Home

ଖାଦ୍ୟ ପାଇଁ ପିଲା ବିକ୍ରି

କାବୁଲ,୧୪ା୫: ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ବିଶ୍ୱର ସବୁଠୁ ବଡ଼ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଅଗଷ୍ଟରେ ତାଲିବାନ ଦେଶରେ କ୍ଷମତା ଦଖଲ କରିଥିଲା ଏବଂ ସେହିଦିନଠାରୁ…

ନିଆରା ଗାଁ

ପୃଥିବୀରେ ଏମିତି ଅନେକ ଗାଁ ଅଛି ଯାହା ତା’ର ସ୍ବତନ୍ତ୍ରତା ପାଇଁ ସାରା ପୃଥିବୀରେ ବେଶ୍‌ ପରିଚିତ ହୋଇଥାଏ। କେଉଁ ଗାଁ ତା’ର ସ୍ବତନ୍ତ୍ର ପରମ୍ପରା ପାଇଁ ତ କେଉଁ ଗାଁ ରହୁଥିବା ଅଜବ ଲୋକଙ୍କ ପାଇଁ ଭିନ୍ନ ହୋଇଥାଏ। ତେବେ…

ପାଣିକଟା ହୋଇଛି, ପୁନରୁଦ୍ଧାର ହେଉନି

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଥିବା ସୁଜିଆ ଡ୍ୟାମ ଏବେ ଶୁଖିଲା ପଡିଛି। ମାଟି ଉନ୍ନତୀକରଣ ପାଇଁ ଡ୍ୟାମରୁ ପାଣି କାଟି ଦିଆଯାଇଥିଲା। ମେ ଅଧା ମାସ ବିତି ଯାଇଥିଲେ ବି ଡ୍ୟାମର ମାଟି ପୁନରୁଦ୍ଧାର କାମ ଆରମ୍ଭ ହୋଇନାହିଁ।…

୧୦୬ ବର୍ଷୀୟା ଟାଟୁ ଆର୍ଟିଷ୍ଟ

ସାଧାରଣତଃ ୭୦-୮୦ ବର୍ଷ ବୟସ ହେଇଗଲେ ମଣିଷ ଶରୀର ଏତେ ଦୁର୍ବଳ ହେଇଯାଏ ଯେ, ବସିବା ଉଠିବା, ଚାଲିବା କଷ୍ଟକର ହୋଇଯାଏ। ଦୃଷ୍ଟିଶକ୍ତି, ଶ୍ରବଣ ଶକ୍ତି ବି କମିଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ୧୦୬ ବର୍ଷ ବୟସର ଜଣେ ବୃଦ୍ଧା…

ମହାବାତ୍ୟା ରୂପ ନେଲା ‘ମୋଚା’, ଆଜି ବାଂଲାଦେଶ-ମ୍ୟାନମାରରେ ହେବ ମାଡ଼

ଢାକା,୧୪ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉଗ୍ର ରୂପ ଧାରଣ କରିଛି। ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ଆଜି ଅର୍ଥାତ୍‌ ରବିବାର ମାଡ଼ ହୋଇପାରେ। ଏହି ବାତ୍ୟା ଦ୍ୱାରା ବାଂଲାଦେଶ ଏବଂ ମ୍ୟାନମାର ହଜାର ହଜାର ଲୋକ ପ୍ରଭାବିତ ହୋଇପାରନ୍ତି। ଘଣ୍ଟା…

୨୦ ଫୁଟ୍‌ର ଖଟ

ବ୍ରାଜିଲ, ସାଓ ପାଉଲୋରେ ରହୁଥିବା ଆର୍ଥର ଓ ଉର୍ସୋ ଏବେ ବେଶ୍‌ ଚର୍ଚ୍ଚାରେ। ପ୍ରଥମତଃ ତାଙ୍କର ଅଛନ୍ତି ୬ଜଣ ସ୍ତ୍ରୀ। ଦ୍ୱିତୀୟରେ ନିଜ ୭ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ସେ ନିକଟରେ ତିଆରି କରାଇଛନ୍ତି ୨୦ ଫୁଟ୍‌ ଲମ୍ବା ଓ…

ୟୁକ୍ରେନର ଆର୍ମସ ଡିପୋକୁ ଉଡାଇଲା ରୁଷିଆ, ୫୦ ମିଲିୟନର ଗୋଳାବାରୁଦ ନଷ୍ଟ

କ୍ୱିଭ,୧୪।୫: ରୁଷିଆ ପୁଣିଥରେ ଆକ୍ରଣମ ମୁଡରେ। ଏବେ ରୁଷିଆ ୟୁକ୍ରେନର ଆର୍ମସ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ଏହି ଆକ୍ରମଣ ଫଳରେ ୟୁକ୍ରେନର ପ୍ରାୟ ୫୦୦ ମିଲିନୟନ ଗୋଳା-ବାରୁଦ ନଷ୍ଟ ହୋଇଛି। ଏହାପରେ ଆକାଶରେ କେବଳ ଧୂଆଁ ଦେଖାଯାଇଥିଲା। ୟୁକ୍ରେନର…

ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ରାଉରକେଲା ଅଫିସ,୧୪ା୫: ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ସହରର ଅଧିକାଂଶ ପ୍ରତିଷ୍ଠାନ ଖୋଲାଖୋଲି ଭାବେ ନଦୀକୁ ନର୍ଦ୍ଦମା ପାଣି ଛାଡୁଛନ୍ତି। ଏ ନେଇ ସରକାରୀ ସ୍ତରରେ କୌଣସି କଟକଣା ଜାରି କରାଯାଉ ନ…

୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ: ୭ ଗିରଫ

କୁତ୍ରା,୧୪ା୫(ଡି.ଏନ.ଏ.): ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୁନ୍ଦରଗଡ ଜିଲା କୁତ୍ରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଚଢ଼ାଉ କରଯାଇଛି। ଚଢାଉ ବେଳେ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ୭…

‘ସେତେବେଳେ ତୁମେ ଜନ୍ମ ହୋଇ ନ ଥିବ ଯେବେ ମୁଁ…’ପାକିସ୍ତାନ ସେନା ପ୍ରବକ୍ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଇମ୍ରାନ

ଇସଲାମାବାଦ,୧୪।୫: ପାକିସ୍ତାନରେ ପାକିସ୍ତାନ ତହରିକ ଏ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାଁ ଏବେ ମୁଖରା ହୋଇ ସେନାର ଆଲୋଚନା କରିଛନ୍ତି। ଏବେ ଏକ ତାଜା ବୟାନରେ ଇମ୍ରାନ ସେନାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ରାଜନୀତି କରିବାକୁ…

ମାଲିକଙ୍କୁ ନ ଜଣାଇ ଖୋଳିଦେଉଛନ୍ତି ଚାଷଜମି

ଜମନକିରା,୧୪ା୫(ଡି.ଏନ.ଏ.): ମାଲିକଙ୍କୁ ନ ଜଣାଇ ରାତାରାତି ଖୋଳିଦିଆଯାଉଛି ଚାଷଜମି। ଜମନକିରା ବ୍ଲକ ଅଞ୍ଚଳରେ ଓସିସି (ଓଡ଼ିଶା କନଷ୍ଟ୍ରକଶନ କମ୍ପାନୀ)ର ଏଭଳି ମନମୁଖୀ କାର୍ଯ୍ୟକୁ ଚାଷୀମାନେ ବିରୋଧ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଜମନକିରା ବ୍ଲକ ଫାଶୀମାଲ…

କଥା ଦିଆସିଲିର

ଦିନଥିଲା ପଥରକୁ ପଥର ଘଷି ନିଆଁ ଜଳା ଯାଉଥିଲା। ଯାହାକି ବେଶ୍‌ କଷ୍ଟକର କାମ ଥିଲା। ହଠାତ୍‌ ନିଆଁର ଆବଶ୍ୟକତା ପଡିଲେ ତାହା ପୂରଣ ହେଇପାରୁ ନ ଥିଲା। ତେଣୁ ଦିଆସିଲିର ଆବିଷ୍କାର ହେଲା। ଏକ ଛୋଟିଆ ବାକ୍ସ ଭିତରେ ଛୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri