ବୋମ୍ମାଇ-ସିଦ୍ଧରମୈୟା ମୁହାଁମୁହିଁ…
ବେଙ୍ଗାଲୁରୁ,୨୩।୪ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଟାର୍ଗେଟ କରିଛନ୍ତି। ସିଦ୍ଧରମୈୟା ଏକ ବିବୃତ୍ତି ଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେତେବେଳେ ସେ…
ଝାଳ ପରଫ୍ୟୁମ୍
ଗରମରେ ଝାଳ ବୋହିବା ସ୍ବାଭାବିକ୍। ଏଇ ଝାଳ ପାଇଁ ଶରୀର ଦୁର୍ଗନ୍ଧ ବି ହୁଏ। ତେଣୁ ଏଇ ଦୁର୍ଗନ୍ଧକୁ ଦୁରେଇବା ଲାଗି ଅନେକେ ଡ଼ିଓଡ୍ରାଣ୍ଟ ଓ ପରଫ୍ୟୁମ୍ ବ୍ୟବହାର କରନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ରାଜିଲର ଜଣେ ମଡେଲ ସ୍ବେଟ୍…
୫ ବର୍ଷ ଧରି ବନ୍ଦଥିବା ନୀରବ ମୋଦିଙ୍କ ୩ ଫ୍ଲାଟ ପାଲଟିଛି ଇଡ଼ିର ମୁଣ୍ଡବିନ୍ଧା…
ମୁମ୍ବାଇ,୨୩।୪ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସମୁଦ୍ର ମହଲ ବର୍ଲିରେ ଜବତ ହୋଇଥିବା ତିନିଟି ବିଳାସପୂର୍ଣ୍ଣ ଫ୍ଲାଟକୁ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱନ୍ଦ୍ୱରେ ପଡିଛି। କିଛି ଆଇନଗତ ପ୍ରତିବନ୍ଧକ ଯୋଗୁ ଇଡି ଏସବୁର ନିଲାମରୁ ଆନୁମାନିକ ବଜାର…
ଏକାଠି ନଜର ଆସିବେ ଅଜୟ ଦେବଗନ-ଦୀପିକା
ମୁମ୍ବାଇ: ଅଜୟ ଦେବଗନ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୦୩ରେ ଡେବ୍ୟୁ ଫିଲ୍ମ ‘ଜମିନ’ ପରଠାରୁ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଅନେକ ହିଟ୍ ଦେଇଛନ୍ତି। ‘ସିଂହମ’ ଏବଂ ‘ସିଂହମ ରିଟର୍ନସ’ର ସଫଳତା ପରେ ବର୍ତ୍ତମାନ ଅଜୟ…
କଳା ହେଇଯାଏ ଧଳା ଅଣ୍ଡା
ସମସ୍ତେ ଜାଣନ୍ତି ଅଣ୍ଡାର ରଙ୍ଗ ଧଳା। କିଛି ଅଣ୍ଡା ବାଦାମୀ ରଙ୍ଗର ବି ଥାଏ। ହେଲେ କେବେ କଳା ରଙ୍ଗର ଅଣ୍ଡା ଦେଖିଛନ୍ତି? ଭାବୁଥିବେ ଅଣ୍ଡା ରଙ୍ଗ କ’ଣ କେବେ କଳା ହୋଇପାରେ। ହେଲେ ଜାପାନରେ କିନ୍ତୁ କଳା ଅଣ୍ଡା ଦେଖିବାକୁ…
ଯେ କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଜିତ ପାଓ୍ବାରଙ୍କୁ ଫଡନାଭିସଙ୍କ ଉତ୍ତର…
ମୁମ୍ବାଇ,୨୩।୪ : ଭାରତୀୟ ଜନତା ପାର୍ଟି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ନେଇ ନିଜର ଉତ୍ତର ରଖିଛନ୍ତି। ଅଜିତ କହିଥିଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ…
ଭାରତର ନିଜସ୍ବ ପରମ୍ପରା ରହିଛି: ସମଲିଙ୍ଗୀ ବିବାହ ନେଇ ଜବାବ ଦେଲେ ରିଜିଜୁ…
ନୂଆଦିଲ୍ଲୀ,୨୩।୪ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କେନ୍ଦ୍ର ସରକାର ଏହା ଉପରେ ଏକ ଆପତ୍ତି ଉଠାଇଛନ୍ତି। ଏହି ବିଷୟରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ସମଲିଙ୍ଗୀ ସମ୍ପର୍କରେ ଥିବା ଲୋକଙ୍କ ପ୍ରତି ଆମର କୌଣସି ଆପତ୍ତି…
ଇଡେନ ଗାର୍ଡେନରେ କେକେଆର-ସିଏସକେ ମୁହାଁମୁହିଁ…
କୋଲକାତା,୨୩।୪ : ଆଇପିଏଲ-୨୦୨୩ର ୩୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିବ। ରବିବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ ଉଭୟ ଦଳ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲର ତୃତୀୟରେ ଥିବା ସିଏସକେ…
କେବେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ: ଉତ୍ତର ଦେଲେ ଆଇନ ମନ୍ତ୍ରୀ…
ନୂଆଦିଲ୍ଲୀ,୨୩।୪ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ ଶୀଘ୍ର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହା ସୂଚିତ କରିଛନ୍ତି। ଧାରା ୪୪କୁ ଦର୍ଶାଇ ରିଜିଜୁ କହିଛନ୍ତି,…
ସବୁଜ ପୃଥିବୀ ଲାଗି ପ୍ରୟାସ
ଦିନକୁ ଦିନ ପୃଥିବୀରୁ ପ୍ରାକୃତିକ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ଜଳବାୟୁ ପରିବର୍ତ୍ତନ ଘଟୁଛି। ପରିବେଶଜନିତ ନାନା ସମସ୍ୟା ଲାଗି ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏମିତି ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛନ୍ତି ଜଣେ ଗୃହିଣୀ। ସେ…
ନିଜ ଅଞ୍ଚଳ ପାଇଁ ପାଠାଗାର
ପୁସ୍ତକ ପଠନ ପ୍ରତି ସମସ୍ତେ କିପରି ଆଗ୍ରହୀ ହେବେ । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ କିପରି ଜନସଚେତନତା ସୃଷ୍ଟି ହୋଇପାରିବ। ସେଥିପାଇଁ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକର ବିକାଶ ନଗରଠାରେ ଗଢ଼ିଉଠିଛି ଏକ ଅନୁଷ୍ଠାନ। ବିପିନ…
ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଇଁ ଭୋଗ କିଣିଥିଲି
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଫୁଲପାଟଣା ଗ୍ରାମର ଏକ ଯୌଥ ପରିବାରରେ ମୋ ଜନ୍ମ। ବାପା ବୈଦ୍ୟନାଥ ନାୟକ ଯେହେତୁ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଚାକିରି କରୁଥିଲେ, ତେଣୁ ମୋ ଶିକ୍ଷାଦୀକ୍ଷା ରାଜଗାଙ୍ଗପୁର ଓ ରାଉରକେଲାରେ ହୋଇଥିଲା।…
Archives


