Home

ବିଳମ୍ବ ହେଲା ଆସିବାରେ ତୁମର: ଫିଲ୍ମ ଷ୍ଟାଇଲରେ ବିଚାରପତିମାନଙ୍କୁ ସ୍ବାଗତ କଲେ ଚନ୍ଦ୍ରଚୂଡ଼…

ନୂଆଦିଲ୍ଲୀ,୧୨।୭ : ସୁପ୍ରିମକୋର୍ଟ ରେ ଦୁଇଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଓକିଲ କଲପତି ଭେଙ୍କଟାରମଣ ବିଶ୍ୱନାଥନଙ୍କୁ ନିଯୁକ୍ତି ଦିଆଯାଇଛି। ଉଭୟ ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ…

ନେପାଳ ହେଲିକପ୍ଟର ଦୁର୍ଘଟଣା: ନେପାଳ ପୂର୍ବରୁ ଭାରତକୁ ତାଜମହଲ ଦେଖିବାକୁ ଆସିଥିଲେ ଯାତ୍ରୀ

କାଠମାଣ୍ଡୁ,୧୨।୭: ନେପାଳର ସୋଲୁଖୁରୁ କାଠମାଣ୍ଡୁ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଏହି ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣ ମେକ୍ସିକୋର ନାଗରିକ ଏବଂ ସେମାନେ ଗୋଟିଏ ପରିବାରର ଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ…

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ ମାର୍ଚ୍ଚ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ବିଶେଷ କିଛି କରିପାରି ନ ଥିଲା, କିନ୍ତୁ ଏହାର କାହାଣୀ ନିଶ୍ଚିତ ଭାବରେ…

ନେପାଳ ଗସ୍ତରେ ଚାଇନା ଚାଣକ୍ୟ: ୨୩ ଜୁଲାଇରୁ ଆରମ୍ଭ…

ବେଜିଂ,୧୨।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ଭାରତ ଗସ୍ତ ଏବଂ କାଠମାଣ୍ଡୁ ଗସ୍ତ ପାଇଁ ଆମେରିକାର ଅଧିକାରୀଙ୍କ ଯୋଜନା ପରେ ଚାଇନା ବର୍ତ୍ତମାନ ନେପାଳ ପାଇଁ ନିଜର ନୂଆ ଯୋଜନା ଆରମ୍ଭ କରିଛି। ଚାଇନା ଶାସକ କମ୍ୟୁନିଷ୍ଟ…

ଗୁଜରାଟ, ପଶ୍ଚିମବଙ୍ଗ ରାଜ୍ୟ ସଭା ଆସନ ପାଇଁ ଭାଜପା ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜ୍ୟ ସଭା ପାଇଁ ହେବାକୁ ଥିବା ଦ୍ୱି ବର୍ଷୀୟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକାରେ ମୋଟ ତିନୋଟି…

ଜୋରିମନା ଦେବେ ଥଲାପତି ବିଜୟ

ସାଉଥ୍‌ ଅଭିନେତା ଥଲାପତି ବିଜୟ ରାଜନୀତିରେ ଯୋଗ ଦେବା ଚର୍ଚ୍ଚା ଭିତରେ ଟ୍ରାଫିକ୍‌ ନିୟମ ଭାଙ୍ଗିଛନ୍ତି। ପାନିୟରରେ ଭିଏମଆଇ ସଦସ୍ୟଙ୍କୁ ଭେଟି ଘରକୁ ଫେରୁଥିବାବେଳେ ବିଜୟ ଦୁଇଟିରୁ ଅଧିକ ସ୍ଥାନରେ ଟ୍ରାଫିକ୍‌ ନିୟମ ଭାଙ୍ଗିଥିଲେ। ଫଳରେ ବିଜୟଙ୍କୁ ମଧ୍ୟ ଜୋରିମନା କରାଯାଇଛି।…

ପାକିସ୍ତାନରେ ବନ୍ୟା ବିତ୍ପାତ: ଭାରତକୁ ଦାୟୀ କଲେ ପାକିସ୍ତାନ ନାଗରିକ

ଇସଲାମବାଦ,୧୨।୭: ସାରା ବିଶ୍ୱରେ ଏବେ ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ଦେଖାଯାଇଛି। କେବଳ ବର୍ଷା, ବନ୍ୟା କି ଭୂସ୍ଖଳନ ନୁହେଁ ସ୍ଥାନେ ସ୍ଥାନେ ମରୁଡି ସମସ୍ୟା ମଧ୍ୟ ଉପୁଜିଛି। ପ୍ରକୃତିର ଏହି କରାଳ ରୂପରେ ସାରା ବିଶ୍ୱ ଆତଙ୍କିତ ହୋଇ…

ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…

ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ ମୂଲ୍ୟରେ…

ରାହୁଲ ହେବେ ବର, ଅନ୍ୟମାନେ ହେବେ ବରଯାତ୍ରୀ: ୨୦୨୪ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ତାରିକ ଅନଓ୍ବରଙ୍କ ସୂଚନା…

ନୂଆଦିଲ୍ଲୀ,୧୨।୭ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଜୁନ ମାସରେ ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ପ୍ରଥମ ପର୍ଯ୍ୟାୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ…

ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଚାକିରିରୁ ଛଟେଇ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ

ଇସଲାମବାଦ,୧୨।୭: ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନ ପସନ୍ଦ ଆସିଲା ନାହିଁ ବୋଲି ଚାକିରିରୁ କରିଦେଲେ ବିଦା। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ମହଙ୍ଗା ପଡିଛି। ରିପୋର୍ଟ ଅନୁଯାୟୀ, ପିଟିଭି ସାମ୍ବାଦିକ ଆଜମ ଚୌଧୁରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଜଣେ…

ତିବ୍ଦତରେ ଚାଇନାର ଭିତ୍ତିଭୂମି ପ୍ରକଳ୍ପ ଯୋଜନା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି

ନୂଆଦିଲ୍ଲୀ,୧୨।୭: ଚାଇନା ତିବ୍ଦତ ଅଞ୍ଚଳରେ ବଢୁଥିବା ଜନସଂଖ୍ୟାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛିି। ଏହି ବିବାଦୀୟ ଅଞ୍ଚଳରେ ଭିତ୍ତିଭୂମିର ନିବେଶ କରିବା ସହ ସହରୀକରଣ କରୁଛି। ନିକଟରେ ଚାଇନା ଚେଙ୍ଗଦୁ ଏବଂ ଲାସାକୁ ସଂଯୋଗ କରୁଥିବା ସ୍ନୋ ମାଉଣ୍ଟେନ ରେଳ ଟନେଲ ପ୍ରକଳ୍ପକୁ…

ଭାରତୀୟ ନୌସେନାକୁ ମିଳିବ ରାଫାଲ-ଏମ୍‌…

ନୂଆଦିଲ୍ଲୀ,୧୨।୭ : ଅନ୍ୟ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇପାରେ। ଏହା ଅନ୍ତର୍ଗତ ଭାରତୀୟ ନୌସେନାକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏଶନରୁ ୨୬ ରାଫାଲ-ମେରାଇନ (ରାଫାଲ-ଏମ) ଯୁଦ୍ଧ ବିମାନ ମିଳିବ। ଚଳିତ ମାସ ଶେଷରେ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?