Home

ମେଜର ଲିଗ କ୍ରିକେଟ: ‘ଫଟାଫଟ କ୍ରିକେଟ’ରେ ଦେଖିବାକୁ ମିଳିବେ, ରସେଲ, ଶାଦବ, ରସିଦଙ୍କ ପରି ବହୁ ପ୍ରସିଦ୍ଧ ଖେଳାଳି…

ଓ୍ବାଶିଂଟନ,୧୨।୭ : ‘ଫଟାଫଟ କ୍ରିକେଟ’ର ସମ୍ପ୍ରତି ଲୋକପ୍ରିୟ ହେବାରେ ଲାଜିଛି। ଏହି ମର୍ମରେ ଅନ୍ୟ ଏକ ଲିଗ କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରିବାକୁ ପ୍ରସ୍ତୁତ। ଆମେରିକାରେ ମେଜର ଲିଗ କ୍ରିକେଟ ଗୁରୁବାର, ଜୁଲାଇ ୧୩ (ଭାରତୀୟ ସମୟ ଅନୁସାରେ ଜୁଲାଇ ୧୪)…

ଭାରତୀୟ ଦୂତବାସ ଆକ୍ରମଣକୁ ଦୃଢ ନିନ୍ଦା କଲେ ଆମେରିକୀୟ ସାଂସଦ ଶ୍ରୀ ଥାନେଦାର

ଓ୍ବାଶିଂଟନ୍‌,୧୨।୭: ଆମେରିକାର ସାସଂଦ ତଥା ପ୍ରଭାବଶାଳୀ ଭାରତୀୟ-ଆମେରିକୀୟ ଶ୍ରୀ ଥାନେଦାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି। ଏଥିସହ ଅପରାଧୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଛନ୍ତି। ଆମେରିକାରେ ଥିବା…

ଲୋକ ସଭା ନିର୍ବାଚନରେ ରାହୁଲଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେଇପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୭: କର୍ନାଟକ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ୨୯୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମିଶନ ମୋଡରେ କାମ କରୁଛି। କର୍ନାଟକରେ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କିଛି ରାଲି କରିଥିଲେ। ଏହି ସମାବେଶ କଂଗ୍ରେସ ସପକ୍ଷରେ ଏକ ଭଲ…

ଚାଇନାର ବିଆରଆଇ ଅଧିନରେ ଏୟାରପୋର୍ଟ ନିର୍ମାଣ ଦାବିକୁ ଖାରଜ କଲା ନେପାଳ

କାଠମାଣ୍ଡୁ,୧୨।୭: ନେପାଳର ବୈଦେଶିକ ମନ୍ତ୍ରୀ ଏନପି ସଉଦ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରୋଜେକ୍ଟ (ବିଆରଆଇ) ଅଧିନରେ ଏୟାରପୋର୍ଟ ନିର୍ମାଣର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନପି ଅନ୍ତର୍ଜାତୀୟ ସମ୍ପର୍କ ଏବଂ ପର୍ଯ୍ୟଟନ ସମିତିକୁ ସମ୍ବୋଧିତ କରୁଥିବା ସମୟରେ ନେପାଳରେ ବିଆରଆଇ ପ୍ରକଳ୍ପ…

ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ…

ପ୍ରୟାଗରାଜ,୧୨।୭ : ୨୫ ସପ୍ତାହ ଭୃଣର ଗର୍ଭପାତ କରିବାକୁ ଦାବି କରି ବୁଲନ୍ଦସହର ଜିଲାର ଜଣେ ୧୨ ବର୍ଷ ବୟସ୍କା ଦିବ୍ୟାଙ୍ଗ ବଳାତ୍କାର ପୀଡିତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ…

ଆଶେସ ସିରିଜ୍‌ ନେଇ ସୁନକ-ଅଲବ୍‌ନିଜ ମୁହାଁମୁହିଁ…

ଲଣ୍ଡନ/ମେଲବୋର୍ନ,୧୨।୭ : ଇଂଲଣ୍ଡରେ ଖେଳାଯାଉଥିବା ଆଶେସ ସିରିଜ ଏବେ ରୋମାଞ୍ଚକର ହୋଇଛି। ପ୍ରଥମ ଦୁଇଟି ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। କଙ୍ଗାରୁ ଟିମ ବର୍ତ୍ତମାନ ସିରିଜରେ ୨-୧ରେ ଆଗୁଆ ଅଛନ୍ତି। ଏଥି…

ଏସିଆ କପରେ ଟିମ୍‌ ଇଣ୍ଡିଆ ଯିବନି ପାକିସ୍ତାନ: ପାକ୍‌ କ୍ରୀଡା ମନ୍ତ୍ରୀଙ୍କୁ ଜବାବ ଦେଲା ବିସିସିଆଇ…

କୋଲକାତା,୧୨।୭ : ଏସିଆ କପ ଏବଂ ବିଶ୍ୱକପ ସମ୍ବନ୍ଧରେ ପାକିସ୍ତାନର ଡ୍ରାମା ବର୍ତ୍ତମାନ କିଛି ସମୟ ଧରି ଚାଲିଛି। ହାଇବ୍ରିଡ ମଡେଲ ଉପରେ ଏସିଆ କପ ଟୁର୍ନାମେଣ୍ଟ ସ୍ଥିର ହୋଇଥିବା ସତ୍ତ୍ୱେ ପାକିସ୍ତାନ ଏହା ଉପରେ ଏକ ବିବାଦ ସୃଷ୍ଟି କରିବାକୁ…

ଲୁଇସ କାରୋଲଙ୍କ ମାନହାନି ମକଦମାରେ ଟ୍ରମ୍ପ ହୋଇପାରନ୍ତି ଦୋଷୀ, ଦୁର୍ଷ୍କମ ଅଭିଯୋଗ ଆଣିଥିଲେ ମହିଳା

ଓ୍ବାଶିଂଟନ୍‌,୧୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିନକୁ ଦିନ ବିବାଦରେ ଛନ୍ଦି ହେଇଯାଉଛନ୍ତି। କେବେ ସରକାରୀ ଦସ୍ତାବିଜ ଲୁଚାଇ ରଖିବାରେ କିମ୍ବା କେବେ ନିର୍ବାଚନ ହାରିଯିବା ନେଇ ତାଙ୍କ ସମର୍ଥକଙ୍କୁ ଲଗାଇ ହ୍ବାଇଟ୍‌ ହାଉସ୍‌ ଆକ୍ରମଣ କରିବାରେ। ତେବେ ସେ ରାଷ୍ଟ୍ରପତି…

ନାଟୋରେ ୟୁକ୍ରେନ ଯୋଗଦେବା ନେଇ ମତଭେଦ…

ଓ୍ବାଶିଂଟନ,୧୨।୭ : ନାଟୋ ସଦସ୍ୟ ଦେଶରେ ଯୋଗଦେବା ପାଇଁ ତୁର୍କୀ ସ୍ବିଡେନକୁ ଅନୁମୋଦନ ପରେ ଏହି ଦେଶ ସମସ୍ତଙ୍କ ସହମତି ହାସଲ କରିଛି। କିନ୍ତୁ ୟୁକ୍ରେନର ଯୋଗଦେବା ଦାବି ନେଇ ନାଟୋର ସଦସ୍ୟ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି। ୟୁକ୍ରେନର ଦାବି…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ବ୍ରିଟେନ ନିଜ ନାଗରିକଙ୍କ ପାଇଁ ଜାରି କଲା ସତର୍କ ସୂଚନା…

ଇସଲାମାବାଦ/ଲଣ୍ଡନ,୧୨।୭ : ପାକିସ୍ତାନରେ ଆତଙ୍କବାଦ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗସ୍ତରେ ଆସିଥିବା ନାଗରିକଙ୍କ ପାଇଁ ବ୍ରିଟେନ ଏକ ଯାତ୍ରା ସତର୍କ ସୂଚନା ଜାରି କରିଛି। ଟ୍ରାଭେଲ ଆଡଭାଇଜରୀର ସର୍ବଶେଷ ଅପଡେଟରେ ଏଫସିଡିଓ କହିଛି, ଆତଙ୍କବାଦୀମାନେ ପାକିସ୍ତାନରେ ଆକ୍ରମଣ କରିବାକୁ…

ୟୁକ୍ରେନ ପାଇଁ ୬୫ ନିୟୁତ ଡଲାରର ସହାୟତା ପ୍ୟାକେଜ ଘୋଷଣା କଲା ବ୍ରିଟେନ…

ଲଣ୍ଡନ,୧୨।୭ : ଦୀର୍ଘ ଦିନ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନା ନେଉନାହିଁ। ଏହି ସମୟରେ ବ୍ରିଟେନ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ବ୍ରିଟେନ ସରକାର ମଙ୍ଗଳବାର କହିଛନ୍ତି ଯନ୍ତ୍ରପାତି ମରାମତି ତଥା ସାମରିକ ପୁନର୍ବାସ କେନ୍ଦ୍ର…

ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ସୀତାଙ୍କ ପରଲୋକ…

କାଠମାଣ୍ଡୁ,୧୨।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କ ପ୍ରଚଣ୍ଡଙ୍କର ସ୍ତ୍ରୀ ସୀତା ଦହଲଙ୍କ ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୀତା ଦହଲ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପ୍ରାୟ ଦୁଇ ବର୍ଷ ପୂର୍ବେ ପୁଷ୍ପ କମଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?