ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ନିର୍ଦ୍ଦେଶକ ଡ.…
ମୃତ୍ୟୁଞ୍ଜୟ ମହାପାତ୍ର ଡବ୍ଲ୍ୟୁଏମ୍ଓ ଉପାଧ୍ୟକ୍ଷ ନିର୍ବାଚିତ
ନୂଆଦିଲ୍ଲୀ, ୨ା୬(ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ ସତର୍କ…
ଗରମରୁ ରକ୍ଷା ପାଇବା ପାଇଁ ଏମିତି ପନ୍ଥା ଆପଣାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଲୋକେ ହସ ସମ୍ଭାଳି ପାରନ୍ତିନି କି ପ୍ରଶଂସା ନ କରି ବି ରହି ପାରନ୍ତିନି। ଏବେ ଠିକ୍ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ…
ବିଦେଶରେ ଉଦ୍ଧବ, ଶିନ୍ଦେଙ୍କୁ ଭେଟିଲେ ଶରଦ ପାୱାର
ମୁମ୍ବାଇ,୧।୬: ଏନସିପି ସୁପ୍ରିମୋ ଶରଦ ପାୱାର ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବା ପାଇଁ ବର୍ଷା ବଙ୍ଗଳାଠାରେ ପହଞ୍ଚିଛନ୍ତି। ଉଦ୍ଧବ ଠାକ୍ରେ ବିଦେଶରେ ଅଛନ୍ତି। ଏହି ସମୟରେ ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସାକ୍ଷାତର ବିଷୟବସ୍ତୁ ବିଷୟରେ…
ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର
ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ବିଦ୍ୟୁତର ସ୍ଥିର ହାର ୨୬ ଟଙ୍କାରୁ ୫୦ ଟଙ୍କାକୁ…
କେବେ ଭାବି ନ ଥିଲି ଏତେବଡ ଦଣ୍ଡ ମିଳିବ, ହେଲେ…, ସଂସଦ ସଦସ୍ୟତା ଯିବା ପରେ ଆମେରିକାରେ କହିଲେ ରାହୁଲ
ସାନ ଫ୍ରାନସିସକୋ,୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ଆମେରିକାରେ ରାହୁଲ କହିଛନ୍ତି, ମୁଁ କେବେ ଭାବି ନ ଥିଲି ମାନହାନି ମାମଲାରେ ମୋତେ ଏତେବଡ ଦଣ୍ଡ ମିଳିବ ଓ ଜଣେ…
ଏମକେ ଷ୍ଟାଲିନଙ୍କୁ ଭେଟିଲେ କେଜରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ
ନୂଆଦିଲ୍ଲୀ,୧।୬: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ଇତି ମଧ୍ୟରେ କେଜରିଓ୍ବାଲ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ତାଙ୍କ ଘରେ ଚେନ୍ନାଇରେ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ…
ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ
ଭୁବନେଶ୍ୱର,୧।୬: ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ। ଛାତ୍ରୀଛାତ୍ରମାନେ ଓଜେଇଇ ଓ୍ବେବସାଇଟ୍ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବେଷୟିକ ଶିକ୍ଷାନୁଷ୍ଠାନର ଏମ୍ବିଏ, ଏମ୍ସିଏ, ଏମଏସ୍ସି, ଏମେ୍ଟେକ, ଏମ ପ୍ଲାନ, ଲାଟେରାଲ ଏଣ୍ଟ୍ରି ବିଏମ୍ବିଏ, ଲାଟେରାଲ…
ରାଜଧାନୀରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା, ଗରମ ଦିନରେ ମାଘ ମାସର ଶୀତ ଅନୁଭୂତ
ନୂଆଦିଲ୍ଲୀ,୧ା୬: ସାଧାରଣତଃ ମେ’ ଆଉ ଜୁନ୍ରେ ପ୍ରବଳ ଗରମ ହୋଇଥାଏ। ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବି ସବୁଠାରୁ ଏହି ଦୁଇ ମାସକୁ ଗରମ ମାସ ବୋଲି ବିବେଚନା କରାଯାଏ। ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଏଥର ରାଜଧାନୀରେ…
ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର
କେପଟାଉନ,୧।୬: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାଉଥ ଆଫ୍ରିକାରରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭାରୋଭଙ୍କୁ ସାକ୍ଷାତ୍ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଦୁଇ ଦେଶର ନେତା ପରସ୍ପରକୁ ଭେଟିଛନ୍ତି। ସୂଚନାଯୋଗ୍ୟ, ବ୍ରିକ୍ସ ସମ୍ମିଳନୀ ଚଳିତ ବର୍ଷ ଅଗଷ୍ଟ ମଧ୍ୟ ଭାଗରେ…
ବିରୋଧୀ ଏକତାକୁ ନେଇ କଥା ହେବାକୁ ନୀତୀଶ ଡାକିଥିବା ବୈଠକରେ ଯୋଗ ଦେବ କଂଗ୍ରେସ, ହେଲେ…
ନୂଆଦିଲ୍ଲୀ,୧।୬: ଆସନ୍ତା ବର୍ଷରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା ଜାରି ରହିଛି। ବିରୋଧୀ ଦଳର ଆଗକୁ ଥିବା ରାଜନିତିକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର୧୨ ଜୁନରେ ପାଟନାରେ…
ଗୋଟିଏ ଫିଲ୍ମରେ ମାଧୁରୀଙ୍କ ସହ କାମ କରିବାକୁ ମନା କରିଥିଲେ ଗୋବିନ୍ଦା, ଏହା ପଛରେ ଥିଲା ବଡ଼ କାରଣ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ଏବଂ ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଆପଣ ନିଶ୍ଚିତ ଭାବରେ ରୁପେଲି ପରଦାରେ ଉଭୟଙ୍କୁ ଏକାଠି ଦେଖିଥିବେ। ସେମାନଙ୍କ ଅଭିନୟ କ୍ୟାରିୟରରେ ଉଭୟେ ‘ପାପ୍ କା ଅନ୍ତ’, ‘ମହାସଂଗ୍ରାମ’,…
Archives


