Odisha Elections 2024
Posted inଜାତୀୟ

ମୋ ନାଁ ନେଇ ଚାଲିଛି ବଡ଼ ଠକେଇ: ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ମୁମ୍ବାଇ ଏବଂ ମଧ୍ୟପ୍ରଦେଶ ପୋଲିସ ନିକଟରେ ଏକ ଅଭିଯୋଗ କରିଛନ୍ତି। ସଞ୍ଜୟ ସିଂ ଟୁଇଟ କରି କହିଛନ୍ତି, ମୋ ନାଁ ନେଇ ଏକ ବଡ଼ ଠକେଇ ଚାଲିଛି। ମୋ ନାମ ଏବଂ ନମ୍ବରରୁ ପ୍ରଥମେ ମଧ୍ୟପ୍ରଦେଶ ଅଧ୍ୟକ୍ଷ ରାନୀ ଅଗ୍ରୱାଲ ଜୀଙ୍କୁ ଫୋନ ଯାଇଥିଲା। ମୋ ନାଁ କୁହାଯାଇ ତାଙ୍କଠାରୁ ଟଙ୍କା ମାଗିଥିଲେ। ଗୁରୁବାର ମୁମ୍ବାଇ ଅଧ୍ୟକ୍ଷ ପ୍ରୀତି ମୋହନ ଜୀଙ୍କୁ ଏକ କଲ ଆସିଛି। ଏହା କିପରି ଘଟୁଛି? ମୁମ୍ବାଇ ପୋଲିସ ଏବଂ ମଧ୍ୟପ୍ରଦେଶ ପୋଲିସ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ସ୍ବାମୀଙ୍କ ସହ ମିଶି ଆତ୍ମହତ୍ୟା କଲେ ନାବାଳିକା: ଥାନା ଜାଳିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ପାଟନା,୧୮।୫: ବିହାର ଅରାରିଆରେ ଏକ ଅଭବାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷର ଝିଅ ତାଙ୍କ ଭିଣେଇ ମିଠୁ ସିଂଙ୍କ ସହିତ ମିଶି ତରବାରୀ ପୋଲିସ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍‌ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ

ଚଣ୍ଡିଗଡ଼,୧୮।୫: ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ନିକଟ କେଏମପି ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସରେ କୌଣସି...

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

ନୂଆଦିଲ୍ଲୀ,୧୮ା୫ (ପି.ଟି.): ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ...

ବିଭବଙ୍କୁ ଖୋଜୁଛି ୮ ପୋଲିସ ଟିମ୍‌

ନୂଆଦିଲ୍ଲୀ,୧୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ସଭା ସଦସ୍ୟା ସ୍ବାତୀ ମାଲିଓ୍ବାଲ ଆଣିଥିବା ସଙ୍ଗିନ...

ଭାଜପା ସମର୍ଥନରେ ଆସିଲା ଆଉ ଏକ ଦଳ, କଲା ଘୋଷଣା

ନୂଆନିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଚାରୋଟି ପର୍ଯ୍ୟାୟ ମତଦାନ ସରିଯାଇଛି। ରାଜ୍ୟର ୩୯ ଟି ଲୋକ ସଭା ଆସନରେ ଭୋଟ ଶେଷ ହେବା...

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri