ପ୍ରମାଣ ସତ୍ତ୍ୱେ ତଦନ୍ତ ପାଇଁ ପଛଘୁଞ୍ଚା
ଖୋର୍ଦ୍ଧା,୧୦ା୭(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ଡାକ୍ତରୀ ପାଠ ପଢୁଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ନ୍ୟାଶନାଲ…
ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍
ବଲିଉଡ୍ର କିଙ୍ଗ୍ ଶାହାରୁଖ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ମୁକ୍ତିଲାଭ କରିଛି। ଦର୍ଶକ ଫିଲ୍ମର ଟିଜର ଏବଂ ଟ୍ରେଲରକୁ ଅପେକ୍ଷା କରିଥିଲେ, କିନ୍ତୁ ନିର୍ମାତା ପ୍ରଶଂସକମାନଙ୍କୁ ପ୍ରିଭ୍ୟୁ ଉପହାର ଦେଇଛନ୍ତି। ‘ପଠାନ’ ସୁପରହିଟ ହେବାପରେ ପ୍ରଶଂସକମାନେ ଉତ୍ସାହର ସହିତ ‘ଜୱାନ’କୁ…
ପିଏମ କେୟାର୍ସ ପାଣ୍ଠିରୁ କରାଯାଉ ବନ୍ୟା ପୀଡ଼ିତଙ୍କ ସହାୟତା: କଂଗ୍ରେସ…
ନୂଆଦିଲ୍ଲୀ,୧୦।୭ : ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ହେତୁ ପରିସ୍ଥିତି ବିଗିଡି ଯାଇଛି। ଏହି ସମୟରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ…
କ୍ରଶରରେ ବ୍ଲାଷ୍ଟିଂ, ଥରିଲା ଗାଁ
ପାଟଣା,୧୦ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅଧୀନ ଅଙ୍କୁରା ସ୍କୁଲସାହି ତଥା ହୁଡ଼ି ସାହିରେ ଥିବା ଏକ କ୍ରଶରରେ ରବିବାର ବ୍ଲାଷ୍ଟିଂ ବେଳେ ହଠାତ୍ ଗାଁ ଥରି ଉଠିଥିଲା। ବଡ଼ ବଡ଼ ପଥରଖଣ୍ଡ ପାଖ…
ଆଜି ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ଏସ ଜୟଶଙ୍କର
ଗାନ୍ଧିନଗର,୧୦।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁଜରାଟର ରାଜ୍ୟ ସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ ସୋମବାର ୧୦ ଜୁଲାଇରେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସେ ସେଠାରେ ପହଞ୍ଚିଛନ୍ତି। ଭାରତୀୟ…
ଆମେରିକାକୁ ଧମକ ଦେଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୦।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଆମେରିକାକୁ ଧମକ ଦେଇଛନ୍ତି। ଯଦି ଆମେରିକା ଉତ୍ତରକୋରିଆ ବାୟୁମଣ୍ଡଳରେ ଗୁପ୍ତଚର ବିମାନ ଉଡ଼ାଇବାରେ ଭୁଲ କରେ, ତେବେ ସେଗୁଡ଼ିକୁ ଗୁଳି କରି ଖସାଇ ଦିଆଯିବ। ଉତ୍ତର କୋରିଆ ସୋମବାର…
ନିଜର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଚାହେଁ: ସିନେମାଟୋଗ୍ରାଫର ଫାଲ୍ଗୁ ଶତପଥୀ
ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହେଇଗଲା ଭାବ’ରୁ ଆରମ୍ଭ ହୁଏ ତାଙ୍କର ନିର୍ଦ୍ଦେଶନାର ଯାତ୍ରା। ପରେ ଜଣେ ସିନେମାଟୋଗ୍ରାଫର ଭାବେ ପାଇଲେ ନୂଆ ପରିଚୟ। ସାଧବ ବୋହୂ ସିଜନ ୨, ସିଜନ ୩, ଭଏସ ଅଫ୍ ଓଡ଼ିଶା, ସାରେ ଗାମା ପା,…
ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଲେ, ଶିକ୍ଷୟିତ୍ରୀ ହେବା ପରେ ପ୍ରିନ୍ସପାଲ୍ଙ୍କ ସହ ସ୍ତ୍ରୀ ଫେରାର
ପାଟନା,୧୦।୭: ୟୁପିର ଜ୍ୟୋତି ମୌର୍ଯ୍ୟ ଏବଂ ଆଲୋକ ମୌର୍ଯ୍ୟଙ୍କ କାହାଣୀ ମନରୁ ଲିଭି ନ ଥିବାବେଳେ ବିହାରର ବୈଶାଳୀ ଜିଲାରେ ଏମିତି ଆଉ ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଥିଲେ,…
୬୯୭ ବୁଥରେ ସାନି ମତଦାନ,କେନ୍ଦ୍ରୀୟ ବାହିନୀ ମୁତୟନ…
କୋଲକାତା,୧୦।୭ : ସୋମବାର (ଜୁଲାଇ ୧୦) ପଶ୍ଚିମବଙ୍ଗର ୨୨ ଟି ଜିଲା ମଧ୍ୟରୁ ୧୯ ଟିର ମୋଟ ୬୯୭ ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ସାନି ମତଦାନ ଆରମ୍ଭ ହୋଇଛି। ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ସୋମବାର ସକାଳ ୭ଟାରୁ…
‘ଲିସା’ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ୍ ଆଙ୍କର
ଭୁବନେଶ୍ୱର,୧୦ା୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଓଟିଭି ପକ୍ଷରୁ ଏକ ଅଭିନବ ପ୍ରୟାସ ସହ ଟେଲିଭିଜନ ବ୍ରଡ୍ କାଷ୍ଟିଂରେ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କରିବାକୁ ଯାଉଛି। ଏପରିକି ଓଡ଼ିଶା…
ଦିଲ୍ଲୀରେ ସନ୍ଥ ପଶ୍ଚିମବଙ୍ଗ ଆସିଲେ ସୈତାନ ହୋଇଯାଉଛନ୍ତି ମମତା: ଅଧୀର ରଞ୍ଜନ…
କୋଲକାତା,୧୦।୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମସି କର୍ମୀଙ୍କ ଦ୍ୱାରା ହିଂସା ହୋଇଥିବାର ଖବର ପାଇବା ପରେ ଭେଟେରାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ବିରୋଧୀ ଏକତା…
ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି
ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ମୌସୁମୀ ନିମ୍ନ ଚାପ ରେଖା ରବିବାର ରାଜସ୍ଥାନର ଜୈସେଲମେରରୁ ବାହାରି ଆଜମେର, ଶିବପୁରୀ, ସିଦ୍ଧି, ଡାଲଟାନଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବଦିଗରେ ମଣିପୁର ପର୍ଯ୍ୟନ୍ତ ବାୟୁମଣ୍ଡଳର ୧.୫କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏଥିଯୋଗୁ ଉତ୍ତର ଓ ଉତ୍ତର-ପୂର୍ବ…
Archives


