ରାଜସ୍ତାନରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣା: ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀ ନିଲମ୍ବିତ
ଜୟପୁର,୧୫।୬: ରାଜସ୍ଥାନର ଅଜମେର ଜିଲାରେ ଜନୈକ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଜଣେ ଆଇଏଏସ୍ ଏବଂ ଜଣେ ଆଇପିଏସ୍ ଅଧୀକାରୀଙ୍କୁ ନିଲମ୍ବନ କରାଯାଇଛି। ଦୁହିଁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଆଇଏଏସ୍ ଗିରିଧର ବେନିବାଲ ଏବଂ…
ମୋଦି ହିଁ କରିପାରିବେ ଯୁଦ୍ଧରେ ସମାପ୍ତି: ୟୁକ୍ରେନ ଶେଷ ଆଶା…
ନୂଆଦିଲ୍ଲୀ/କିଭ୍,୧୫।୬ : ରୁଷିଆର ଆକ୍ରମଣରେ ଅସୁବିଧାରେ ପଡ଼ିଥିବା ୟୁକ୍ରେନ ଆଶା କରୁଛି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଣି ପାରିବେ। ଗତ ମାସର ଜି-୨୦ ବୈଠକରେ ଜେଲେନସ୍କି ମୋଦିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ସେବେଠାରୁ…
ତିସ୍ତାଙ୍କୁ ୩୦ ଲକ୍ଷ ଦେଇଥିଲେ ଅହମ୍ମଦ ପଟେଲ, ଗୁଜରାଟ ସରକାରଙ୍କୁ ଅସ୍ଥିର କରିବା ଥିଲା ଉଦ୍ଦେଶ୍ୟ…
ଅହମଦାବାଦ,୧୫।୬ : ତିସ୍ତା ସେଟାଲଭାଡର ଜାମିନ ଆବେଦନକୁ ବିରୋଧ କରି ଗୁଜରାଟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ସେ ଜଣେ ରାଜନେତାଙ୍କ ପାଇଁ ସାଧନ ଭାବରେ କାର୍ଯ୍ୟ କରୁଥିଲେ। ସରକାର କରିଛନ୍ତି ଯଦି ତିସ୍ତା ସେଟାଲଭାଡ ଜାମିନ ପାଆନ୍ତି, ତେବେ ସେ ପ୍ରମାଣ…
ବିହାରରେ ସକ୍ରିୟ ପିଲା ଚାଲାଣ ର଼୍ୟାକେଟ୍
ପାଟନା,୧୫।୬: ଦେଶରେ ଗୋଲାପୀ ସହର ଭାବେ ପରିଚିତ ଜୟପୁରରେ ଏକ ଅଭାବନୀୟ ଘଯଣା ଘଟିଛି। ବାହାର ରାଜ୍ୟରୁ ପିଲାଙ୍କୁ କିଣି ଜୟପୁରସ୍ଥିତ ଭଟ୍ଟା ବସ୍ତିରେ କାମ କରାଯାଉଛି। ସୂଚନାମୁତାବକ, ଏଠାରେ ୨୨ଜଣ ପିଲାଙ୍କୁ ଜବରଦସ୍ତି ଗହଣା ତିଆରି କରିବା କାମରେ ଲଗାଯାଉଛି।…
‘ମହିଳାଙ୍କ ପାଇଁ ସଂସଦ ସୁରକ୍ଷିତ ନୁହେଁ’
ସିଡ୍ନୀ,୧୫ା୬: ଅଷ୍ଟ୍ରେଲିଆର ଜଣେ ମହିଳା ସାଂସଦ ତାଙ୍କ ସହକର୍ମୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। କାନ୍ଦି କାନ୍ଦି ସେ କହିଛନ୍ତି, ସଂସଦ ଗୃହ ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ। ସିନେଟ୍ରେ ମହିଳା ସାଂସଦ ତାଙ୍କ ପକ୍ଷ ରଖିଥିଲେ। ସାଂସଦ…
ସଙ୍କଟ ସମୟରେ ଏକା ହୋଇଗଲେ ଟ୍ରମ୍ପ, ସ୍ତ୍ରୀଙ୍କୁ ଦେଖିବାକୁ ମିଳୁନି ସାଥୀରେ
ଓ୍ବାଶିଂଟନ,୧୫ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ କୋର୍ଟରେ ହାଜର ହୋଇଥିଲେ, ମେଲାନିଆ ତାଙ୍କୁ ଦେଖା କରି ନ ଥିଲେ। ଏହା ପରେ…
ମୋଦି ସରକାରଙ୍କ ‘ନାଲି ଆଖି’ରେ ଲାଗିଛି ଚାଇନା ଚଷମା: ଖାର୍ଗେ
ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ନିକଟରେ ଗଲଓ୍ବାନ ଖାଟିରେ ୩ ବର୍ଷ ପୂର୍ବେ ଅନେକେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନା ସେନାଙ୍କ ଅନୁପ୍ରବେଶକୁ ରୋକିବା ସମୟରେ ଏହି ଘଟଣାରେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିଲା।ଏଥିରେ ୨୦ ଭାରତୀୟ…
ଜାତିସଂଘରେ ନିର୍ମିତ ହେବ ସ୍ମୃତି ପ୍ରାଚୀର: ଶାନ୍ତି ମିଶନର ସୈନିକମାନଙ୍କ ପାଇଁ ଉତ୍ସର୍ଗ…
ଜେନେଭା,୧୫।୬ : ମିଳିତ ଜାତିସଂଘର ସାଧାରଣ ସଭା ଭାରତ ନେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ମୃତି ପ୍ରାଚୀର ନିର୍ମାଣ କରାଯିବ। ଏହି ସ୍ମାରକୀ କାନ୍ଥରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ଅଭିଯାନରେ…
ଫିଲିପାଇନ୍ସରେ ଭୂକମ୍ପ
ମାନିଲା,୧୫ା୬: ଗୁରୁବାର ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି, ଫିଲିପାଇନ୍ସର ରାଜଧାନୀର ଦକ୍ଷିଣ-ପଶ୍ଚିମ ଦିଗରେ ଏହି କମ୍ପନ ଅନୁଭୂତ ହୋଇଥିବା ବେଳେ ଏଥିରେ ବ୍ୟାପକ କ୍ଷୟକ୍ଷତି କିମ୍ବା ଆହତ ହେବା ଖବର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।…
ବାଇକ୍ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଇ ଗୁରୁତର
ଜମନକିରା,୧୫ା୬(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଅନ୍ତର୍ଗତ ରାଜରାସ୍ତା ୫୩ ପିଠାମାରେନ ପୋଲ ନିକଟରେ ହୋଇଥିବା ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଜମନକିରା ବ୍ଲକ…
ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂଙ୍କୁ ହତ୍ୟା
ନୂଆଦିଲ୍ଲୀ,୧୫।୬: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ଅବତାର ସିଂଙ୍କ ମୃତ୍ୟୁ ହୋଇଛି। ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।ସେ ଇଂଲଣ୍ଡର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ…
ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିବା ବୋମା ଅପେକ୍ଷା ଶକ୍ତିଶାଳୀ ବୋମା ଆମ ପାଖରେ ଅଛି: ବେଲାଋଷର ରାଷ୍ଟ୍ରପତି
ମିନସ୍କ,୧୫।୬: ଋଷର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ବର୍ତ୍ତମାନ ବେଲାଋଷରେ ପହଞ୍ଚିଛି। ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ଏନେଇ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମକୁ କ୍ଷେପଣାସ୍ତ୍ର ଏବଂ ବୋମା ମିଳିଛି। ୧୯୪୫ମସିହାରେ ହିରୋସିମା ଏବଂ ନାଗାସାକି ଉପରେ…
Archives


