ଆଜି ଦୁଇ ଟ୍ରେନ୍ ବାତିଲ
ଭୁବନେଶ୍ୱର,୫ା୬(ବ୍ୟୁରୋ): ବାହାନଗାଠାରେ ଟ୍ରେନ୍ ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଚାଲିଥିବାରୁ ସୋମବାର ପୁଣି ଦୁଇଟି ଟ୍ରେନ୍ ବାତିଲ କରାଯାଇଛି। ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସକୁ ରେଳବାଇ ପକ୍ଷରୁ ବାତିଲ କରାଯାଇଛି। ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ଦୀର୍ଘଘଣ୍ଟା ଅକ୍ଳାନ୍ତ…
ଆମେରିକୀୟ ଯୁଦ୍ଧ ପୋତକୁ ନିକଟରେ ଅତିକ୍ରମ କଲା ଚାଇନା ଜାହାଜ, ଆମେରିକାର ଚେତାବନୀ ସତ୍ତ୍ୱେ ଚାଇନା ଚୁପ…
ଓ୍ବାଶିଂଟନ,୫।୬ : ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ଆମେରିକାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା…
ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…
କାଠମାଣ୍ଡୂ,୫।୬ : ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟ ଏକ ସ୍ବଳ୍ପକାଳୀନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖପାତ୍ର ବିମଲ ପାଉଡେଲ କହିଛନ୍ତି ସୁପ୍ରିମକୋର୍ଟର ଜଷ୍ଟିସ ମନୋଜ ଶର୍ମାଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନ…
ଏମ୍ଆଇପି ନିର୍ମାଣ, ମରାମତିରେ ଅର୍ଥ ହରିଲୁଟ
କୋରେଇ,୫ା୬(ଡି.ଏନ.ଏ.): ଅଣଜଳସେଚିତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍ଆଇପି) କରି ବିପୁଳ ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍ ଡ୍ୟାମ ନିର୍ମାଣ କରୁଛନ୍ତି। ଚେକ୍ ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଚାଷୀଙ୍କ ପରାମର୍ଶ ନ ନେଇ ଠିକାଦାରଙ୍କ…
ନେପାଳରେ ହିନ୍ଦୁଙ୍କ ସଂଖ୍ୟା କମିଲା…
କାଠମାଣ୍ଠୁ,୫।୬ : ଗତ ଦଶନ୍ଧିରେ ନେପାଳରେ ହିନ୍ଦୁ ଏବଂ ବୌଦ୍ଧଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବାବେଳେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ ସ୍ବାରା ପ୍ରକାଶିତ ଜନଗଣନା -୨୦୨୧ ରିପୋର୍ଟ ଅନୁଯାୟୀ ନେପାଳର ଅଧିକାଂଶ ହିନ୍ଦୁ…
ପ୍ଲାଷ୍ଟିକ୍ ବଳୟରେ ବିଶ୍ୱ
ପ୍ରତିବର୍ଷ ଜୁନ୍ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ପ୍ରଦୂଷିତ ପରିବେଶ ସମ୍ପର୍କରେ ଉପସ୍ଥାପନା… ପ୍ଲାଷ୍ଟିକ୍ ମୁଖ୍ୟତଃ କୋଇଲା, ପେଟ୍ରୋଲିୟମ ଇତ୍ୟାଦି କିଛି ଜୀବାଶ୍ମ ଇନ୍ଧନ କଞ୍ଚାମାଲରୁ ପ୍ରସ୍ତୁତ…
ଏଆଇର କମାଲ, ତିଆରି ହେଲା ଏଲନ ମସ୍କଙ୍କର ପିଲା ଦିନର ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ…
ଓ୍ବାଶିଂଟନ,୫।୬ : ଏଲନ ମସ୍କ ବର୍ତ୍ତମାନ କିଛି ସମୟ ପାଇଁ ହେଡଲାଇନରେ ରହିଆସିଛନ୍ତି। ଜଣେ ଭାରତୀୟ ବର ଭାବରେ ପୋଜ କରୁଥିବା ଏକ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଉତ୍ପାଦିତ ପ୍ରତିଛବି ଉପରେ ପ୍ରତିକ୍ରିୟା କରିବା ପରେ, ଏଲନ ମସ୍କ ପୁନର୍ବାର ତାଙ୍କ ଫଲୋର୍ସମାନଙ୍କୁ…
କଳାପଥର ପାଇଁ ବିପଦରେ ଜଙ୍ଗଲ ଜମି
ଯାଜପୁର ଅଫିସ,୫ା୬: ସବୁଜିମା ସୃଷ୍ଟି ଓ ସୁରକ୍ଷା ନିମନ୍ତେ ସରକାରୀସ୍ତରରୁ ଆରମ୍ଭ କରି ବେସରକାରୀସ୍ତର ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତ୍ର ବାସ୍ତବପକ୍ଷେ ଦେଖିବାକୁ ଗଲେ ଯେତିକି ଜଙ୍ଗଲ ଅଛି ତା’ର ସୁରକ୍ଷା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ…
୭ ସ୍ଥାନରେ ଅନୁକମ୍ପାମୂଳକ ସହାୟତା ରାଶି ଦେଉଛି ରେଲଓ୍ବେ
ଭୁବନେଶ୍ବର,୫ା୬(ବ୍ୟୁରୋ): ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାରବର୍ଗ, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ସହଯୋଗ କରିବା ଲାଗି ଭାରତୀୟ ରେଲଓ୍ବେ ପକ୍ଷରୁ ୧୩୯ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି। ରେଲଓ୍ବେର ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ଏହି ୨୪ ଘଣ୍ଟିଆ ହେଲ୍ପଲାଇନରେ କଲ୍ କରୁଥିବା…
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା, ତୈଳ ଉତ୍ପାଦନ ହ୍ରାସ ଘୋଷଣା କଲା ସୌଦି ଆରବ…
ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ ଉତ୍ପାଦନକୁ ଆହୁରି ଏକ ମିଲିୟନ ବ୍ୟାରେଲ ହ୍ରାସ କରିବ ବୋଲି ସୌଦି ଆରବ ଘୋଷଣା…
ପୁରୀରୁ ହାଓଡା ମଧ୍ୟରେ ଚାଲିବ ୩ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ୱର,୫।୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୨୮ ଟ୍ରେନ୍ ବାତିଲ କରାଯାଇଥିବାବେଳେ ବହୁ ଟ୍ରେନ୍ର ଗତପଥ ପରିବର୍ତ୍ତନ କରାଯାଇଛି। ତେଣୁ ଉଭୟ ରେଳପଥର ସମନ୍ବୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ…
କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା
ପୂର୍ବ ସଂଖ୍ୟାରେ ଆମେ ସୂଚନା ଦେଇଥିଲୁ ମନ୍ଦିର ନିର୍ମାଣ ସମୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯାଉ ନ ଥିଲା। ଭଲ କାମରେ ପୁରସ୍କାର ଓ ସମ୍ମାନ, ଶୃଙ୍ଖଳା ଭଙ୍ଗରେ ଦଣ୍ଡ ବି ଦିଆଯାଉଥିଲା। ଗଜପତିଙ୍କ ସେନାପତିମାନେ ନିର୍ମାଣ ଦାୟିତ୍ୱରେ ରହିଥିବାର ଇତିହାସ ମିଳୁଛି।…
Archives


