଂ…
ସୁଖୋଇ-୨୭ ସହିତ ରିପର ଡ୍ରୋନ ଧକ୍କା: ରୁଷିଆ-ଆମେରିକା ମୁହାଁମୁହିଁ…
ମସ୍କୋ/ଓ୍ବାଶିଂଟନ,୧୫।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣ ସାଗରରେ ଘଟିଥିବା ଘଟଣା ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି। ବାସ୍ତବରେ ରୁଷିଆର ସୁଖୋଇ -୨୭ ବିମାନର ଅନ୍ତର୍ଜାତୀୟ ମଞ୍ଚରେ ଆମେରିକାର ରେପର୍ ଡ୍ରୋନ ସହିତ ମୁହାଁମୁହିଁ ହେବାର ଖବର ରହିଛି। ତେବେ…
ସମସ୍ତ ସୂଚନା ପାଇବାକୁ ହକ୍ଦାର ଉପଭୋକ୍ତା
ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୫ ରେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। ଜଣେ ଗ୍ରାହକଙ୍କ ପାଖରେ ଥିବା ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିବସର ମୂଳ ଲକ୍ଷ୍ୟ । ଗ୍ରାହକ ଅଧିକାର ସୂଚିତ କରେ ଯେ…
କେନ୍ଦ୍ର ପିଏମ୍ଏଓ୍ବାଇ ଅନିୟମିତତାର ତଦନ୍ତ କରାଇଛି କି
ନୂଆଦିଲ୍ଲୀ,୧୫ା୩: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ କୌଣସି ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅବଗତ କି। ଏହା ଉପରେ କେନ୍ଦ୍ର କୌଣସି ପ୍ରକାର ତଦନ୍ତ କରାଇଛି କି ବୋଲି ମଙ୍ଗଳବାର ବିଜେଡି ପକ୍ଷରୁ ଲୋକ ସଭାରେ ପ୍ରଶ୍ନ କରାଯାଇଛି।…
ସରକାର କିଣାବିକା ହେଉଛି: କେଜ୍ରିଓ୍ବାଲ
ଭୋପାଳ, ୧୫ା୩: ଚଳିତ ବର୍ଷ ଶେଷ ଭାଗରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଥିବାବେଳେ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗଓ୍ବନ୍ତ ମାନ୍ ଦୁଇଦିନ ହେଲା…
Archives


