Home

ଦେଶ ଚାଖିବ କଳାହାଣ୍ଡି ଆମ୍ବ

ଭବାନୀପାଟଣା,୨୫।୬(ଉତ୍ତମ କୁମାର ଦାଶ)ପ୍ରଥମଥର ପାଇଁ ଦିଲ୍ଲୀରେ ପହଞ୍ଚତ୍ଛି କଳାହାଣ୍ଡିର ସାଦିଷ୍ଟ ଆମ୍ବ। ଓର୍‌ମାସ ଉଦ୍ୟମକ୍ରମେ ଏହି ଆମ୍ବ ଟିଟିଲାଗଡ଼ ରେଳ ଷ୍ଟେଶନରୁ ଦିଲ୍ଲୀ ଯାଇଥିଲା। ପ୍ୟାକେଟରେ ଓଡ଼ିଶା ଆମ୍ବ ଲେଖାଯାଇଥିବା ଷ୍ଟିକରିଂ କରାଯାଇଛି। ଦିଲ୍ଲୀର ମଦର୍‌ ଡାଏରୀ ସହିତ ଯୋଗାଯୋଗ କରି…

୧୩ ଶିକ୍ଷା ସୌଧ, ୨୮ ଛାତ୍ରାବାସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୬(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଲୋକସେବା ଭବନ କନ୍‌ଭେନଶନ ସେଣ୍ଟରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ ଶିକ୍ଷା ସୌଧ ଓ ୨୮ ଛାତ୍ରାବାସ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୨୭୬ ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ…

ଦିନକରେ ୨ ସ୍ଥାନରେ କେନ୍ଦ୍ରକୁ ନେଇ ଅସନ୍ତୋଷ

କଟକ,୨୫।୬( ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କିଛି ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨ ଆଉ…

ପ୍ଲାନେଟାରିୟମ୍‌ ପୁଣି ବନ୍ଦ, ୫ଦିନ ହେବ ଦର୍ଶକ ନିରାଶ

ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଯାନ୍ତ୍ରିକ ତ୍ରୁଟି ପାଇଁ ପଠାଣିସାମନ୍ତ ପ୍ଲାନେଟାରିୟମ୍‌ ପୁଣି ବନ୍ଦ ରହିଛି। ଗତ ୨୧ ତାରିଖରୁ ପ୍ଲାନେଟାରିୟମ୍‌ରେ କୌଣସି ଶୋ’ ହେଉ ନ ଥିବାରୁ ଦର୍ଶକମାନେ ନିରାଶରେ ଫେରୁଛନ୍ତି। ପୂର୍ବରୁ ମଧ୍ୟ ଏହି କାରଣରୁ ଜୁନ୍‌ ୧୦ରୁ ୬ଦିନ ପାଇଁ…

ବିରୋଧୀ ଏକତାରେ ୨୦୨୪ରେ ବହୁମତ ଆସିଲେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: ଭୂପେଶ ବଘେଲ…

ରାୟପୁର,୨୪।୬ : ଦେଶରେ ଭାଜପା ବିରୋଧରେ ବିରୋଧୀ ଏକତା ନେଇ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶନିବାର ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଭୂପେଶ କହିଛନ୍ତି ବିରୋଧୀ ଏକତାରେ ୨୦୨୪ ବହୁମତ ଆସିଲେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ…

ହେମନ୍ତ ସୋରେନ ଜଣେ ‘ମିଥ୍ୟା ମକଦମା ମନ୍ତ୍ରୀ’: ବାବୁଲାଲ ମରାଣ୍ଡି…

ରାଞ୍ଚି,୨୪।୬ : ବିରୋଧୀ ଦଳର ବୈଠକରେ ଯୋଗ ଦେଇଥିବାରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ହେମନ୍ତ ସୋରେନଙ୍କୁ ‘ମିଥ୍ୟା ମକଦମା ମନ୍ତ୍ରୀ’ ବୋଲି କହିଛନ୍ତି। ବାବୁଲାଲ ମାରାଣ୍ଡି ଟୁଇଟ କରି…

ହୃଦୟ ନ ମିଶୁ କିନ୍ତୁ ହାତ ମିଳାଇଛନ୍ତି ବିରୋଧୀ: ସୁଶୀଲ ମୋଦି…

ପାଟନା,୨୪।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ରାଜ୍ୟସଭା ଏମପି ସୁଶୀଲ କୁମାର ମୋଦି କହିଛନ୍ତି ବିହାରରେ ମହାମେଣ୍ଟ ଗଠନ ପରେ ରାଜ୍ୟରେ ୩ ଟି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗୋପାଳଗଞ୍ଜ ଏବଂ କୁଦାନୀରେ ଭାଜପା ଜିତିଛି ଏବଂ ମୋକାମାରେ…

ବିରୋଧୀ ମିଳିତ ନ ହେଲେ ୨୦୨୪ ଲୋକସଭା ନିର୍ବାଚନ ହେବ ଶେଷ ନିର୍ବାଚନ: ସଞ୍ଜୟ ରାଉତ…

ମୁମ୍ବାଇ,୨୪।୬ : ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ପ୍ରାୟ ଚାରି ଘଣ୍ଟା ଧରି ବିରୋଧୀ ଦଳର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୭ ଟି ବିରୋଧୀ ଦଳର ଭେଟେରାନ ନେତାମାନେ ଅଂଶଗ୍ରହଣ କରିଥିଲେ। ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ…

ମୋଦି-ମୋଦି ସ୍ଲୋଗାନରେ କମ୍ପିଲା ଇଜିପ୍ଟ, ବଲିଉଡ୍‌ ଗୀତ ଗାଇ ଜଣାଇଲେ ସ୍ବାଗତ

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇଦିନିଆ ବିଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୋଲି ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏହା…

ବିବାହ ପୂର୍ବରୁ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ଗିରଫ

ହିଞ୍ଜିଳିକାଟୁ,୨୪ା୬(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମରେ ବିବାହ ପୂର୍ବରୁ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ଓ ବିବାହ ପରେ ତାହାକୁ ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣଙ୍କୁ…

ଆସିଲା ପ୍ରଥମ ଏମଆରଏନଏ ବୁଷ୍ଟର ଟିକା…

ନୂଆଦିଲ୍ଲୀ,୨୪।୬ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏମଆରଏନଏ ବୁଷ୍ଟର୍‌ ଟିକା ଆରମ୍ଭ କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆରଏସି)ର ଆର୍ଥିକ ସହାୟତାରେ…

ମାଲକାନଗିରିରେ ୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ମାଓବାଦୀ ପ୍ରବଣ ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜିଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri