ନନ୍ଦନକାନନ ଗଲା ‘ରାଜୁ’
କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଞ୍ଚଳରୁ ଶୁକ୍ରବାର ଏକ ପଥର ଖାଲରେ ଖସି ପଡ଼ିଥିବା ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ଉକ୍ତ ହାତୀ ଛୁଆର ମା’ ଓ ଅନ୍ୟ ହାତୀମାନେ ତାକୁ ଗ୍ରହଣ ନ କରିବାରୁ ବନ…
‘ଆଦିପୁରୁଷ’ର ମଜା ଉଡ଼ାଇଲେ ଏହି କ୍ରିକେଟର
ମୁମ୍ବାଇ: ବାହୁବଳୀ ପ୍ରଭାସ, ଅଭିନେତା ସୈଫ୍ ଅଲି ଖାନ୍ ଏବଂ ସାଉଥ୍ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବାର ଏକ ସପ୍ତାହ ବିତିଗଲାଣି। ରିଲିଜ ପରଠାରୁ ଏହି ଫିଲ୍ମ ଅନେକ ବାଦ ବିବାଦ ଦେଇ ଗତି କରୁଛି।…
ଗାଡ଼ି ଅଟକାଇ ବୃଦ୍ଧ ଦମ୍ପତିଙ୍କ ନିକଟରେ ଭୂମିରେ ବସିଲେ ଶିନ୍ଦେ, ସୋସିଆଲ ମିଡ଼ିଆରେ ଭାଇରାଲ…
ମୁମ୍ବାଇ,୨୫।୬ : ଏକ ସରକାରୀ ଗାଡିରେ ସତାରାର ନିଜ ଗାଁ ଦରେରୁ ମୁମ୍ବାଇ ଫେରୁଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅଟକି ରହିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ କାରରୁ ଓହ୍ଲାଇ ରାସ୍ତାରେ ବସିଥିବା ଏକ ବୃଦ୍ଧ ଦମ୍ପତିଙ୍କ ନିକଟକୁ…
ଆମେରିକାରୁ ଦାମୀ ଏମକ୍ୟୁ-୯ବି ଡ୍ରୋନ କିଣିବା ଖବର ମିଛ, ମୂଲ୍ୟ ଏପର୍ଯ୍ୟନ୍ତ ହୋଇନାହିଁ ସ୍ଥିର…
ନୂଆଦିଲ୍ଲୀ,୨୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏମକ୍ୟୁ-୯ବି ଡ୍ରୋନ କ୍ରୟ ପାଇଁ ଚୁକ୍ତି ଶେଷ ହୋଇଛି। ତେବେ ସୋସିଆଲ ମିଡିଆରେ କିଛି ରିପୋର୍ଟରେ ଦାବି କରାଯାଇଛି ସରକାର ଏହି ଡ୍ରୋନ କାରବାରକୁ ମହଙ୍ଗା ମୂଲ୍ୟରେ କରିଛନ୍ତି। ତେବେ…
ହାଇହିଲ୍ ପିନ୍ଧି ୧୦୦ ମିଟର ଦୌଡ଼ି ବିଶ୍ୱ ରେକର୍ଡ
ଯେତେବେଳେ ଉସେନ ବୋଲ୍ଟ ପ୍ରଥମ ଥର ପାଇଁ ୨୦୦୮ରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିଲେ। ସେତେବେଳେସେତେବେଳେ ସାରା ବିଶ୍ୱ ତାଙ୍କୁ ଜାଣିଥିଲା। ସେ ହାଇହିଲ୍ ପିନ୍ଧି ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ ପୁଣି ଜଣେ ବ୍ୟକ୍ତି ହାଇହିଲ୍…
‘ଅର୍ଡର ଅଫ ଦ ନାଇଲ’, ମୋଦିଙ୍କୁ ମିଳିଲା ମିଶ୍ରର ସର୍ବୋଚ୍ଚ ସମ୍ମାନ
କାଏରୋ,୨୫।୬: ମିଶ୍ରର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି କାହିରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଅର୍ଡର ଅଫ ଦ ନାଇଲ’ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ‘ଅର୍ଡର ଅଫ ଦ ନାଇଲ’ ମିଶ୍ରର ସର୍ବୋଚ୍ଚ ରାଜକୀୟ ସମ୍ମାନ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଇଜିପ୍ଟ…
୭୫ ଗାଁ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ହେବ ନାମିତ: ତ୍ରିପୁରା ସରକାରଙ୍କ ନିଷ୍ପତ୍ତି…
ଅଗରତାଲା,୨୫।୬ : ତ୍ରିପୁରା ସରକାର ରାଜ୍ୟର ୭୫ ସୀମାନ୍ତ ଗାଁର ନାମକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ସ୍ବାଧୀନତା ଆନ୍ଦୋଳନ ସମୟରେ ପ୍ରାଣବଳୀ ହରାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଏହି ଗ୍ରାମଗୁଡିକର ନାମକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଣେ ବରିଷ୍ଠ ଅଧିକାରୀ…
ବିରୋଧୀ ମେଣ୍ଟର ନାମ ହେବ ପାଟ୍ରିଓଟିକ୍ ଡୋମୋକ୍ରାଟିକ୍ ଆଲାଏନ୍ସ: ଶିମଲା ବୈଠକରେ କରାଯିବ ଅନୁମୋଦନ…
ନୂଆଦିଲ୍ଲୀ,୨୫।୬ : ବିରୋଧୀ ଦଳର ପାଟନା ବୈଠକ ପରେ ଏବେ ବିରୋଧୀ ଦଳର ନୂଆ ମେଣ୍ଟର ନାମ ମଧ୍ୟ ଦିଆଯାଇଛି। ଏହାର ନାମ ପାଟ୍ରିଓଟିକ୍ ଡୋମୋକ୍ରାଟିକ୍ ଆଲାଏନ୍ସ ହେବ। ବିରୋଧୀ ଏକତା ପାଇଁ ମିଳିତ ଦଳର ମିଳିତ ମଞ୍ଚର ନୂତନ ନାମ…
ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ
ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଶୀକେଷ ନାଏକ ବିଜେଡି ଛାଡ଼ିଥିବା କହିଛନ୍ତି। ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ସୁପ୍ରିମୋଙ୍କୁ ପୋଷ୍ଟାଲ ଯୋଗେ ରେଜେଷ୍ଟ୍ରି କରି…
ଆମେରିକାର ଗୁପ୍ତଚର ସଂସ୍ଥାର ବଡ ଦାବି: ଉହାନଙ୍କ ଲ୍ୟାବରୁ ହୋଇନି କରୋନା ମହାମାରୀ ଲିକ…
ଓ୍ବାଶିଂଟନ,୨୫।୬ : ଆମେରିକାର ଅଧିକାରୀମାନେ ଚାଇନାର ଉହାନ ଲ୍ୟାବରୁ ଏକ କରୋନା ମହାମାରୀ ଲିକ ହୋଇଥିବା ଏକ ଗୁପ୍ତଚର ରିପୋର୍ଟ କୁ ଖଣ୍ଡନ କରିଛନ୍ତି। ଏହି ରିପୋର୍ଟରେ ଦୋହରାଯାଇଛି ମହାମାରୀ କିପରି ଉତ୍ପନ୍ନ ହେଲା ସେନେଇ ଆମେରିକାର ଗୁପ୍ତଚର ବିଭାଗଗୁଡ଼ିକର ରାୟରେ…
ଜଙ୍ଗଲରୁ ମୃତଦେହ ମିଳିବା ଘଟଣା: ତ୍ରିକୋଣୀୟ ପ୍ରେମରୁ ହତ୍ୟା, ୫ ଗିରଫ
ଫୁଲବାଣୀ,୨୫ା୬(ରାକେଶ ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ କିଆ ମୁଣ୍ଡାଗାଁ ଜଙ୍ଗଲରୁ ଗତ ୧୩ ତାରିଖରେ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଭିନ୍ନମୋଡ଼ ନେଇଛି। ରବିବାର ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ।…
ଗର୍ଭବତୀଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କର୍ଲାମୁଣ୍ଡା,୨୫ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ତେଲିସରାବାହିଲି ଗ୍ରାମରେ ରବିବାର ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ମୃତକାଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି…
Archives


