ପୁରୀରୁ ହାଓଡା ମଧ୍ୟରେ ଚାଲିବ ୩ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ୱର,୫।୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୨୮ ଟ୍ରେନ୍ ବାତିଲ କରାଯାଇଥିବାବେଳେ ବହୁ ଟ୍ରେନ୍ର ଗତପଥ ପରିବର୍ତ୍ତନ କରାଯାଇଛି। ତେଣୁ ଉଭୟ ରେଳପଥର ସମନ୍ବୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ…
କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା
ପୂର୍ବ ସଂଖ୍ୟାରେ ଆମେ ସୂଚନା ଦେଇଥିଲୁ ମନ୍ଦିର ନିର୍ମାଣ ସମୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯାଉ ନ ଥିଲା। ଭଲ କାମରେ ପୁରସ୍କାର ଓ ସମ୍ମାନ, ଶୃଙ୍ଖଳା ଭଙ୍ଗରେ ଦଣ୍ଡ ବି ଦିଆଯାଉଥିଲା। ଗଜପତିଙ୍କ ସେନାପତିମାନେ ନିର୍ମାଣ ଦାୟିତ୍ୱରେ ରହିଥିବାର ଇତିହାସ ମିଳୁଛି।…
ଆମେରିକା ଆକାଶରେ ରହସ୍ୟମୟ ବିମାନ, ଫାଇଟର ଜେଟ କଲା ପିଛା …
ଓ୍ବାଶିଂଟନ,୫।୬ : ଆମେରିକାର ଫାଇଟର ଜେଟ ଦିନ ୱାଶିଂଟନ ଅଞ୍ଚଳରେ ଉଡ଼ୁଥିବା ଏକ ରହସ୍ୟମୟ ବିମାନର ପିଛା କରିଥିଲା। ପରେ ରହସ୍ୟମୟ ବିମାନଟି ଭର୍ଜିନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ଆମେରିକାର ରାଜଧାନୀ ୱାଶିଂଟନ ଡିସି ଆକାଶ ମାର୍ଗରେ ଏଭଳି ଘଟିଛି।…
ସରିଲା ମରାମତି, ଗଡ଼ିଲା ଟ୍ରେନ୍
ସରିଲା ମରାମତି, ଗଡ଼ିଲା ଟ୍ରେନ୍ବାଲେଶ୍ୱର ଅଫିସ,୫ା୬: ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗା ଷ୍ଟେଶନରେ ଗଡ଼ିଚି ଟ୍ରେନ୍। ଉଭୟ ଅପ୍ ଏବଂ ଡାଉନ ଲାଇନ୍ରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକ୍ରେ ରବିବାର ରାତିରେ…
ରାଜ୍ୟ ସ୍କୁଲ ଓପନ ଚେସ୍: ନମସ୍ୟା ଚାମ୍ପିୟନ
ଭୁବନେଶ୍ୱର, ୫ା୬ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ୍ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ ରବିବାର ରାଜ୍ୟ ସ୍କୁଲ ଓପନ ଚେସ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ ସେଣ୍ଟ…
ଓଡ଼ିଶାରେ ପହଞ୍ଚିଲେ ଭେଙ୍କଟପତି ରାଜୁ
ଭୁବନେଶ୍ୱର, ୫ା୬(ସ୍ପୋଟର୍ସ ବ୍ୟୁରୋ): ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁ ଓଡ଼ିଶାରେ ପହଞ୍ଚିଛନ୍ତି। ସୋମବାର ଠାରୁ ଯୁବ ସ୍ପିନର ମାନଙ୍କ ପାଇଁ ଏକ ୧୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ରାଜୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଓସିଏ…
ଆଫଗାନିସ୍ତାନରେ ୮୦ ଛାତ୍ରୀଙ୍କୁ ଦିଆଗଲା ଜହର …
କାବୁଲ,୫।୬ : ଆଫଗାନିସ୍ତାନରେ ପ୍ରାୟ ୮୦ ସ୍କୁଲ ଛାତ୍ରୀଙ୍କୁ ଜହର ଦିଆଯାଇଛିି। ଏନେଇ ତାଲିବାନ ଉପରେ ସନ୍ଦେହ କରାଯାଉଛି। କିନ୍ତୁ ତାଲିବାନ ଏହି ଘଟଣାରେ କୌଣସି ସମ୍ପୃକ୍ତିକୁ ଅସ୍ବୀକାର କରିଛି। ଉତ୍ତର ଆଫଗାନିସ୍ତାନର ପ୍ରାଥମିକ ବିଦ୍ୟାଳୟ ଉପରେ ଦୁଇଟି ପୃଥକ ଘଟଣାରେ…
ଦେବାଶିଷ ରନରଅପ୍
ଭୁବନେଶ୍ୱର, ୫।୬ (କ୍ରୀଡ଼ା ପ୍ରତିନିଧି): ହରିୟାଣାର ଝଜାରଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ବାଳକ ନ୍ୟାଶନାଲ ସିରିଜ ଟେନିସ ଚାମ୍ପିୟନଶିପ୍ରେ ଓଡ଼ିଶାର ଦେବାଶିଷ ସାହୁ ରନରଅପ୍ ହୋଇଛନ୍ତି। ପ୍ରଥମ ରାଉଣ୍ଡ ଓ ପ୍ରି-କ୍ୱାର୍ଟର ଫାଇନାଲକୁ ସହଜରେ ଜିତିଥିବା ଦେବାଶିଷ କ୍ୱାର୍ଟର ଫାଇନାଲଠାରୁ…
ଭଗବାନଙ୍କ ଦୟାରୁ ଦ୍ୱିତୀୟ ଜନ୍ମ ମିଳିଲା
ଭୁବନେଶ୍ୱର,୫ା୬(ବ୍ୟୁରୋ): କଥାରେ ଅଛି ରଖେ ହରି ତ ମାରେ କିଏ। କାଳର କରାଳ ରୂପ ଯେତେ ହେଉ ନା କାହିଁକି ନିଜେ ବଞ୍ଚତ୍ବା ସହ ନିଜ ପରିବାରବର୍ଗ ଓ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି ବିହାର ପାଟଣା ଅଞ୍ଚଳର ଯୁବକ ଅଟଳ। ଶୁକ୍ରବାର…
କ୍ୱାର୍ଟରରେ ଜୋକୋଭିଚ୍-ଖାଚାନୋଭ
ପ୍ୟାରିସ୍, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍ ଜୋକୋଭିଚ୍ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍ ଫେବରିଟ୍ ଭାବରେ ବିବେଚିତ ଜୋକୋଭିଚ୍ ଜୁଆନ୍ ପାବ୍ଲୋ ଭାରିଲାସଙ୍କୁ ୬-୩, ୬-୨, ୬-୨ ସେଟ୍ରେ ପରାସ୍ତ…
ପ୍ରକୃତିଭିତ୍ତିକ ସମାଧାନକୁ ଗୁରୁତ୍ୱ
ଭୁବନେଶ୍ୱର ,୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅନ୍ୟତମ ସାମାଜିକ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବିଶ୍ୱ ପରିବେଶ ଦିବସ-୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ୪ଟି ବିପର୍ଯ୍ୟୟ ପ୍ରବଣ ଜିଲାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଶେଷକରି ବିପର୍ଯ୍ୟୟ ଜନିତ ବିପଦ ହ୍ରାସ…
ଆମେରିକାନ୍ ଟୁରିଷ୍ଟର ନୂଆ କ୍ୟାମ୍ପେନ୍ ‘ବର୍ଣ୍ଣ ଟୁ କ୍ରସ୍ ବାଉଣ୍ଡାରିଜ’
ଭୁବନେଶ୍ୱର ,୫।୬: ଅନ୍ତଃରାଷ୍ଟ୍ରୀୟ ଲଗେଜ୍ ବ୍ରାଣ୍ଡ୍ ଆମେରିକାନ୍ ଟୁରିଷ୍ଟର ନୂଆ କ୍ୟାମ୍ପେନ୍ ‘ବର୍ଣ୍ଣ ଟୁ କ୍ରସ୍ ବାଉଣ୍ଡାରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କ୍ୟାମ୍ପେନ୍ ଲୋକଙ୍କୁ ନିଜର ଅଣଆବିଷ୍କୃତ ପାର୍ଶ୍ୱକୁ ଆବିଷ୍କାର କରିବା ପାଇଁ ଆହ୍ବାନ ଦେଉଛି। ବିଶେଷକରି ଆମେରିକାନ…
Archives


