ମନ୍ଦିର କୂଅ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୩୬
ଭୋପାଳ, ୧।୪: ରାମନବମୀ ପାଳନ ଅବସରରେ ଗୁରୁବାର ଇନ୍ଦୋର ସହରର ପଟେଲ ନଗର ଅଞ୍ଚଳରେ ଥିବା ବେଲେଶ୍ୱର ଝୁଲେଲାଲ ମହାଦେବ ମନ୍ଦିର କୂଅର ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୬ରେ ପହଞ୍ଚତ୍ଛି। ମନ୍ଦିର ପରିସରରେ ପ୍ରବଳ ଗହଳି…
ଛତିଶଗଡ଼ରେ ଆଜିଠୁ ବେରୋଜଗାରି ଭତ୍ତା
ନୂଆଦିଲ୍ଲୀ,୧।୪: ଛତିଶଗଡ଼ ସରକାର ଏପ୍ରିଲ ୧ରୁ ରାଜ୍ୟରେ ବେରୋଜଗାରି ଭତ୍ତା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ଛତିଶଗଡ଼ର ବେକାର ଯୁବତୀଯୁବକମାନଙ୍କୁ ରାଜ୍ୟ ସରକାର ମାସିକ ୨,୫୦୦ ଟଙ୍କା ଲେଖାଏ ଯୋଗାଇଦେବେ। ଏଥିପାଇଁ ରାଜ୍ୟ ବଜେଟରେ ୨୫୦ କୋଟି ଟଙ୍କା…
ଗିରଫ ନା ଆମତ୍ସମର୍ପଣ
ଓ୍ବାଶିଂଟନ,୧।୪: ୨୦୦୬ ଜୁଲାଇ ମାସର କଥା। ଆମେରିକାର ତତ୍କାଳୀନ ବିଶିଷ୍ଟ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ୬୦ ବର୍ଷ ହେଉଥିଲା। ୨୭ ବର୍ଷୀୟା ପର୍ନ ଆକ୍ଟେସ୍ ଷ୍ଟର୍ମି ଡାନିଏଲ୍ସ (ମୂଳ ନାମ ଷ୍ଟେଫାନି କ୍ଲିଫ୍ଫୋର୍ଡ)ଙ୍କ ସହ ହୋଇଥିଲା ଟ୍ରମ୍ପ୍ଙ୍କ ପ୍ରଥମ ଦେଖା। ଏହି…
ଆରମ୍ଭରୁ ଗୁଜରାଟର ବିଜୟ ଅଭିଯାନ
ଅହମଦାବାଦ,୩୧।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ୍ର ୧୬ତମ ସଂସ୍କରଣର ଶୁକ୍ରବାର ଉଦ୍ଘାଟନୀ ମ୍ୟାଚ୍ରେ ୫ ଉଇକେଟରେ ଗୁଜରାଟ ବିଜୟୀ ହେବା ସହ ଅଭିଯାନ ଆରମ୍ଭ କରିଛି। ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ଟସ୍ ଜିତି ବୋଲିଂ ନିଷ୍ପତ୍ତି…
ଉଦ୍ଘାଟନୀ ମ୍ୟାଚ୍ରେ ଟସ୍ ଜିତିଲା ଗୁଜରାଟ
ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ…
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ମହାମୁକାବିଲା
ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ପ୍ରସିଦ୍ଧ ଗାୟକ ଅରିଜିତ ସିଂ ଗୀତ ଗାଇ ଦର୍ଶକଙ୍କ ମନ ମୋହିଛନ୍ତି। ଏପରିକି ଅରିଜିତ ପିଆନୋ ବଜାଇ ସଂଗୀତ ପରିବେଷଣ…
ଝାରସୁଗୁଡା ଉପନିର୍ବାଚନ: ଦୀପାଳି ଦାସ ବିଜେଡି ପ୍ରାର୍ଥୀ
ଭୁବନେଶ୍ବର,୩୧।୩(ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସୂଚନାଯୋଗ୍ୟ, ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩ ତାରିଖରେ…
‘କିସି କା ଭାଇ କିସି କା ଜାନ୍’ର ନୂଆ ଗୀତ ରିଲିଜ
ମୁମ୍ବାଇ: ସଲମାନ ଖାନ୍ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଲାଟେଷ୍ଟ ଗୀତ ‘ବଟୁକମ୍ମା’ ରିଲିଜ କରିଛନ୍ତି। ‘ବଟୁକମ୍ମା’ ହେଉଛି ତେଲେଙ୍ଗାନାର ବାର୍ଷିକ ମହୋତ୍ସବ। ଯାହା ତେଲେଙ୍ଗାନାର ମହିଳାମାନେ ୯ ଦିନ ଧରି ପାଳନ କରନ୍ତି ଏବଂ…
କରୋନା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୩୧।୩: ଗତ କିଛି ଦିନ ହେବ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ଦିଲ୍ଲୀରେ…
ଫର୍ମୁଲା ଓ୍ବାନ୍ ମୋଟର ରେସିଂ ୨୦୨୩
ଫର୍ମୁଲା ଓ୍ବାନ୍ ମୋଟର ରେସିଂର ୭୪ତମ ସଂସ୍କରଣ ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି। ଏହି ସିଜନରେ ବିଶ୍ୱର ବିଭିନ୍ନ ସର୍କିଟ୍ରେ ମୋଟ ୨୩ଟି ରେସ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାହାରିନ୍ ଓ ସାଉଦି ଆରବିୟାନ ଗ୍ରାଁ ପ୍ରି ଶେଷ ହୋଇଯାଇଥିବାବେଳେ ରେଡ୍ବୁଲ୍…
ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ୭ ମୃତକଙ୍କ ପାଇଁ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲାର ଶାସନ ଥାନା ଅନ୍ତର୍ଗତ ପରମାଣପୁରକୁ ଝାରସୁଗୁଡ଼ାରର ବଡ଼ଧରା ଗାଁରୁ ଏକ ବରାଯାତ୍ରୀ ଦଳ ଆସିଥିଲେ। ବରଯାତ୍ରୀ ନାଚ, ଗୀତ ସାରି ଭୋଜି ଖାଇ ଘରକୁ ଫେରିବା ସମୟରେ ଭୟଙ୍କର ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଯାଇଛି।…
ଇଣ୍ଡିଆନ ପ୍ରିମିୟର ଲିଗ୍ କାର୍ଯ୍ୟସୂଚୀ
ତାରିଖ ମ୍ୟାଚ୍ ସ୍ଥାନ ସମୟ ମାର୍ଚ୍ଚ ୩୧ ଗୁଜରାଟ ବନାମ ଚେନ୍ନାଇ ଅହମଦାବାଦ ରାତି ୭.୩୦ ଏପ୍ରିଲ ୧ ପଞ୍ଜାବ ବନାମ କୋଲକାତା ମୋହାଲି ଅପରାହ୍ନ ୩.୩୦ ଲକ୍ଷ୍ନୌ ବନାମ ଦିଲ୍ଲୀ ଲକ୍ଷ୍ନୌ ରାତି ୭.୩୦ ଏପ୍ରିଲ ୨ ହାଇଦ୍ରାବାଦ ବନାମ…
Archives


