ଆମାବାସ୍ୟାରେ ସ୍ବାମୀଙ୍କ ପାଦ ଛୁଇଁ ପୂଜା କଲେ ଏହି ଅଭିନେତ୍ରୀ
ସାଉଥ୍ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା ଅମାବାସ୍ୟାରେ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ସେ ହଳଦିଆ ରଙ୍ଗର ସୁଟ ପିନ୍ଧି ତାଙ୍କ ସ୍ବାମୀଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି। ସ୍ସେ କ୍ୟାପସନରେ ଲେଖିଛନ୍ତି- ମୁଁ…
ଏନଡିଏ ବୈଠକରେ ଯୋଗଦେବେ ୩୮ ଦଳ, ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକର ଦ୍ୱିତୀୟ ଦିନ
ନୂଆଦିଲ୍ଲୀ,୧୮।୭: ବେଙ୍ଗାଲୁରୁ ପରେ ମଙ୍ଗଳବାର ଦିଲ୍ଲୀରେ ଏନଡିଏ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଏନଡିଏ ବୈଠକରେ ୩୮ ଦଳ ସାମିଲ ହୋଇପାରନ୍ତି। ଚିରାଗ ପାସଓ୍ବାନ ବି ଔପଚାରିକ ଭାବେ ଏନଡିଏରେ ସାମିଲ ହେବେ। ଅନ୍ୟପକ୍ଷରେ, ୨୬ ବିରୋଧୀ ଦଳର ଦୁଇ ଦିନିଆ…
‘ପ୍ରୋଜେକ୍ଟ କେ’ରେ ଦୀପିକାଙ୍କ ପ୍ରଥମ ଲୁକ୍ ଭାଇରାଲ
ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ଦୀପିକା ପାଦ୍ୟୁକୋନଙ୍କ ପ୍ରଥମ ଲୁକ୍ ଭାଇରାଲ ହୋଇଛି। ବୈଜୟନ୍ତୀ ମୁଭିଜ୍ର ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମରେ ଦୀପିକାଙ୍କ ଲୁକ୍ ମୁକ୍ତିଲାଭ କରିଛି। ଦୀପିକାଙ୍କୁ ଫଟୋରେ ରାଗ ମୁଡ୍ରେ ଦେଖାଯାଇଛି। ସେ କିଛି ଦେଖୁଥିବାର ନଜର ଆସିଛନ୍ତି।…
ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ପ୍ରତିମୂର୍ତ୍ତି ସ୍ଥାପନ
ଅଯୋଧ୍ୟା,୧୮।୭: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରଥମ ମହଲାରେ ପାଞ୍ଚ ବର୍ଷର ଶିଶୁ ରୂପରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପନ କରାଯିବ। ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ। ଶ୍ରୀ ରାମ…
ଦିନକରେ ୫ ଲକ୍ଷ କୋଟିର ଅଧିକ ନିବେଶ ବୃଦ୍ଧି
ନୂଆଦିଲ୍ଲୀ,୧୮।୭: (ଅଭୟ ଦାଶ): ଗତ କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। କାରଣ କ୍ରମାଗତ ଭାବେ ପୁଞ୍ଜି ବଜାରରେ ନିବେଶ ବୃଦ୍ଧି ଘଟିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ସୋମବାର ଭାରତୀୟ…
ଏସ୍ବିଆଇର ନବୀକୃତ ସଚିବାଳୟ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୧୮।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ନବୀକୃତ ଶାଖାଗୁଡ଼ିକର ସମୂହ ଶୁଭାରମ୍ଭ କାର୍ଯ୍ୟକ୍ରମ ସୋମବାର ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଲୋକସେବା ଭବନ (ସଚିବାଳୟ) ପରିସରରେ ଥିବା ଏସବିଆଇର ନବୀକୃତ ସଚିବାଳୟ (ସେକ୍ରେଟାରିଏଟ) ଶାଖାକୁ ଏସବିଆଇର ଅଧ୍ୟକ୍ଷ…
ବେଦାନ୍ତ ଇ-ଲର୍ନିଂ ଅଭିଯାନର ପୂର୍ତ୍ତି ଉତ୍ସବ
ଭୁବନେଶ୍ୱର,୧୮।୭: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍ ଝାରସୁଗୁଡ଼ା ପକ୍ଷରୁ ୨୦୨୨ରେ ଆରମ୍ଭ କରାଯାଇଥିବା ଇ-ଲର୍ନିଂ ଅଭିଯାନର ପ୍ରଥମ ପୂର୍ତ୍ତି ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ…
ବିଓବି ପକ୍ଷରୁ ଏମ୍ଏସ୍ଏସ୍ସିର ଶୁଭାରମ୍ଭ
ଭୁବନେଶ୍ୱର, ୧୮।୭: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍ସ ସାର୍ଟିଫିକେଟ୍’ (ଏମ୍ଏସ୍ଏସ୍ସି)ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ ନୂତନ ପଦକ୍ଷେପ ବୋଲି ବିଓବି…
ଆଇଜିକେସିରେ ଓଡିଟିଏମ୍ ଅଧିବେଶନ
ଭୁବନେଶ୍ୱର,୧୮।୭: ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟ୍ (ଓଡିଟିଏମ୍)ର ଉଦ୍ଘାଟନୀ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଭୁବନେଶ୍ୱର ପରିସରରେ ଓଡିଟିଏମର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବଂ…
ଆଇଡିବିଆଇର ସ୍ବତନ୍ତ୍ର ବକେଟ ଉନ୍ମୋଚିତ
ଭୁବନେଶ୍ୱର,୧୮।୭: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ବକେଟର ଉନ୍ମୋଚନ ହୋଇଯାଇଛି। ବିଶେଷକରି ବ୍ୟାଙ୍କ ପକ୍ଷରୁ ୩୭୫ ଦିନ ପାଇଁ ଏକ ଅମୃତ ମହୋତ୍ସବ ଏଫଡିର ଶୁଭାରମ୍ଭ କରାଯାଇଛି, ଯାହାକି ବାର୍ଷିକ ୭.୬୦%ର ଏକ ସର୍ବୋଚ୍ଚ ସୁଧ ହାର ପ୍ରଦାନ…
ସୀମା ହେଦର ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ ବଢିଲା
ଲକ୍ଷ୍ନୌ,୧୮।୭: ଉତ୍ତରପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାାଡ (ୟୁପି ଏଟିଏସ) ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ଜଣେ ପାକିସ୍ତାନୀ ମହିଳା ସୀମା ହେଦରଙ୍କ ଦୀର୍ଘ ସମୟ ପଚରାଉଚରା କରିଛି। ଗୁପ୍ତଚର ଏଜେନ୍ସିରୁ ମିଳିଥିବା ‘ନିର୍ଦ୍ଦିଷ୍ଟ’ ସୂଚନାକୁ ଆଧାର କରି…
ଜବତ ଏତେ, ଲୁଚିଛି କେତେ
ନୂଆଦିଲ୍ଲୀ,୧୮ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ତତ୍ତ୍ୱାବଧାନରେ ସୋମବାର ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଦ୍ୱାରା ସାରା ଦେଶରେ ୧,୪୪,୦୦୦ କେ.ଜି. ଡ୍ରଗ୍ସ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨,୩୮୧ କୋଟି ଟଙ୍କା ହେବ। ସଦ୍ୟ କାର୍ଯ୍ୟାନୁଷ୍ଠାନ…

