ଲିଣ୍ଡା ଟୁଇଟରର ନୂଆ ସିଇଓ
ଓ୍ବାଶିଂଟନ୍, ୧୩।୫: ମାଇକ୍ରୋବ୍ଲଗିଂ ଆପ୍ ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡା ୟାକାରିନୋଙ୍କ ନାମ ଘୋଷଣା କରାଯାଇଛି। ଟୁଇଟର ମାଲିକ ଏଲନ ମସ୍କ ଶୁକ୍ରବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟୁଇଟରର ନୂଆ ସିଇଓ ଭାବେ ଲିଣ୍ଡାଙ୍କୁ…
ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆଜି
ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶନିବାର ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଗଣମାଧ୍ୟମକୁ ସୂଚନା…
୨୭ ରନରେ ମୁମ୍ବାଇ ବିଜୟୀ
ମୁମ୍ବାଇ,୧୩।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ କରିଥିଲା। ଫଳରେ ଗୁଜରାଟ ପାଇଁ…
କର୍ନାଟକରେ କିଏ ଗଢିବ ସରକାର, ଆଜି ଆସିବ ଫଳାଫଳ…
ବେଙ୍ଗାଲୁରୁ,୧୨।୫: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। କର୍ନାଟକ ନିର୍ବାଚନ ଫଳାଫଳର ଅଧିକାଂଶ ଏକଜିଟ ପୋଲରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି ତାହା…
ସର୍ତ୍ତ ମାନିଲେ କଂଗ୍ରେସ ଓ ଭାଜପା ସହ ମେଣ୍ଟ ସରକାର ଗଠନ କରିବୁ:ଜେଡିଏସ୍
ବେଙ୍ଗାଲୁରୁ,୧୨।୫:କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଜେଡିଏସ ମୁଖ୍ୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳର ମୁଖ୍ୟ ଏଚଡି କୁମାରସ୍ବାମୀ କହିଛନ୍ତି ଯେ, ଦଳ ନିଜ ସର୍ତ୍ତରେ ଭାଜପା କିମ୍ବା କଂଗ୍ରେସ ସହିତ ମେଣ୍ଟ ସରକାର…
ପାରିବାରିକ କଳହରେ ବିଷ ପିଇ ଜୀବନ ହାରିଲେ ବିବାହିତା ମହିଳା
କୋକସରା,୧୨।୫(ଡି.ଏନ.ଏ) ପାରିବାରିକ କଳହ ଅସହ୍ୟ ହେବାରୁ ମାନସିକ ଚାପରେ ଆସି କୀଟନାଶକ ଔଷଧ ପିଇ ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା କନ୍ଦା ବୁଟୁରା ପଞ୍ଚାୟତ ତୁନଗାଁରେ। ଘାସିରାମ…
ଗୁଜରାଟକୁ ୨୧୯ ରନର ଟାର୍ଗେଟ୍ ଦେଲା ମୁମ୍ବାଇ…
ମୁମ୍ବାଇ,୧୨।୫ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ୍ ହରାଇ ୨୧୮ ରନ କରିଛି । ଫଳରେ ଗୁଜରାଟ ପାଇଁ…
‘ତାରକ ମେହେତା କା ଉଲଟା ଚଷମା’ ନିର୍ଦ୍ଦେଶକଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ସିରିଏଲ ଅଭିନେତ୍ରୀ
ମୁମ୍ବାଇ,୧୨।୫:ଚର୍ଚ୍ଚିତ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ ସବୁ ସିରିଏଲ ମଧ୍ୟରେ ଟ୍ରେଣ୍ଡିଂରେ ଥାଏ। ତେବେ ଏହି ଶୋରେ ମିସେସ୍ ରୋଶନ୍ ସିଂହ ସୋଢି ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରୀ ଶୋକୁ ସବୁଦିନ ପାଇଁ ଶୋ’କୁ ଛାଡି ଦେଇଛନ୍ତି।…
ନେପାଳ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର
ନୂଆଦିଲ୍ଲୀ,୧୨।୫: ଷଷ୍ଠ ଭାରତ ମହାସାଗର ସମ୍ମିଳନୀ -୨୦୨୩ ରେ ଭାଗ ନେବାକୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଢାକାରେ ଅଛନ୍ତି। ଏହି ସମୟରେ ଶୁକ୍ରବାର ସେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ଏନ୍.ପି. ସାଉଦଙ୍କୁ ଭେଟିଛନ୍ତି। ନୂତନ ଦାୟିତ୍ୱ ପାଇଥିବାରୁ ଜୟଶଙ୍କର ତାଙ୍କୁ…
ଇମ୍ରାନଙ୍କ ଉପରେ ଅଭିଯୋଗ ଆଣିଲେ ବିବେକ, କହିଲେ ‘କଶ୍ମିର ଫାଇଲ୍ସ’ର ଗୀତକୁ ବେଆଇନ ଭାବେ ବ୍ୟବହାର କରିଛନ୍ତି
ମୁମ୍ବାଇ,୧୨।୫:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଗିରଫ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ କିଛି ସୁରକ୍ଷା ଦଳ କାର୍ରେ ନେଇଯାଉଥିବାର ଦେଖାଯାଇଥିଲା। ଏହି ଭିଡିଓଟି…
ବଡବିଲରେ ଏକାଧିକ ଚୋରି ମାମଲାରେ ୨ ଗିରଫ
ବଡବିଲ,୧୨।୫(ସ୍ବ:ପ୍ର:): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଚୋରି ଘଟଣାରେ ସଂପୃକ୍ତ ୨ ଜଣ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଇଥିବା…
ବାଚସ୍ପତି ଆରୁଖଙ୍କ ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର,୧୨।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୁକ୍ରବାର ଇସ୍ତଫା ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ଏବଂ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ…
Archives


